ଛଦ୍ମବେଶରେ ଅଣ୍ଡା ମାରିଲେ ବିଜେପି କର୍ମୀ!
ଭୁବନେଶ୍ୱର: ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କ କାରକେଡକୁ ଅଣ୍ଡାମାଡ଼ ଉଦ୍ୟମ କରାଯାଇଛି । ଆମ୍ ଆଦମୀ ପାର୍ଟି(ଆପ୍) ଟୋପି ପିନ୍ଧିଥିବା କିଛି ଯୁବକ ଏହି କାଣ୍ଡ କରିଥିଲେ । ତେବେ ଏଭଳି ହୀନ କାର୍ଯ୍ୟ ଆପ୍...
Read more








