Our Correspondent

ଅପରାଜିତାଙ୍କ ମନମାନି, ଦଳୀୟ ନେତାଙ୍କୁ ଅସମ୍ମାନ !

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅହଂକାର ଓ ମନମାନି ବିଜେପିରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । ସମାନ୍ତରାଳ ସଂଗଠନରେ ବିଶ୍ୱାସ ରଖୁଥିବା ଏହି ବିଜେପି ସାଂସଦ ନିଜର ଦଳୀୟ ସାଥୀ, ସହଯୋଗୀଙ୍କୁ ଅଣଦେଖା କରୁଥିବାରୁ ପ୍ରତିକ୍ରିୟା ତୀବ୍ର...

Read more

କାଲିଠାରୁ ମାଗଣା ବୁଷ୍ଟର ଡୋଜ୍

ଭୁବନେଶ୍ୱର: ଆସନ୍ତାକାଲି ୧୫ ତାରିଖରୁ ୧୮-୫୯ ବର୍ଷ ବୟସର ଲୋକଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନ ଆରମ୍ଭ ହେବ । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କଲେଜ ଓ ହଷ୍ଟେଲରେ ଟିକା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସାଧାରଣ ଭାବେ ବ୍ୟାପକ...

Read more

ସରକାରୀ କର୍ମଚାରୀଙ୍କୁ ୮% ସୁଧରେ ୪୦ ଲକ୍ଷ ଋଣ

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଗୃହ ନିର୍ମାଣ ସହାୟତା ରାଶି ବାବଦରେ ସେମାନେ ଏବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ । ତାହାପୁଣି ୮ % ସୁଧ ହାରରେ । ସପ୍ତମ ବେତନ...

Read more

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ର ଜେଇଇ ଓଡ଼ିଶା ଟପ୍ପର୍

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ର ଦିବ୍ୟାଂଶୁ ମଲ୍ଲୁ ଜେଇଇ ମେନ୍ ରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି।ଜେଇଇ ମେନ୍‍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଦିବ୍ୟାଶୁ ଏଥିରେ ୯୯.୯୮୯ ପ୍ରତିଶତ ନମ୍ବର ରଖି ଓଡ଼ିଶା ଟପ୍ପର୍...

Read more

ସୌମ୍ୟବାବୁଙ୍କ ବିଜେପି ଅବତାର !

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପୁଣି ଚର୍ଚ୍ଚାରେ । ମଝିରେ ମଝିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଶାସନ ବ୍ୟବସ୍ଥାକୁ ନିଜ ଖବରକାଗଜ ସମ୍ପାଦକୀୟରେ କଟୁ ସମାଲୋଚନା କରୁଥିବା ସୌମ୍ୟବାବୁ ଏଥର ଭିନ୍ନ ରୂପରେ ଚର୍ଚ୍ଚାକୁ ଆସିଛନ୍ତି ।...

Read more

ସାମ୍ବାଦିକଙ୍କୁ ସ୍କୁଲ କ୍ୟାମ୍ପସ୍ ମନା

ଭୁବନେଶ୍ୱର: ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ସ୍କୁଲ ହତାକୁ ମନଇଚ୍ଛା ପଶି ପାରିବେନି । ଭିତରକୁ ଯିବା ପାଇଁ ପ୍ରଧାନଶିକ୍ଷକଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଅନୁମତି ନ ନେଇ ଭିତରକୁ ଗଲେ ସାମ୍ବାଦିକ କେସ୍ ଖାଇବେ । ଯଦି ନିୟମ...

Read more
Page 466 of 1025 1 … 465 466 467 … 1,025