Monday, January 19, 2026 01:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପଦ୍ମ ଧରିଲେ ‘ଭଗ୍ନହୃଦୟୀ’ ଭର୍ତ୍ତୃହରି

ସିଦ୍ଧାନ୍ତ, ଦମୟନ୍ତୀ ବେସ୍ରା ବି ବିଜେପିରେ

by Our Correspondent
28 Mar, 2024- 06:05 PM
in Latest News, News, Politics
1 min read
0
ପଦ୍ମ ଧରିଲେ ‘ଭଗ୍ନହୃଦୟୀ’ ଭର୍ତ୍ତୃହରି

ନୂଆଦିଲ୍ଲୀ/ଭୁବନେଶ୍ୱର: ଭଗ୍ନହୃଦୟରେ ବିଜେଡି ଛାଡ଼ିଥିବା ସାଂସଦ ଭର୍ତ୍ତୃହରି ମହତାବ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ବହୁ ଆଗରୁ ବିଜେପି ସହ ହୃଦୟ ଯୋଡ଼ି ସାରିଥିବା ଏହି ୬ ଥରିଆ ସାଂସଦ ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ । ଲୋକସମ୍ପର୍କ ଓ ଲୋକପ୍ରିୟତାର ମାପକାଠିରେ ବହୁତ ତଳେ ଥିବା ଭର୍ତ୍ତୃହରି ଏଥର ମଧ୍ୟ କାକୁତିମିନତୀରେ ଟିକେଟ୍ ପାଇଯିବେ ବୋଲି ଆଶା ରଖିଥିଲେ । ମାତ୍ର ତାହା ସମ୍ଭବ ନୁହେଁ ବୋଲି ନିଶ୍ଚିତ ହେବା ପରେ ବିଜେଡି ଛାଡ଼ି ଆଜି ବିଜେପିରେ ଯୋଗଦେଇଛନ୍ତି । ତାଙ୍କ ମନ, ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ଲଢ଼ିବେ ।

ସେହିଭଳି ଓଡ଼ିଆ ଫିଲ୍ମ ଷ୍ଟାର୍ ରୁ ରାଜନେତା ବନିଥିବା ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । ୨୦୦୯ ଏବଂ ୨୦୧୪ ରେ ସେ ଲଗାତର ଦୁଇଥର ବିଜେଡି ଟିକେଟରେ ବ୍ରହ୍ମପୁର ଲୋକସଭା ଆସନରୁ ଜିତିଥିଲେ । ତେବେ ଗତଥର ତାଙ୍କୁ ଟିକେଟ୍ ନ ମିଳିବାରୁ ରାଜନୀତିରେ ତାଙ୍କ ସକ୍ରିୟତା ରହିଲାନି । ଏଥର ନିର୍ବାଚନର କିଛି ଦିନ ଆଗରୁ ସେ ପୁନର୍ବାର ଟିକେଟ୍ ମୋହରେ ପଡ଼ିଥିଲେ ମଧ୍ୟ ଉପରୁ ତା’ର ବାତ୍ସ୍ନା ପାଇଲେନି । ସୁତରାଂ ବିଜେଡି ପ୍ରତି ତାଙ୍କର ମୋହ ଭଙ୍ଗ ହେଲା ଏବଂ ବିଜେପି ପ୍ରତି ଆକର୍ଷଣ ବଢ଼ିଗଲା । ତେବେ ବିଜେପିର ବ୍ରହ୍ମପୁର ଆସନ ଟିକେଟ ପ୍ରଦୀପ ପାଣିଗ୍ରାହୀ ନେଇସାରିଥିବାରୁ ସେ କେଉଁଠି ଆଡଜଷ୍ଟ ହେବେ ଜଣାପଡ଼ିନାହିଁ ।

ଏହି ଦୁଇ ନେତାଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା । ସେ ହେଉଛନ୍ତି ସାନ୍ତାଳୀ ଭାଷାର ଲେଖକ, ସାହିତ୍ୟିକା ତଥା ସମାଜସେବୀ ।

ଆଜି ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡ଼େ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭର୍ତ୍ତୃହରି, ସିଦ୍ଧାନ୍ତ ଏବଂ ଦମୟନ୍ତୀ ବିଜେପିରେ ମିଶିଛନ୍ତି ।

Previous Post

ଲୋକସଭା ପ୍ରାର୍ଥୀତ୍ୱକୁ ନେଇ ଅଂଶୁମାନ ଖପ୍ପା!

Next Post

ବିଜେଡିରେ ସୁରେନ୍ଦ୍ର ସିଂ ଭୋଇ

Next Post
ବିଜେଡିରେ ସୁରେନ୍ଦ୍ର ସିଂ ଭୋଇ

ବିଜେଡିରେ ସୁରେନ୍ଦ୍ର ସିଂ ଭୋଇ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19147 shares
    Share 7659 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA