ମିନାକ୍ଷୀ ମହିଳା କଂଗ୍ରେସ ସଭାନେତ୍ରୀ
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ନୂଆ ସଭାନେତ୍ରୀ ହୋଇଛନ୍ତି ମିନାକ୍ଷୀ ବାହିନୀପତି । ବନ୍ଦିତା ପରିଡ଼ାଙ୍କ ଠାରୁ ସେ ଦାୟିତ୍ୱ ନେବେ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମିନାକ୍ଷୀଙ୍କ ନାଁ ଉପରେ ମୋହର ମାରିଛନ୍ତି । ଏହି ମର୍ମରେ...
Read more








