Our Correspondent

ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଲାଗୁ ହେବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡ଼ିଥିବା...

Read more

ପ୍ରତାପ ହେବେନି, ବସନ୍ତ ରହିବେ ସଭାପତିି !!

ବସନ୍ତଙ୍କ ନେତୃତ୍ୱରେ ବିଜେପି ଲଢ଼ିବ ନିର୍ବାଚନ:ଅରୁଣ ସିଂ ପ୍ରତାପ ଷଡ଼ଙ୍ଗୀଙ୍କ ସମର୍ଥକ ଶିବିରରେ ନିଆଁ ଭୁବନେଶ୍ୱର: ପ୍ରତାପ ଷଡ଼ଙ୍ଗୀ ରାଜ୍ୟ ବିଜେପିର ନେତୃତ୍ୱ ନେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି କେନ୍ଦ୍ରୀୟ ପ୍ରଭାରୀ ଅରୁଣ ସିଂ । ବସନ୍ତ ପଣ୍ଡାଙ୍କୁ ପରିବର୍ତ୍ତନ କରାଯିବନି...

Read more

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ପୁରୀ ଜିଲ୍ଲାର ସତ୍ୟବାଦୀଠାରେ ସ୍ଥାପନ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ । ଐତିହ୍ୟ କ୍ୟାବିନେଟ୍ ର ପ୍ରଥମ ବୈଠକରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସେଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବେ ବୋଲି ମୁଖ୍ୟ...

Read more

ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲା ଡକରା, ଧର୍ମେନ୍ଦ୍ରଙ୍କ ଶିବିରରେ ଛନକା

ଭୁବନେଶ୍ୱର: ହାଇକମାଣ୍ଡଙ୍କ ଡକରା ପାଇ ଗତକାଲି ଦିଲ୍ଲୀ ଯାଇଥିଲେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ । ଆଜି ଫେରୁଛନ୍ତି । ଦୁଇଦିନ ରହଣି ଭିତରେ ସେ ବିଜେପି ସାଂଗଠନିକ ଦାୟିତ୍ୱରେ ଥିବା ଶୀର୍ଷ ନେତୃତ୍ୱଙ୍କୁ ଭେଟିଥିଲେ । ସେମାନଙ୍କ ମଧ୍ୟରେ...

Read more

ଗୁରୁପ୍ରିୟା ସେତୁ: ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ବାହାର ଦୁନିଆ ସହ ଯୋଡିଥିବା ଗୁରୁପ୍ରିୟା ସେତୁକୁ ନେଇ ଆଜି ସବୁ ମହଲରେ ଚର୍ଚ୍ଚା । ଖାଲି ରାଜ୍ୟରୁ ନୁହେଁ, ସାରା ଦେଶରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଆସୁଛି ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀଙ୍କ...

Read more

ପ୍ରତୀକ୍ଷାର ଅବସାନ: ଗୁରୁପ୍ରିୟା ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ବହୁ ପ୍ରତୀକ୍ଷିତ ଓ ବହୁ ଉତ୍କଣ୍ଠିତ ଐତିହାସିକ ଗୁରୁପ୍ରିୟା ସେତୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଛି । ୧୯୮୬ ମସିହାରୁ ଆଶା ଓ ଆଶଙ୍କାରେ ଗତି କରି ଆସୁଥିବା ଏହି ସେତୁ ବାସ୍ତବତାର ରୂପ ନେଇ...

Read more

୨୬ରେ ଗୁରୁପ୍ରିୟା ସେତୁ ଉଦଘାଟନ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଆସନ୍ତା ୨୬ ତାରିଖରେ ଉଦଘାଟିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ସେଦିନ...

Read more
Page 624 of 759 1 623 624 625 759