Our Correspondent

ନୂଆ ପ୍ରଭାରୀଙ୍କ ଆଗମନରେ ବିଜେପି ଶିବିର ଚଳଚଞ୍ଚଳ

ଭୁୁବନେଶ୍ୱର: ସାଂଗଠନିକ ଦୃଷ୍ଟିକୋଣରୁ ନିଷ୍ପ୍ରଭ ହୋଇପଡ଼ିଥିବା ରାଜ୍ୟ ବିଜେପି ଶିବିରରେ ନୂଆ ଜୋସ୍ ଦେଖିବାକୁ ମିଳିଛି । ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ପାଇବା ପରେ ସୁନିଲ ବଂଶଲ ଆଜି ପ୍ରଥମ ଥର ଓଡ଼ିଶା ଆସିଛନ୍ତି । ତାଙ୍କୁ ସ୍ୱାଗତ କରିବା...

Read more

ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ବିଜେଡିର ବିରାଟ ଆୟୋଜନ

ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଭୁବନେଶ୍ୱର ଫେରିବେ । ନୂଆଦିଲ୍ଲୀର କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନ ପାଇ ଭୁବନେଶ୍ୱର ଫେରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇବା ପାଇଁ ବିରାଟ ଆୟୋଜନ କରାଯାଇଛି । ବିମାନ...

Read more

ସଫଳ କାହାଣୀର ନାୟକ ନବୀନ

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ନିଜକୁ ଜନସେବାରେ ନିୟୋଜିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି 'ଜୀବନବ୍ୟାପୀ ସାଧନା ସମ୍ମାନ'ରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟର ନ୍ୟାସନାଲ୍ ସେଣ୍ଟରରେ...

Read more

ନବୀନ ପାଇଲେ ‘ଜୀବନବ୍ୟାପୀ ସାଧନା ସମ୍ମାନ’

ନୂଆଦିଲ୍ଲୀ/ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଲାଇଫଟାଇମ୍ ଆଚିଭମେଣ୍ଟ ବା 'ଜୀବନବ୍ୟାପୀ ସାଧନା ସମ୍ମାନ'ରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି...

Read more

ହତ୍ୟା ଅଭିଯୋଗ ଆଣିଲେ ମା, ଭାଇ

ଭୁବନେଶ୍ୱର: କଟକ ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିନାହାନ୍ତି । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ହତ୍ୟାକାରୀ ହେଉଛନ୍ତି ତାଙ୍କର ପତ୍ନୀ ଏବଂ ଶଳା । ଆଜି ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ...

Read more

କିମ୍‍ସ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ କଲେଜ

ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ) ମେଡିକାଲ୍‍ କଲେଜ ରାଜ୍ୟର ଶ୍ରେଷ୍ଠ ମେଡିକାଲ କଲେଜ ଏବଂ ସମଗ୍ର ଭାରତର ଘରୋଇ ମେଡିକାଲ୍‍ କଲେଜ ଭାବେ ୧୬ତମ ସ୍ଥାନରେ ରହିଛି । ନିକଟରେ ‘ଦି ଉଇକ’ ପତ୍ରିକା ଏବଂ...

Read more

ଡିଜି ପାହ୍ୟାକୁ ଗଲେ ଆଉ ୪ ଅଧିକାରୀ

ଭୁୁବନେଶ୍ୱର: ଡିଜି ପାହ୍ୟାକୁ ପଦାନ୍ନତି ପାଇଛନ୍ତି ରାଜ୍ୟର ଆଉ ୪ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ । ସେମାନେ ହେଲେ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ସିଦ୍ଧାର୍ଥ ମହଦୁ ନରବାଣେ, ଅମ୍ରିତ ମୋହନ ପ୍ରସାଦ ଏବଂ ଶ୍ରୀମତୀ ବି. ରାଧିକା । ଏମାନେ ସମସ୍ତେ...

Read more
Page 453 of 1025 1 … 452 453 454 … 1,025