Saturday, April 18, 2026 11:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହଠରାସ୍ ପୀଡ଼ିତାଙ୍କ ପରିବାରକୁ ଜିଲ୍ଲାପାଳଙ୍କ ଧମକ

ରାହୁଲଙ୍କୁ ଛାଡ଼ିଲାନି ପୁଲିସ, ରାସ୍ତାରେ ଠେଲିଦେଲା

by Our Correspondent
01 Oct, 2020- 07:06 PM
in Latest News, National
1 min read
0
ହଠରାସ୍ ପୀଡ଼ିତାଙ୍କ ପରିବାରକୁ ଜିଲ୍ଲାପାଳଙ୍କ ଧମକ

ନୂଆଦିଲ୍ଲୀ: ନିଜ ମାଆ ଓ ଭାଇଙ୍କ ସହ ବିଲକୁ ଘାସ କାଟି ଯାଇଥିବା ୧୯ ବର୍ଷର ଝିଅକୁ ଘୋଷାଡ଼ି ଘୋଷାଡ଼ି ନେଇଗଲେ ଗାଁର ୪ ଯୁବକ । ଜଣଙ୍କ ପରେ ଜଣେ ଦୁଷ୍କର୍ମ କଲେ ଆଉ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କଲେ । ତଣ୍ଟି ଏମିତି ଚିପିଲେ ଯେ ଝିଅଟିର ଜିଭ ବାହାରି ଆସିଲା । ରାକ୍ଷସଙ୍କ ଗୋଇଠାମାଡରେ ମେରୁଦଣ୍ଡ ଓ ପଂଜରା ହାଡ଼ ଭାଙ୍ଗିଗଲା । ଡାକ୍ତରଖାନାରେ ଦୀର୍ଘ ୧୫ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କଲା ପରେ ଆଖି ବୁଜିଦେଲା ଏହି ନିରୀହ ଝିଅ ।

ଗତ ୧୪ ତାରିଖରେ ଉତ୍ତରପ୍ରଦେଶ ହଠରାସ ଗାଁରେ ଘଟିଥିବା ଏହି ଜଘନ୍ୟ କାଣ୍ଡ ସାରା ଦେଶକୁ ହୁଲସ୍ତୁଲ୍ କରୁଛି । ବହୁ ବିଳମ୍ବରେ ଘଟଣା ଲୋକଲୋଚନକୁ ଆସିବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ ଜଣିଆ ଏସଆଇଟି ଦ୍ୱାରା ତଦନ୍ତ କରାଉଛନ୍ତି । ତେବେ ଏହି ଘଟଣାକୁ ନେଇ ୟୁପିର ବିଜେପି ସରକାର କାଠଗଡ଼ାକୁ ଆସି ସାରିଛନ୍ତି । ଏହିକ୍ରମରେ ମାମଲାକୁ ଚପାଇଦେବାକୁ କିଭଳି ଉଦ୍ୟମ ହେଉଛି ତାହାର ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି ।

ହଠରାସ୍ ଜିଲ୍ଲାପାଳ ପ୍ରବୀଣ ଲସକର୍ ପୀଡ଼ିତାଙ୍କ ଘରକୁ ଯାଇ ସେମାନଙ୍କ ବୟାନ ବଦଳାଇବାକୁ ଧମକାଇଛନ୍ତି । ଯାହାର ଭିଡ଼ିଓ କ୍ଲିପ୍ କିଛି ଜାତୀୟ ଟିଭି ଚାନେଲ୍ ହାତରେ ଲାଗିଛି । ସେଥିରେ ଜିଲ୍ଲାପାଳ କହୁଛନ୍ତି, କିଛିଦିନ ପରେ ମିଡ଼ିଆ ଏଠୁ ଚାଲିଯିବ । ଆମେ କିନ୍ତୁ ତୁମ ସାଥୀରେ ସବୁବେଳେ ଅଛୁ । ତେଣୁ ତୁମେ ବୟାନ ବଦଳାଇବ କି ନାହିଁ ନିଷ୍ପତ୍ତି ନିଅ । ନଚେତ୍ ଅସୁବିଧାରେ ପଡ଼ିବ ।

ପୂର୍ବରୁ ପୀଡ଼ିତାଙ୍କ ପରିବାରକୁ ପୁଲିସ ଧମକାଇଥିବାର ଖବର ଆସିଥିଲା । ଏ ଘଟଣାରେ ଯାହା ହୋଇଛି ଭୁଲ୍ ହୋଇଛି ବୋଲି ମାନିଯିବାକୁ ଜନୈକ ପୁଲିସ ଉଚ୍ଚ ଅଧିକାରୀ ପରିବାରକୁ ଧମକେଇଥିଲେ । ଆଜି ଜିଲ୍ଲାପାଳଙ୍କ ଧମକ ପରେ ପରିବାର ଉପରେ ଚାପ ବଢ଼ୁଥିବା ସ୍ପଷ୍ଟ ହୋଇଛି । ଗତକାଲି ପୀଡ଼ିତାଙ୍କ ଭାଇ ଓ ଅନ୍ୟ ସମ୍ପର୍କୀୟ ଗଣମାଧ୍ୟମରେ ଏହା ସ୍ୱୀକାର କରିଥିଲେ । ସେମାନେ ଭୟ ଓ ଆତଙ୍କରେ ଅଛନ୍ତି । ଘରଛାଡ଼ି ଅନ୍ୟତ୍ର ଚାଲିଯିବାକୁ ଚିନ୍ତା କରୁଥିବା କହିଥିଲେ ।

ସେପଟେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଆଜି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ହଠରାସ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ ଦିଲ୍ଲୀ –ନୋଇଡା ରାସ୍ତାର ଗ୍ରେଟର୍ ନୋଇଡାଠାରେ ୟୁପି ପୁଲିସ ସେମାନଙ୍କୁ ଅଟକାଇଥିଲା । ହଠରାସ୍ ଯିବାକୁ କାହାରିକୁ ଅନୁମତି ନାହିଁ ବୋଲି ପୁଲିସ ଜଣାଇ ତାଙ୍କ ବାଟ ଜଗିବା ପରେ ରାହୁଲ କାହାରିକୁ ନ ନେଇ ଏକୁଟିଆ ଯିବେ ବୋଲି ଜଣାଇ ଅନୁମତି ଦେବାକୁ କହିଥିଲେ ।

ମାତ୍ର ପୁଲିସ ତାଙ୍କ କଥା ନ ଶୁଣିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ପୁଲିସ ରାହୁଲଙ୍କୁ ଠେଲିଦେବାରୁ ସେ ତଳେ ପଡ଼ିଯାଇଥିଲେ । ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଛନ୍ତି ପୁଲିସ ତାଙ୍କୁ ମଧ୍ୟ ଠେଲିବାକୁ ଉଦ୍ୟମ କରିଥିଲା । ତେବେ ପୁଲିସ ସେଠାରୁ ଉଭୟଙ୍କୁ ଅଟକ ରଖି ଏକ ଗେଷ୍ଟ ହାଉସ୍ ନେଇଯାଇଥିଲା । ଅପରାହ୍ନରେ ରାହୁଲ ଓ ପ୍ରିୟଙ୍କା ଦିଲ୍ଲୀ ଫେରି ଆସିଛନ୍ତି । ଆସନ୍ତାକାଲି ପୁଣି ସେମାନେ ଉଦ୍ୟମ କରିପାରନ୍ତି ବୋଲି ଖବର ମିଳିଛି ।

ରାହୁଲଙ୍କ ପ୍ରତି ପୁଲିସର ଏପରି ବ୍ୟବହାରକୁ ଏନସିପି ନେତା ଶରଦ ପାୱାର୍, ଆରଜେଡ଼ି ନେତା ତେଜସ୍ୱୀ ଯାଦବ ପ୍ରମୁଖ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।

ଓଡ଼ିଶାରେ ଯୁବ କଂଗ୍ରେସ ପକ୍ଷରୁ ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ ପ୍ରତିବାଦ ବିକ୍ଷୋଭ କରାଯାଇଥିଲା । ଯୁବ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ରାହୁଲ ଗାନ୍ଧୀଙ୍କ ପ୍ରତି ହୋଇଥିବା ବ୍ୟବହାରର ସେମାନେ ତୀବ୍ର ନିନ୍ଦା କରିବା ସହ ଆଗାମୀ ଦିନରେ ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀମାନଙ୍କୁ ପୂରାଇ ନ ଦେବାକୁ ଚେତାବନୀ ଦେଇଥିଲେ ।

ସୂଚନାଥାଉକି, ଦିଲ୍ଲୀର ନିର୍ଭୟା, ହାଇଦ୍ରାବାଦର ପ୍ରିୟଙ୍କା, ୟୁପିର ଉନ୍ନାଓ ଗଣଦୁଷ୍କର୍ମ ପରି ଏହି ଲୋମହର୍ଷଣକାରୀ ଘଟଣା ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସଭ୍ୟ ସମାଜରେ ଏଭଳି ବିଭତ୍ସ କାଣ୍ଡ ବାରମ୍ବାର ଘଟିବାକୁ କେହି ସହଜେ ଗ୍ରହଣ କରିପାରୁନାହାନ୍ତି ।

Previous Post

KKR beat RR by 37 Runs

Next Post

ଜାଗୀ ନିଜେ ଆସିଲେନି, କର୍ମଚାରୀଙ୍କୁ ପଠାଇଲେ

Next Post
ଜାଗୀ ନିଜେ ଆସିଲେନି, କର୍ମଚାରୀଙ୍କୁ ପଠାଇଲେ

ଜାଗୀ ନିଜେ ଆସିଲେନି, କର୍ମଚାରୀଙ୍କୁ ପଠାଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA