Wednesday, June 24, 2026 10:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବର୍ଷା ଛାଡ଼ିବେ ଅନୁଭବଙ୍କ ଘର

by Our Correspondent
02 Jun, 2022- 06:53 PM
in Latest News, News
1 min read
0
ବର୍ଷା ଛାଡ଼ିବେ ଅନୁଭବଙ୍କ ଘର

କଟକ: ଅନୁଭବ- ବର୍ଷା ବିବାଦରେ ଆଜି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ବର୍ଷା ତାଙ୍କ ଘର ଛାଡିବା ପାଇଁ ଅନୁଭବଙ୍କ ଆବେଦନ ସପକ୍ଷରେ ଏସଡିଜେଏମ୍ କୋର୍ଟ ରାୟ ଦେଇଛନ୍ତି । ବର୍ଷା ଘରଭଡ଼ା ଦେଇ ଅଲଗା ଜାଗାରେ ରହିବେ ଏବଂ ଖର୍ଚ୍ଚ ବାବଦକୁ ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କହିଛନ୍ତି, ଅନୁଭବଙ୍କ ପୈତୃକ ଘର ବର୍ଷା ଛାଡ଼ିବେ । ଆଉ ନିଜ ପାଇଁ ପସନ୍ଦର ଘର ଖୋଜିବେ । ଘରଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଅନୁଭବ ମାସକୁ ୩୦ ହଜାର ଟଙ୍କା ଦେବେ । ପ୍ରତି ମାସ ୧୦ ତାରିଖ ଭିତରେ ଅନୁଭବ ଏହି ଟଙ୍କା ଦେବେ । ପ୍ରଥମ ମାସ ଟଙ୍କା ପାଇବାର ୨ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ । ନିଜ ପାଇଁ ବର୍ଷା ଘର ଖୋଜିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି । ଅନୁଭବ ବିବାହ ବିଚ୍ଛେଦ ପିଟିସନ୍ ଦେଇଥିଲା ବେଳେ ବର୍ଷା ଏହାକୁ ବିରୋଧ କରୁଛନ୍ତି । ଦୁଇବର୍ଷ ହେଲା ଦୁହିଁଙ୍କ ସମ୍ପର୍କରେ ସାଂଘାତିକ ତିକ୍ତତା ଦେଖାଦେଇଛି ଏବଂ ଅନୁଭବଙ୍କ ପରିବାର ବିରୋଧରେ ବର୍ଷା ଘରୋଇ ହିଂସା ଅଭିଯୋଗ ବି ଆଣିଛନ୍ତି । ଏତେସବୁ ପରେ ବି ବୋହୁର ଅଧିକାରକୁ ଛାଡ଼ିନାହାନ୍ତି ବର୍ଷା । ଅନୁଭବଙ୍କ ଘରେ ,ରହୁଛନ୍ତି । ଅନ୍ୟପକ୍ଷରେ ଘରେ ଅଶାନ୍ତି ଏବଂ ପୁଲିସ ମାମଲାରୁ ଦୂରରେ ରହିବା ପାଇଁ ଅନୁଭବଙ୍କ ପରିବାର ନିଜ ଘର ଛାଡ଼ି ବର୍ଷାଧିକ କାଳ ଅନ୍ୟତ୍ର ଭଡାରେ ରହୁଛନ୍ତି ।

ତେବେ ଗୁରୁତର ଅସୁସ୍ଥ ତାଙ୍କ ବାପା, ମା’ଙ୍କୁ ସେମାନଙ୍କ ଘରେ ରହିବାର ସୁଯୋଗ ଦେବା ଏବଂ ବର୍ଷାଙ୍କୁ ସେହି ଘର ଛଡ଼ାଇବା ପାଇଁ ଅନୁଭବ ଇତିମଧ୍ୟରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ତାଙ୍କ ଆବେଦନର ବିଚାର କରିବା ପରେ ଆଜି ରାୟ ଶୁଣାଇଥିଲେ ।

Previous Post

ପଞ୍ଚାୟତ ପ୍ରତିନିଧିଙ୍କୁ ଦିଗଦର୍ଶନ ଦେଲେ ନବୀନ

Next Post

ସାରଳା ମନ୍ଦିର ପାଇଁ ୪୨ କୋଟି

Next Post
ସାରଳା ମନ୍ଦିର ପାଇଁ ୪୨ କୋଟି

ସାରଳା ମନ୍ଦିର ପାଇଁ ୪୨ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA