Our Correspondent

କାହିଁକି ଆତ୍ମହତ୍ୟା କଲେ ବିଚାରପତି ?

କଟକ: କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ(୪୯) ଆତ୍ମହତ୍ୟା କରିଛନ୍ତି । ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ଘରେ ସେ ଫ୍ୟାନ୍ ରେ ରସି ଲଗାଇ ଝୁଲି ପଡିଛନ୍ତି । ପରିବାର ଲୋକ ଜାଣିବା ପରେ ତାଙ୍କୁ...

Read more

୪୧ ଲକ୍ଷ ଚାଷୀଙ୍କୁ ମିଳିଲା ୮୬୯ କୋଟି କାଳିଆ ଟଙ୍କା

ଭୁବନେଶ୍ୱର: ଆଜି ପବିତ୍ର ନୂଆଖାଇ ଅବସରରେ ଚାଷୀଙ୍କୁ କାଳିଆ ସହାୟତା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ ୮୬୯ କୋଟି ଟଙ୍କାର ସହାୟତା ଦିଆଯାଇଛି । ସମସ୍ତଙ୍କ...

Read more

୩୮୭ ଜଣିଆ ଜୁମ୍ବୋ ଟିମ୍

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳର ପୁନର୍ଗଠନ ହୋଇଛି । ୩୮୭ ଜଣିଆ ନୂଆ ଟିମ୍ ଗଢ଼ିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିମ୍ ରେ ଅଛନ୍ତି ୨୩ ଜଣ ଉପଦେଷ୍ଟା, ୩ କାର୍ଯ୍ୟକାରୀ ସଭାପତି, ଜଣେ...

Read more

୬ ଦିନିଆ ଦିଲ୍ଲୀ ଗସ୍ତରେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ୬ ଦିନିଆ ଗସ୍ତ କାଳରେ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ଆଜି(ବୁଧବାର) ସଂଧ୍ୟାରେ ଆୟୋଜିତ ଇନଭେଷ୍ଟର୍ସ ମିଟ୍ ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ୧୬ ଟି...

Read more

ଦିଲ୍ଲୀ ପତିଆରା ଦେଖାଇଲେ ଅପରାଜିତା

ଭୁୁବନେଶ୍ୱର: ବୋଲଗଡ଼-ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପିର ୫ ମଣ୍ଡଳ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଗତକାଲି ଏକ ଜରୁରୀ ବୈଠକ କରି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ପ୍ରବଳ ବିଷୋଦଗାର କରିଥିଲେ । ସଂଗଠନ ଓ କର୍ମୀଙ୍କୁ ଅଣଦେଖା କରୁଥିବା...

Read more

ଅଗ୍ନିଶମବାହିନୀରେ ଗଠନ ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ

ଭୁବନେଶ୍ୱର: ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟରେ ଏକ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ ହେବ । ଉକ୍ତ ଷ୍ଟ୍ରାଇକିଂ ଫାୟର ଫୋର୍ସରେ ୧୪୪ ବିଶିଷ୍ଟ ହେବ । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ...

Read more

ସାଂସଦ ମ୍ୟାଡାମ୍ ଙ୍କ ନିଦ ଭାଙ୍ଗିଲା

ଭୁୁବନେଶ୍ୱର: ଆଜିକୁ ୨୧ ଦିନ ହେଲା ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଅଳିଆ ଯାଇପାରୁନି । ରାଜଧାନୀ ସହର ସାରା ବିଭିନ୍ନ ୱାର୍ଡରେ କୁଢ଼ କୁଢ଼ ଅଳିଆ ଗଦା । ଗନ୍ଧରେ ଫାଟି ପଡୁଛି ସହରର ରାସ୍ତାଘାଟ, କଲୋନୀ । ନାକରେ ରୁମାଲ୍ ଦେଇ...

Read more
Page 454 of 1025 1 … 453 454 455 … 1,025