Our Correspondent

ଦୁଇଟି କରୋନା ଟୀକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ/ଭୁବନେଶ୍ୱର: ପାଖାପାଖି ବର୍ଷେ କାଳ କରୋନା ଭୂତାଣୁ କବଳରେ ସଢ଼ୁଥିବା ଆମ ଭାରତୀୟଙ୍କ ପାଇଁ ଖୁସିର ଖବର । ଗୋଟିଏ ଦିନରେ ଦୁଇ ଦୁଇଟି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରୋନା ଟୀକାକୁ ମିଳିଛି ଜରୁରୀକାଳୀନ ବ୍ୟବହାର ଅନୁମତି । ସେ ଦୁଇଟି...

Read more

୧୧ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଆସନ୍ତା ଜାନୁଆରୀ ୧୧ରୁ ଖୋଲିବ । ତେବେ ସବୁ ଶ୍ରେଣୀ ନୁହେଁ, ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କେବଳ କ୍ଲାସ୍ ହେବ...

Read more

ମନ୍ତ୍ରୀଙ୍କ ଛତ୍ରଛାୟାରେ ଡବଲ୍ ମର୍ଡର୍!!

ଭୁବନେଶ୍ୱର/ମାହାଙ୍ଗା: ମାହାଙ୍ଗା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ପ୍ରଭାରୀ କୁଳମଣି ବରାଳ(୭୫) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ(୮୦)ଙ୍କୁ ଦୁବୃର୍ତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି । କୁଳମଣିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କଟକ ବଡ଼ ମେଡ଼ିକାଲରେ ଦିବ୍ୟସିଂହ...

Read more

ଓବିସି କମିସନ କାର୍ଯ୍ୟକ୍ଷମ

ଭୁୁବନେଶ୍ୱର: ପଛୁଆ ବର୍ଗଙ୍କ କଲ୍ୟାଣ ନିମନ୍ତେ ଦୀର୍ଘ ଦିନର ଦାବି ସାକାର ହୋଇଛି । ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ଓବିସି) ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । କମିଶନ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁନାଥ ବିଶ୍ୱାଳ, ସଦସ୍ୟ ପ୍ରଫେସର...

Read more

ରାଜ୍ୟ ପ୍ରଶାସନର ମଙ୍ଗ ଧରିଲେ ସୁରେଶ ମହାପାତ୍ର

ଭୁବନେଶ୍ୱର: ନୂଆବର୍ଷରେ ରାଜ୍ୟ ପ୍ରଶାସନର ମଙ୍ଗ ଧରିଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଆଜି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିଭଳି ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଦୀପ ଜେନା...

Read more

ଅକ୍ସଫୋର୍ଡ ଟୀକା ‘କୋଭିସିଲଡ’କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ନୂଆ ବର୍ଷରେ ଶୁଭ ଖବର । ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅକ୍ସଫୋର୍ଡ କରୋନା ଟୀକା 'କୋଭିସିଲଡ' ବିଶେଷଜ୍ଞ କମିଟିର ଅନୁମତି ପାଇଛି । ୟୁକେ, ଆର୍ଜେଣ୍ଟିିନା ପରେ ତୃତୀୟ ଦେଶ ଭାବେ ଭାରତ ଏହା ବ୍ୟବହାର କରିବ ।...

Read more

ନୂଆ ବର୍ଷ, ନୂଆ ସମ୍ଭାବନା

୨୦୨୦ ବିଦାୟୀ ବର୍ଷଟି ସମସ୍ତଙ୍କୁ ଦେଇଗଲା ଯନ୍ତ୍ରଣା । ଗୋଟିଏ ବର୍ଷରେ କୋଟିଏ ସମ୍ଭାବନାକୁ ଛାରଖାର କରିଦେଲା । କରୋନା ମହାମାରୀ କବଳରେ ସମଗ୍ର ମାନବ ସମାଜ ଛଟପଟ ହେଲେ । ଅନେକ ଜୀବନ ନେଇଗଲା ଏହି କରୋନା । ମଣିଷ...

Read more
Page 625 of 1024 1 … 624 625 626 … 1,024