Our Correspondent

ମହିଳା କମିଶନରେ ଅନୁଭବ-ବର୍ଷା

ଭୁବନେଶ୍ୱର: ରାଜ୍ୟ ମହିଳା କମିଶନଙ୍କ ଦରବାରରେ ଅନୁଭବ ଓ ବର୍ଷା । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ମହିଳା କମିଶନଙ୍କ ପାଖରେ ହାଜର ହୋଇ ନିଜ ନିଜ ପକ୍ଷ ରଖିଛନ୍ତି ।...

Read more

ଅରୁଣ ବୋଥ୍ରାଙ୍କୁ ଏଡିଜି ପଦୋନ୍ନତି

ଭୁବନେଶ୍ୱର: ପରୀ ହତ୍ୟା ମାମଲାର ପର୍ଦ୍ଦାଫାସ୍ କରିଥିବା ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ମିଳିଛି ପଦୋନ୍ନତି । ରାଜ୍ୟ ସରକାର ତାଙ୍କୁ ଅତିରିକ୍ତ ଡିଜି(ଏଡିଜି) ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ୧୯୯୬ ବ୍ୟାଚ୍ ର ଏହି ଆଇପିଏସ୍ ଅଧିକାରୀ ଜଣେ...

Read more

ହୁସିଆର୍! ୬୨ ବ୍ରିଟେନ୍ ଫେରନ୍ତାଙ୍କ ପତ୍ତା ମିଳୁନି

ଭୁୁବନେଶ୍ୱର: ବ୍ରିଟେନ୍ ରେ ଠାବ ହୋଇଥିବା କରୋନା ଭୂତାଣୁର ନୂଆ ରୂପ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଇତିମଧ୍ୟରେ ଏହି ନୂଆ ଭୂତାଣୁ ୪ଟି ମହାଦେଶକୁ ବ୍ୟାପିଗଲାଣି । ଭାରତରେ ଏହାର ପ୍ରବେଶକୁ ରୋକିବା ପାଇଁ କଡ଼ା ପଦକ୍ଷେପ...

Read more

ହ୍ୱିଲ୍ ଚେୟାରରୁ ରକ୍ତଦାନ

ଭୁବନେଶ୍ୱର: ଇଚ୍ଛାଶକ୍ତି ଥିଲେ ଦୁନିଆରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ଏହାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ରାଜଗାଙ୍ଗପୁରର ଆନ୍ତର୍ଜାତୀୟ ହ୍ୱିଲ୍ ଚେୟାର୍ କ୍ରିକେଟ୍ ଖେଳାଳୀ ବସନ୍ତ ନିମ୍ ଶ୍ରିଷ୍ଠ । ଚାଲିବାର ଶକ୍ତି ହରାଇଥିବା ଏହି ଯୁବକ ଖାଲି...

Read more

ସରକାରୀ ସ୍କୁଲ୍ ପିଲାଙ୍କ ପାଇଁ ଡାକ୍ତରୀ,ଇଂଜିନିୟରିଂରେ ସଂରକ୍ଷଣ

ଭୁବନେଶ୍ୱର: ବର୍ଷ ଶେଷରେ ବଡ଼ ନିଷ୍ପତ୍ତି । ଏଣିକି ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଡାକ୍ତରୀ ଓ ଇଂଜିନିୟରିଂ ସିଟ୍ ସଂରକ୍ଷିତ ରହିବ । ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା...

Read more

ଶୀତ କାକରରେ ପଡ଼ିଥିବା ମଣିଷଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ଉଦ୍ୟମ

ଭୁବନେଶ୍ୱର: ଖୋଲା ଆକାଶ ତଳେ ପ୍ରବଳ ଶୀତ କାକରରେ ରାତି କାଟୁଥିବା ଗରିବ ଅସହାୟ ମଣିଷ ପାଖରେ ଛିଡ଼ା ହୋଇଛି 'ଓଡ଼ିଶା ମୋ ପରିବାର' । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ଏଥିପାଇଁ ଶନିବାର ରାତିରେ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା...

Read more

ସାମ୍ବାଦିକଙ୍କୁ ମାଡ଼: କଟା ଘା ରେ ଚୂନ ବୋଳିଲେ ବିଜେପି ନେତ୍ରୀ

ଭୁବନେଶ୍ୱର: ବିଜେପିର ମୁଣ୍ଡିଆଳ ନେତାମାନଙ୍କ ଉପସ୍ଥିତିରେ ନନ୍ଦିଘୋଷ ଟିଭି ସାମ୍ବାଦିକ ଅନୁଜ କୁମାର ଦାସ ଏବଂ କ୍ୟାମେରାମ୍ୟାନ୍ ବିଷ୍ଣୁ ପ୍ରସାଦ ତରାସିଆଙ୍କୁ ମାଡ଼ ମରାଗଲା । ଏହି ମାମଲାରେ ୨ ଜଣଙ୍କୁ ପୁଲିସ ଗିରଫ କଲା । ଅଥଚ ଏହି ଘଟଣା...

Read more
Page 627 of 1024 1 … 626 627 628 … 1,024