ସୌମ୍ୟାଶ୍ରୀଙ୍କୁ ଆତ୍ମାହୁତି ପାଇଁ ଉସକାଇଥିଲେ ଏବିଭିପି ଛାତ୍ରନେତା
ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଆତ୍ମାହୁତି ପାଇଁ ଉସକାଇଥିଲେ ତାଙ୍କ ସହଯୋଗୀ ଏବିଭିପି ଛାତ୍ରନେତା । କ୍ରାଇମବ୍ରାଞ୍ଚ ର ଖୋଳତାଡ଼ ବେଳେ ଏହି ଗୁମର ପଦାକୁ ଆସିଛି । ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଦୁଇ ଛାତ୍ରନେତା...
Read more








