Our Correspondent

ସଞ୍ଜୟଙ୍କୁ ମୁହଁ ବୁଲାଇଲେ ସାଥୀ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସମ୍ପଦ ବେଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା । ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପାଇଁ ଏହି ଉକ୍ତିଟି ଏବେ ଅକ୍ଷରେ ଅକ୍ଷରେ ସତ ହୋଇଛି । ଯୁବ ବ୍ରିଗେଡ୍‌ ସହଯୋଗୀମାନେ ତାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ...

Read more

ବିଜେଡ଼ିକୁ ବାଉଳା ରୋଗ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଗଣମାଧ୍ୟମରେ କେହି ନକରାତ୍ମକ ବୟାନବାଜି କରିବାକୁ । ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ନେତା, କର୍ମକର୍ତ୍ତା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଏଭଳି ପରାମର୍ଶ ଦେଇଥିବା ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ବୟାନବାଜି କରିଛନ୍ତି ।...

Read more

ଜେଲ୍‌ରୁ ମୁକୁଳିଲେ ବୃଦ୍ଧ ବାନାମ୍ବର

ନୟାଗଡ଼(ମିଡ-ଡେ ଓଡ଼ିଶା): ୯୦ ବର୍ଷର ବୃଦ୍ଧ ବାନାମ୍ବର ସ୍ୱାଇଁଙ୍କୁ ଆଜି ବେଲ୍‌ ମିଳିଛି । ଭାପୁର ରାମପଡ଼ା ଗ୍ରାମର ବୋହୁ ପରିତ୍ୟକ୍ତ ବୃଦ୍ଧ ବାନାମ୍ବରଙ୍କୁ ଦୁଇଦିନ ଧରି ଅକଥନୀୟ ନିର୍ଯାତନା ଦେବା ପରେ ରବିବାର ଅଧାରାତିରେ ଫତେଗଡ଼ ପୁଲିସ ଘରୁ ଉଠାଇ...

Read more

ବ୍ରେକିଂ ଖବର ରାଜନୀତି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଓ ବିଜୟଶ୍ରୀ ରାଉତରାୟଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ୍‌ କଲେ । ଆଜି କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ଏଭଳି ତାଗିଦ୍‌ କରିଥିବାର ଚର୍ଚ୍ଚା କିଛି ଗଣମାଧ୍ୟମର ବ୍ରେକିଂ ଖବର ପାଲଟିଛି । ଖବରଟିର ସତ୍ୟାସତ୍ୟ କାହାରି...

Read more

ମନ୍ତ୍ରୀଙ୍କ ଇସାରା: ରାତି ଅଧରେ ଟେକିନେଲା ପୁଲିସ

ନୟାଗଡ଼(ମିଡ-ଡେ ଓଡ଼ିଶା): ୯୦ ବର୍ଷର ଦମ୍ପତ୍ତିଙ୍କୁ ୪୩ଂ ଖରାରେ ଦିନତମାମ ସିଝାଇଥିବା ଫତେଗଡ଼ ଥାନାବାବୁଙ୍କ ବର୍ବରତା ସୀମା ଲଂଘିଛି । ନାଟକୀୟ ଢ଼ଙ୍ଗରେ ଗତକାଲି ରାତି ଅଧରେ ବୃଦ୍ଧ ବାନାମ୍ବର ସ୍ୱାଇଁଙ୍କୁ ଘରୁ ଉଠାଇ ଆଣି କୋର୍ଟ ଚାଲାଣ କରିଛନ୍ତି ।...

Read more

ଦୁର୍ଘଟଣା ନେଲା ୩୦ କଳାକାରଙ୍କ ଜୀବନ

ସମ୍ବଲପୁର(ମିଡ-ଡେ ଓଡ଼ିଶା): ଆଜି ସଂଧ୍ୟାରେ ଦେବଗଡ଼ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ୩୦ ଜଣ କଳାକାରଙ୍କ ଜୀବନ ନେଇଯାଇଛି । ଦେବଗଡ଼ରୁ ଭାରତୀ ଗଣନାଟ୍ୟର ଯାତ୍ରା କଳାକାରଙ୍କୁ ସୋହେଲା ନେଉଥିବା ବସ୍‌ (ନମ୍ବର ଓଆର-୦୫-ଏବି-୯୫୩୫) ତିଳେଇବଣି ଗଇଲୋ ଘାଟିରେ ନିୟନ୍ତ୍ରଣ ହରାଇ...

Read more

ପୁଲିସ ଜୁଲମ୍‌: ୪୩ଂ ତାତିରେ ସିଝିଲେ ୯୦ ବର୍ଷୀୟ ଦମ୍ପତ୍ତି

ନୟାଗଡ଼(ମିଡ-ଡେ ଓଡ଼ିଶା): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ରାମପଡ଼ା ଗାଁର ୯୦ ବର୍ଷୀୟ ବୃଦ୍ଧ ବାନାମ୍ବର ସ୍ୱାଇଁ । ପତ୍ନୀ କାଞ୍ଚନଙ୍କ ବୟସ ୮୫ ରୁ ଅଧିକ । ଅସହାୟ ଏହି ଦମ୍ପତ୍ତି ଶନିବାର(ଏପ୍ରିଲ୍‌ ୧୬) ଦିନତମାମ ବସିଥିଲେ ଫତେଗଡ଼...

Read more
Page 965 of 978 1 964 965 966 978