Our Correspondent

କର୍କଟ ଯୋଦ୍ଧାଙ୍କୁ ସହାୟତାର ହାତ

ଭୁବନେଶ୍ୱର: କର୍କଟ ରୋଗୀଙ୍କ ସେବା ଓ ସହାୟତା ପାଇଁ ସମର୍ପିତ ଅନୁଷ୍ଠାନ ‘କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ’ (କେସିଏଫ୍) ଭୁବନେଶ୍ୱର ଶାଖାର ଷଷ୍ଠ ବାର୍ଷିକୋତ୍ସବ ସ୍ଥାନୀୟ ତେରାପନ୍ଥ ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭ ସନ୍ଧ୍ୟା ୬ଟାରେ ପାରମ୍ପରିକ ଗଣେଶ ବନ୍ଦନା...

Read more

ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାର ନୂତନ ମୁଖ୍ୟ ଶାସନ ସଚିବ ହେବେ ଶ୍ରୀମତୀ ଅନୁ ଗର୍ଗ । ୧୯୯୧ ବ୍ୟାଚ୍ ର ଏହି ଆଇଏଏସ୍ ଅଧିକାରୀ ତଥା ବର୍ତ୍ତମାନର ଉନ୍ନୟନ କମିସନରଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି ।...

Read more

‘ମିଡିଆକୁ ଶ୍ରୀମୟୀ ଭରସା’

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଟୁଇଟ୍ ଉପରେ ବିଜେଡି ନେତ୍ରୀଙ୍କଠାରୁ ପ୍ରତିକ୍ରିୟା ଲୋଡ଼ି ଅପମାନିତ ହୋଇଛନ୍ତି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧି । ଦଳର ବରିଷ୍ଠ ନେତ୍ରୀ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ସଂପୃକ୍ତ ସାମ୍ବାଦିକ ପ୍ରଶ୍ନ ପଚାରିବାରୁ ସେ...

Read more

୬୭ ହଜାର କୋଟିର ନିବେଶ, ୫୬ ହଜାର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ହାଇଦ୍ରାବାଦରେ ଆୟୋଜିତ ଦୁଇିଦିନିଆ ମେଗା ରୋଡ୍ ଶୋ ଓ ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ମିଳିଛି ୬୬,୭୮୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି । ଏାଦ୍ୱାରା ୫୬,୩୪୦ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଓଡ଼ିଶା ଭାରତର ସର୍ବବୃହତ୍ତ ନିବେଶ କେନ୍ଦ୍ର...

Read more

ଓଟିଭିକୁ ଚେତାବନୀ ଦେଲେ କିସ୍ ଅଭିଭାବକ ସଂଘ

ଭୁବନେଶ୍ୱର: କିସ୍‌ରେ ଘଟିଯାଇଥିବା ଅଭାବନୀୟ ଘଟଣା ପରିପ୍ରେକ୍ଷୀରେ କିସ୍‌ ଆଦିବାସୀ ଅଭିଭାବକ ସଂଘ (କାପା) ପକ୍ଷରୁ ଆଜି ଏକ ପ୍ରେସ ରିଲିଜ ଜାରି କରାଯାଇଛି । ଏଥିରେ କୁହାଯାଇଛି, ଏହି ଘଟଣାରେ ପୋଲିସ୍‌ ଓ ପ୍ରଶାସନ ସେମାନଙ୍କ କାର୍ଯ୍ୟ କରୁଛନ୍ତି ।...

Read more

ଇମ୍ଫା ସୁରକ୍ଷାକର୍ମୀ ନିଖୋଜ ଖବର ଚାପିଦେଲେ!

ଭୁବନେଶ୍ୱର: ଚୌଦ୍ୱାରସ୍ଥିତ ପଣ୍ଡା ମାଲିକାନାର ଇମ୍ଫା କମ୍ପାନୀରେ କାର୍ଯ୍ୟରତ ସୁରକ୍ଷା କର୍ମୀ ଜିତେନ୍ଦ୍ରିୟ ସାହୁଙ୍କର ପତ୍ତା ମିଳୁନି । ଗତ ୧୩ ତାରିଖରେ ବିଶାଖାପାଟଣାକୁ ଏସକର୍ଟ ଡ୍ୟୁଟିରେ ଯାଇ ସେଠାରୁ ଫେରିନାହାନ୍ତି । ତାଙ୍କର ପୋଷାକ ଏବଂ ପରିଚୟପତ୍ର ଆଖପାଖରୁ ମିଳିଥିବାରୁ...

Read more

ଭୋଜି ଆଳରେ ଅସନ୍ତୁଷ୍ଟଙ୍କ ମେଳି!

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଝୁମୁକାଠାରେ ଆଜି ଭୋଜିଭାତ ଆଳରେ ଏକାଠି ହୋଇଥିଲେ ବିଜେଡିର ୪୦ରୁ ଅଧିକ ନେତା । ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ହାରୁ ଓ ଅସନ୍ତୁଷ୍ଟ ନେତା । ପୁରୁଣା ବର୍ଷକୁ ବିଦାୟ ଜଣାଇବାକୁ ବନ୍ଧୁ ମିଳନର ଆୟୋଜନ...

Read more
Page 42 of 978 1 41 42 43 978