Sunday, April 19, 2026 01:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜାଗୀ ନିଜେ ଆସିଲେନି, କର୍ମଚାରୀଙ୍କୁ ପଠାଇଲେ

ଅକ୍ଟୋବର ୫ ରେ ମହିଳା କମିଶନଙ୍କ ପରବର୍ତ୍ତୀ ଶୁଣାଣି

by Our Correspondent
01 Oct, 2020- 09:16 PM
in Latest News
1 min read
0
ଜାଗୀ ନିଜେ ଆସିଲେନି, କର୍ମଚାରୀଙ୍କୁ ପଠାଇଲେ

ଭୁବନେଶ୍ୱର: ରାଜ୍ୟ ମହିଳା କମିଶନଙ୍କ ପାଖରେ ଆଜି ହାଜର ହେଲେ ନାହିଁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା । ଭୁବନେଶ୍ୱର ଗଣଦୁଷ୍କର୍ମ ମାମଲାରେ ଆଜି ତାଙ୍କୁ ହାଜର ହେବାକୁ ମହିଳା କମିଶନ ଦ୍ୱିତୀୟ ଥର ପାଇଁ ସମନ୍ ପଠାଇଥିଲେ । ମାତ୍ର ଜାଗୀ ନିଜେ ନ ଆସି ଓଟିଭି ଲୋକସମ୍ପର୍କ ଅଧିକାରୀଙ୍କୁ ପଠାଇଥିଲେ । ତେବେ ପ୍ରତିନିଧି ଭାବେ ତାଙ୍କୁ କୌଣସି ଲିଖିତ ପତ୍ର ଦେଇ ନ ଥିବାରୁ କମିଶନ ଶୁଣାଣି କରିନାହାନ୍ତି । ଆସନ୍ତା ୫ ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

ମହିଳା କମିଶନଙ୍କ ପୂର୍ବ ସମନ୍ ଅନୁଯାୟୀ ଗତ ୨୧ ତାରିଖରେ ଜାଗୀ ହାଜର ହୋଇଥିଲେ ମଧ୍ୟ ଅନ୍ୟ କାମ ଦର୍ଶାଇ ଶୁଣାଣିରେ ରହି ନ ଥିଲେ । ତେଣୁ କମିଶନ ଦ୍ୱିତୀୟ ସମନ୍ ଟି ଡିସିପିଙ୍କ ଜରିଆରେ ପଠାଇଥିଲେ ।

ଇତିମଧ୍ୟରେ ଶ୍ରୀମତୀ ପଣ୍ଡା ତାଙ୍କ ବିରୋଧରେ ମହିଳା କମିଶନଙ୍କ ନିକଟରେ ବିଚାରାଧୀନ ମାମଲା ବନ୍ଦ କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ଗତକାଲି ହାଇକୋର୍ଟ ଏହାର ଶୁଣାଣି କରି ମହିଳା କମିଶନଙ୍କ ଉପରକୁ ନିଷ୍ପତ୍ତି ଛାଡ଼ିଛନ୍ତି ।

ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମୀନତୀ ବେହେରା କହିଛନ୍ତି, ଓଟିଭି ଏମଡି ତାଙ୍କର ପ୍ରତିନିଧି କରି ପଠାଇଥିବା ଲୋକଙ୍କୁ ଅଥରାଇଜଡ୍ ଲେଟର୍ ଦେବା କଥା । ମାତ୍ର ସେ ତାହା କରିନାହାନ୍ତି । କାହିଁକି ସେ ବ୍ୟକ୍ତିଗତ ଭାବେ ହାଜର ହୋଇପାରିବେନି ତାହା ଲିଖିତ ଭାବେ ଜଣାଇବା କଥା । ଏହା ହାଇକୋର୍ଟଙ୍କ ନିଦେ୍ର୍ଦଶରେ ଉଲ୍ଲେଖ ରହିଛି । ଶ୍ରୀମତୀ ପଣ୍ଡା ତାହା କରିନାହାନ୍ତି ।

ଓଟିଭି ଏମଡିଙ୍କ ଅସହଯୋଗ କାରଣରୁ ବାରମ୍ବାର ଶୁଣାଣି ଘୁଞ୍ଚୁଥିବାରୁ ପୀଡ଼ିତାଙ୍କ ଓକିଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜଣେ ପ୍ରତିଷ୍ଠାତା ମହିଳାଙ୍କ କ୍ଷେତ୍ରରୁ ଏଭଳି ଆଶା କରାଯାଏନି ବୋଲି କହିଛନ୍ତି ।

Previous Post

ହଠରାସ୍ ପୀଡ଼ିତାଙ୍କ ପରିବାରକୁ ଜିଲ୍ଲାପାଳଙ୍କ ଧମକ

Next Post

MI beat KXIP by 48 Runs

Next Post

MI beat KXIP by 48 Runs

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA