ନାରୀଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ
ଭୁବନେଶ୍ୱର: ମହିଳା ଉପରେ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ, ବିଜେପି କରୁଛି ମା’ ନାଁରେ ବୃକ୍ଷରୋପଣ । ୧୪ମାସର ବିଜେପି ସରକାରରେ ମାଆମାନଙ୍କ ଓଠରୁ ହସ ଲିଭିଯାଇଛି । ଭୟର ବାତାବରଣ ମଧ୍ୟରେ ଅଛନ୍ତି ଓଡ଼ିଶାର ମାତୃଶକ୍ତି ।...
Read more








