Saturday, April 18, 2026 10:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଉ ନିର୍ବାଚନ ଲଢ଼ିବେନି ବୈଜୟନ୍ତ !

ତୋମାରଙ୍କୁ ଓଡ଼ିଶା, ବୈଜୟନ୍ତଙ୍କୁ ୟୁପି ଦାୟିତ୍ୱ

by Our Correspondent
27 Jan, 2024- 06:11 PM
in Latest News, News, Politics
1 min read
0
ଆଉ ନିର୍ବାଚନ ଲଢ଼ିବେନି ବୈଜୟନ୍ତ !

୨୩ ରାଜ୍ୟ ପାଇଁ ବିଜେପିର ନିର୍ବାଚନ ପ୍ରଭାରୀ

ଭୁୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓଡ଼ିଶାରୁ ଆଉ ନିର୍ବାଚନ ଲଢ଼ିବେନି କି? ବିଜେଡି ଟିକେଟରେ କେନ୍ଦ୍ରାପଡ଼ାରୁ ଲଗାତର ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବୈଜୟନ୍ତ ଗତଥର ବିଜେପି ଟିକେଟରେ ଲଢ଼ି ବିଜେଡିର ଅନୁଭବ ମହାନ୍ତିଙ୍କଠାରୁ ଦେଢ଼ଲକ୍ଷ ଭୋଟରେ ହାରିଥିଲେ । ଏହାପରଠାରୁ ସେ କେନ୍ଦ୍ରାପଡ଼ା ଏବଂ ସର୍ବୋପରି ଓଡ଼ିଶାରୁ ମୁହାଁ ଫେରାଇ ନେଇଥିଲେ । ତେବେ ଗତଥର ପରାଜୟର ପ୍ରତିଶୋଧ ନେବାକୁ ସେ କାଳେ ସୁଯୋଗ ଅପେକ୍ଷାରେ ଥିଲେ । ମାତ୍ର ତାଙ୍କୁ ଆଉ ସେହି ସୁଯୋଗ ମିଳି ନ ପାରେ । ଉତ୍ତରପ୍ରଦେଶର ନିର୍ବାଚନ ପ୍ରଭାରୀ ଭାବେ ଆଜି ତାଙ୍କୁ ନିଯୁକ୍ତି ମିଳିଛି । ଜାତୀୟ ରାଜନୀତିରେ ସବୁଠାରୁ ଅଧିକ ଗୁରୁତ୍ୱ ରଖୁଥିବା ୟୁପି ଭଳି ରାଜ୍ୟର ପ୍ରଭାରୀ ଭାବେ ଦାୟିତ୍ୱ ପାଇଲା ପରେ ଓଡ଼ିଶାରୁ ସେ ନିର୍ବାଚନ ଲଢ଼ିବାର ଆଶା ତୁଟିଯାଇଛି । ପରବର୍ତ୍ତୀ ସମୟରେ ସେ ୟୁପି କି ଆସାମରୁ ରାଜ୍ୟସଭାକୁ ଯିବେ ବୋଲି ସମର୍ଥକମହଲରୁ ଶୁଣିବାକୁ ମିଳିଛି । ବୈଜୟନ୍ତ ୟୁପି ଦାୟିତ୍ୱ ପାଇଲା ପରେ ସବୁଠାରୁ ବେଶୀ ଖୁସି ହୋଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବୈଜୟନ୍ତଙ୍କୁ ସେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି Right Persons in the Right Place.

ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ୧୬ଟି ରାଜ୍ୟ ଏବଂ ୭ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଦଳୀୟ ପ୍ରଭାରୀ ନିଯୁକ୍ତି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ରାଜ୍ୟସଭା ସାଂସଦ ତଥା ବିଜେପି କିଷାନ ମୋର୍ଚ୍ଚାର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ତୋମାର ବର୍ତ୍ତମାନ ଓଡ଼ିଶା ବିଜେପିର ସହ ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ତୋମାରଙ୍କ ସହ ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ସୁଶ୍ରୀ ଲତା ଉସେଣ୍ଡିଙ୍କୁ ନିର୍ବାଚନ ସହ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ସରଳ ଅର୍ଥରେ ବୁଝିଲେ, ବିଜୟପାଲ ସିଂ ତୋମାର ଏବଂ ଲତା ଉସେଣ୍ଡି ଆଗାମୀ ନିର୍ବାଚନରେ ଓଡ଼ିଶା ବିଜେପିକୁ ମାର୍ଗଦର୍ଶନ କରିବେ ।

ଅନ୍ୟପକ୍ଷରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତର ପ୍ରଦେଶର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ବର୍ତ୍ତମାନ ସେ ଆସାମ ଓ ଦିଲ୍ଲୀର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ କି ଗତ ବିଧାନସଭା ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁପି ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତି ପାଇଥିଲେ । ସେହି ଦାୟିତ୍ୱକୁ ସେ ଅତି ସଫଳତାର ସହ ତୁଲାଇଥିଲେ । ଏବେ ଲୋକସଭା ନିର୍ବାଚନ ପାଇଁ ବୈଜୟନ୍ତଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ଦାୟିତ୍ୱ ମିଳିଛି ।

ବିଜେପି ରାଷ୍ଟ୍ରୀୟ ସାଧାାରଣ ସମ୍ପାଦକ ବିନୋଦ ତାୱଡ଼େଙ୍କୁ ବିହାରର ପ୍ରଭାରୀ କରାଯାଇଥିବା ବେଳେ ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ଝାଡ଼ଖଣ୍ଡ ରାଜ୍ୟ ମୁଖ୍ୟ ଦୀପକ ପ୍ରକାଶଙ୍କୁ ସହ ପ୍ରଭାରୀ ନିଯୁକ୍ତି ଦିଆଯାଇଛି ।

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଝାଡ଼ଖଣ୍ଡ ଦାୟିତ୍ୱ ମିଳିଛି । ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ବିପ୍ଲବ କୁମାର ଦେବଙ୍କୁ ହରିୟାନାର ପ୍ରଭାରୀ ଏବଂ ସୁରେନ୍ଦ୍ର ନାଗରଙ୍କୁ ସହ ପ୍ରଭାରୀ ନିଯୁକ୍ତି ଦିଆଯାଇଛି ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କୁ ପଶ୍ଚିମବଙ୍ଗର ପ୍ରଭାରୀ ଏବଂ ଅମିତ୍ ମାଲବ୍ୟ ଓ ଆଶା ଲାକ୍ରା ସହ ପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି ।

ୟୁପି ବିଧାନ ପରିଷଦ ସଭ୍ୟ ତଥା ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର ସିଂହଙ୍କୁ ମଧ୍ୟପ୍ରଦେଶ ପ୍ରଭାରୀ ଏବଂ ସତୀଶ ଉପାଧ୍ୟାୟଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି ।

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ପଞ୍ଜାବ ପ୍ରଭାରୀ ଏବଂ ଦଳର ଜାତୀୟ ସମ୍ପାଦକ ନରିନ୍ଦର ସିଂହଙ୍କୁ ସହପ୍ରଭାରୀ ନିଯୁକ୍ତି ମିଳିଛି ।

ୟୁପିର ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମାଙ୍କୁ ହିମାଚଳ ପ୍ରଦେଶ ପ୍ରଭାରୀ ଏବଂ ସଞ୍ଜୟ ଟଣ୍ଡନଙ୍କୁ ସହ ପ୍ରଭାରୀ କରାଯାଇଛି ।

Previous Post

ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ

Next Post

ଆରପାରିରେ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ

Next Post
ଆରପାରିରେ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ

ଆରପାରିରେ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA