Our Correspondent

ନୂଆ ରୂପ ନେବ ମା ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର

ଭୁୁବନେଶ୍ୱର:  ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଦୁଇଟି ପର୍ଯ୍ୟାୟରେ ଏହି କାମ କରାଯିବ ଏବଂ ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ...

Read more

୪ ରାଜ୍ୟର ଦାୟିତ୍ୱ ବାଣ୍ଟିଲା ବିଜେପି

ନୂଆଦିଲ୍ଲୀ: ଆଗାମୀ ନଭେମ୍ବରରେ ନିର୍ବାଚନ ହେବାକୁ ଯାଉଥିବା ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ଦାୟିତ୍ୱରେ ୯ ନେତାଙ୍କୁ ଛାଡ଼ିଛି ବିଜେପି । ଏହି ୪ଟି ରାଜ୍ୟରେ ୪ ଜଣ ନିର୍ବାଚନ ପ୍ରଭାରୀ ଏବଂ ୫ ଜଣଙ୍କୁ ନିର୍ବାଚନ ସହପ୍ରଭାରୀ ଭାବେ...

Read more

୬ ଜିଲ୍ଲାରେ ବିଜେଡିର ନୂଆ ସଭାପତି

ଭୁୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ଟି ଜିଲ୍ଲାରେ ଦଳର ନୂଆ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି । ୩ଟି ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ ହୋଇଛନ୍ତି । ଢ଼େଙ୍କାନାଳ ଜିଲ୍ଲା ସଭାପତି ଭାବେ ବିଧାୟକ ଡାକ୍ତର ନୃସିଂହ ଚରଣ...

Read more

ଆଉ ୯ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅପାରଗ ଓ ଦୁର୍ନାତିଗ୍ରସ୍ତ ଅଧିକାରୀମାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ଏହିକ୍ରମରେ ଆଉ ୯ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୩ ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୬...

Read more

ଗୌହାଟୀ ମିଟିଂରେ ଲୋକସଭା ଫୋକସ୍

ଭୁବନେଶ୍ୱର: ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ପଡ଼ିବ । ଏଥିପାଇଁ ବିଜେପି ଆଗରେ ଅନେକ ଚାଲେଂଜ୍ ଅଛି । ମାତ୍ର କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଦିଆଯିବ ନାହିଁ । ଆଗାମୀ ନିର୍ବାଚନକୁ କର ବ। ମର...

Read more

ବୌଦ୍ଧ ବୁଲିଲେ ୫-ଟି ସଚିବ ପାଣ୍ଡିଆନ୍

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବ୍ଲକ୍ ପାଇଁ ୭୭୦ କୋଟି ଟଙ୍କାର ବୃହତ୍ତ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଆସନ୍ତା ସେପ୍ଟେମ୍ବରରେ କାର୍ଯ୍ୟକ୍ଷମ ହେବ । ସେହିଭଳି ୨୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ପାର୍ବତୀ ଗିରି ମେଗା...

Read more

‘ଡିଏନ ଗ୍ରୁପ୍’ ରେ ଆଇଟି ରେଡ୍, ୩୦ କୋଟି ଜବତ!

ଭୁବନେଶ୍ୱର: ରିୟଲ୍ ଇଷ୍ଟେଟ୍ ବ୍ୟବସାୟ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍ ହୋଇଛି । ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସମେତ ୨୫ ରୁ ଅଧିକ ଜାଗାରେ ଆଜି ବଡ଼ି ସକାଳୁ...

Read more
Page 367 of 1024 1 … 366 367 368 … 1,024