Our Correspondent

ଟିଟୋର ପେଟ୍ରୋଲ୍ ପମ୍ପ ପଛରେ ଧର୍ମେନ୍ଦ୍ରଙ୍କ ହାତ !

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ପାରାଦ୍ୱୀପରେ ଗ୍ୟାଙ୍ଗଷ୍ଟର୍ ଟିଟୋ ନିଜ ପରିବାର ନାଁରେ ପେଟ୍ରୋଲ୍ ପମ୍ପ ହାତେଇବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ଅଙ୍ଗୁଳି ଉଠାଇଛି ବିଜେଡ଼ି । କ୍ରାଇବ୍ରାଞ୍ଚ ତଦନ୍ତକୁ ବାଟବଣା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ସିବିଆଇ ତଦନ୍ତର ଚାଲ୍...

Read more

ଟିଟୋ ମାମଲାରେ ସିବିଆଇ: ଗୁଣିଆ ନାଁ ଡାହାଣୀ ?

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ଟିଟୋ ହାତେଇଥିବା ପେଟ୍ରୋଲ୍ ପମ୍ପର ସିବିଆଇ ତଦନ୍ତ ହେବ । ବିଭାଗୀୟ ମନ୍ତ୍ରୀଙ୍କ ସୁପାରିଶରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଆଇଓସିଏଲ୍ କୁ ଏହି ମାମଲାଟି ସିବିଆଇକୁ ହସ୍ତାନ୍ତର ପାଇଁ ପରାମର୍ଶ ଦେଇଥିବା ଆଇଓସିଏଲ୍ ଏକ ପ୍ରେସ୍ ବିବୃତିରେ ଜଣାଇଛି...

Read more

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

ଭୁବନେଶ୍ୱର: ଲୋକସଭା ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଆଜି ଗ୍ରହଣ ହୋଇଛି । ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ସୂଚନା ମିଳିଛି । ଏଥିସହ ଦୀର୍ଘ ୧୮ ବର୍ଷର ସାଂସଦ ପଦକୁ ଆଜି...

Read more

ପ୍ରତିବାଦ ବଢ଼ିଲା, ଧର୍ମେନ୍ଦ୍ରଙ୍କ ନାଁରେ ଏତଲା

ଭୁବନେଶ୍ୱର: ଗଜପତିଙ୍କ ଦ୍ୱାରା ଛେରାପହଁରାକୁ ଝାଡୁ ମାରିବା ଓ ସ୍ୱଚ୍ଛ ଭାରତ ଅଭିଯାନ ସହ ତୁଳନା କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚାରିଆଡୁ ତୀବ୍ର ବିରୋଧ ହୋଇଛି । ସେ କାହାରି ସାର୍ଟିଫିକେଟ୍ ଦରକାର କରୁ ନ ଥିବା କହୁଥିଲେ ମଧ୍ୟ...

Read more

ପ୍ରବଳବର୍ଷାରେ ଉବୁଟୁବୁ ଟ୍ୱିନ୍ ସିଟି

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱର ଓ କଟକ ଅବସ୍ଥା ବେହାଲ୍ ହୋଇଯାଇଛି । ବର୍ଷାଜଳରେ ଉବୁଟୁବୁ ହେଉଛନ୍ତି ସହରବାସୀ । ଆଜି ସକାଳୁ ଦିନ ୨ଟା ପର୍ଯ୍ୟନ୍ତ ଦୁଇ ସହରର ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।...

Read more

ସୌମ୍ୟଙ୍କୁ ନେଇ ଚିନ୍ତାରେ ବିଜେଡ଼ି

ଭୁବନେଶ୍ୱର: ଯାହା ଅନୁମାନ କରାଯାଉଥିଲା ତାହା ସତ ହେବାକୁ ଲାଗିଲାଣି । ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦଳକୁ ଆଣି ୬ ଘଣ୍ଟା ଭିତରେ ରାଜ୍ୟସଭା ପ୍ରାର୍ଥୀ କରିବା ବିଜେଡ଼ି ପାଇଁ ମହଙ୍ଗା ପଡ଼ିଲାଣି । ଯେଉଁ ଲକ୍ଷ୍ୟରେ ବିଜେଡ଼ି ତାଙ୍କୁ ଦଳକୁ ଆଣି...

Read more

ଧର୍ମେନ୍ଦ୍ରଙ୍କ ଜଗନ୍ନାଥ ତତ୍ତ୍ୱ: ଛେରାପହଁରା ଯାହା ‘ଝାଡୁ ମାରିବା’ ତାହା

ଭୁୁବନେଶ୍ୱର: ଗତକାଲି ମହାପ୍ରଭୁଙ୍କ ରଥଟଣା ବେଳେ ପୁରୀ ବଡ଼ଦାଣ୍ଡରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରବଚନ(!) ଜଗନ୍ନାଥ ସଂସ୍କୃତିକୁ ପ୍ରବଳ ଆଘାତ ଦେଇଛି । ଗଜପତିଙ୍କ ଛେରାପହଁରାକୁ ଝାଡୁ ମାରିବା ସହ କେନ୍ଦ୍ରମନ୍ତ୍ରୀ ତୁଳନା କରିଥିବା ବେଳେ ଗଜପତିଙ୍କ କାର୍ଯ୍ୟକୁ ଝାଡୁଦାର...

Read more
Page 626 of 759 1 625 626 627 759