ଏହା ଓଡ଼ିଶା ସରକାର ନୁହେଁ, ଅଦାନୀ ସରକାର
କର୍ମୀଙ୍କୁ ଆହ୍ୱାନ- ଲଢ଼ନ୍ତୁ, ମୁଁ ସାଙ୍ଗରେ ଅଛି ଭୁବନେଶ୍ୱର: କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀ ଆଜି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଉଦବୋଧନ ଦେଇ ଡବଲ୍ ଇଞ୍ଜିନ୍ ସରକାରଙ୍କ ପୋଲ୍ ଖୋଲିଛନ୍ତି । ରାହୁଲ କହିଛନ୍ତି...
Read more








