Saturday, June 27, 2026 05:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତିନୋଟି ପର୍ଯ୍ୟାୟରେ ବିହାର ନିର୍ବାଚନ

by Our Correspondent
25 Sep, 2020- 01:43 PM
in Politics
1 min read
0
ତିନୋଟି ପର୍ଯ୍ୟାୟରେ ବିହାର ନିର୍ବାଚନ

– ଅକ୍ଟୋବର ୨୮, ନଭେମ୍ବର ୩, ନଭେମ୍ବର ୭ରେ ଭୋଟ
– ନଭେମ୍ବର ୧୦ ରେ ଭୋଟଗଣତି

ନୂଆଦିଲ୍ଲୀ: ବିହାର ନିର୍ବାଚନ ତାରିଖ ଆଜି ଘୋଷଣା ହୋଇଛି । ଅକ୍ଟୋବର ୨୮ ରୁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ । ନଭେମ୍ବର ୧୦ ରେ ଭୋଟଗଣତି ହେବ । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍ ଆରୋରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ।

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୨୮ ରେ ପ୍ରଥମ ପର୍ଯ୍ୟାୟ, ନଭେମ୍ବର ୩ ରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ନଭେମ୍ବର ୭ ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ତାରିଖ ଧାର୍ଯ୍ୟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୬ ଜିଲ୍ଲାର ୭୧ ବିଧାନସଭା ଆସନ, ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ବିଧାନସଭା ଆସନ ଏବଂ ତୃତୀୟ ପର୍ଯ୍ୟାୟରେ ୧୫ ଜିଲ୍ଲାର ୭୮ ବିଧାନସଭା ଆସନରେ ଭୋଟ ହେବ ।

କୋଭିଡ୍ ମହାମାରୀ ବେଳେ ପ୍ରଥମ ଥର ପାଇଁ ଦେଶରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଏଥର ଅନଲାଇନ୍ ରେ ପ୍ରାର୍ଥୀପତ୍ର ଦାଖଲ ହେବ । ଜନସାଧାରଣଙ୍କ ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିର୍ବାଚନ ପର୍ଯ୍ୟାୟ ହ୍ରାସ୍ କରାଯାଇଥିଲା ବେଳେ ଭୋଟ ସମୟକୁ ମଧ୍ୟ ପରିବର୍ତ୍ତନ କରଯାଇଛି । ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

ବଡ଼କଥା ହେଉଛି, କୋଭିଡ୍ ସଂକ୍ରମିତମାନଙ୍କୁ ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ ଅନୁମତି ମିଳିବ । ଉଭୟ ଭୋଟ ପ୍ରଚାର ଓ ମତଦାନ ବେଳେ କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି ପାଳନ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଆରୋରା କହିଛନ୍ତି ।

ବିହାର ନିର୍ବାଚନ ତାରିଖ ଘୋଷଣା ସହ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଜେଡ଼ିୟୁ ଏବଂ ବିଜେପି ମେଣ୍ଟ ସରକାର ଚାଲିଛି । ବିଧାନସଭାରେ ଆରଜେଡ଼ି ଆସନ ସଂଖ୍ୟା ୮୦ ଥିଲା ବେଳେ ଜେଡିୟୁ ୭୧, ବିଜେପି ୫୩, କଂଗ୍ରେସ ୨୭, ଏଲଜେପି ୨୭ ଏବଂ ଅନ୍ୟାନ୍ୟ ଦଳର ଆସନ ସଂଖ୍ୟା ରହିଛି ୧୦ ।

Previous Post

Kings XI Punjab beat RCB by 97 Runs

Next Post

କିମ୍ବଦନ୍ତୀ ଗାୟକ ଏସ.ପି.ବାଲସୁବ୍ରମଣ୍ୟମ୍ ଆଉ ନାହାନ୍ତି

Next Post
କିମ୍ବଦନ୍ତୀ ଗାୟକ ଏସ.ପି.ବାଲସୁବ୍ରମଣ୍ୟମ୍ ଆଉ ନାହାନ୍ତି

କିମ୍ବଦନ୍ତୀ ଗାୟକ ଏସ.ପି.ବାଲସୁବ୍ରମଣ୍ୟମ୍ ଆଉ ନାହାନ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA