Sunday, June 21, 2026 06:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସମୀର-ତୁଷାର ଆଉଟ୍, ଅରୁଣ ଇନ୍

ବିଜେଡିର ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକ

by Our Correspondent
06 Oct, 2022- 03:48 PM
in Latest News, News, Politics
1 min read
0
ସମୀର-ତୁଷାର ଆଉଟ୍, ଅରୁଣ ଇନ୍

ଭୁବନେଶ୍ୱର: ବିଜେଡିର ନୂତନ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ ପାଇଛି । ପୂର୍ବରୁ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଚନ୍ଦ୍ରସାରଥୀ ବେହେରା, କଟକ ମେୟର ସୁବାସ ସିଂହ ଏବଂ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନୂଆ ତାଲିକାରୁ ବାଦ୍ ପଡ଼ିଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ରୋହିତ ପୂଜାରୀଙ୍କୁ ନୂଆ କରି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । ସେହିଭଳି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ. ଅରୁଣ ସାହୁଙ୍କ ପାଖକୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଫେରିଆସିଛି । ସୁଶାନ୍ତ ସିଂହ, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ଦୁଇଟି ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।

କେଉଁ ଜିଲ୍ଲାର କିଏ ପର୍ଯ୍ୟବେକ୍ଷକ

ପ୍ରଶାନ୍ତ କୁମାର ମୁଦୁଲି- ଅନୁଗୁଳ
ପ୍ରତାପ କେଶରୀ ଦେବ- ବାଲେଶ୍ୱର
ସୁଧୀର କୁମାର ସାମଲ- ବରଗଡ଼
ପ୍ରଣବ କୁମାର ବଳବନ୍ତରାୟ- ଭଦ୍ରକ
ସୁଶାନ୍ତ ସିଂହ- ବଲାଙ୍ଗୀର/ ଦେବଗଡ଼
ଶ୍ରୀମତୀ ଉଷା ଦେବୀ- କଟକ
ଶ୍ରୀମତୀ ପ୍ରମିଳା ମଲ୍ଲିକ- ଢ଼େଙ୍କାନାଳ/ ଖୋର୍ଦ୍ଧା
ଅତନୁ ସବ୍ୟସାଚୀ ନାୟକ- ଗଜପତି/ରାୟଗଡ଼ା
ଡ. ଅରୁଣ କୁମାର ସାହୁ- ଜଗତସିଂହପୁର
ବିଜୟ ନାୟକ- କନ୍ଧମାଳ
ପ୍ରଫୁଲ୍ଲ କୁମାର ମଲ୍ଲିକ- କେନ୍ଦ୍ରାପଡ଼ା
ପ୍ରଣବ ପ୍ରକାଶ ଦାସ- କେନ୍ଦୁଝର/ମୟୁରଭଞ୍ଜ
ଦିବ୍ୟଶଙ୍କର ମିଶ୍ର- କୋରାପୁଟ/ ମାଲକାନଗିରି
ଈଶ୍ୱର ପାଣିଗ୍ରାହୀ- ନବରଙ୍ଗପୁର
ପଦ୍ମନାଭ ବେହେରା- ନୟାଗଡ଼
ଶ୍ରୀମତୀ ଟୁକୁନି ସାହୁ- ନୂଆପଡ଼ା
ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ପୁରୀ
ନଳିନୀକାନ୍ତ ପ୍ରଧାନ- ସମ୍ବଲପୁର
ପ୍ରୀତିରଞ୍ଜନ ଘଡ଼ାଇ- ସୁନ୍ଦରଗଡ଼
ନବକିଶୋର ଦାସ- କଳାହାଣ୍ଡି
ପ୍ରଦୀପ କୁମାର ଅମାତ୍- ଗଞ୍ଜାମ
ସୌଭାଗ୍ୟ ନାୟକ- ବୌଦ୍ଧ
ଅଶୋକ ଚନ୍ଦ୍ର ପଣ୍ଡା- ଯାଜପୁର
ସାରଦା ପ୍ରସାଦ ନାୟକ- ଝାରସୁଗୁଡ଼ା
ରୋହିତ ପୂଜାରୀ- ସୁବର୍ଣ୍ଣପୁର

Previous Post

ଜିତେନ୍ଦ୍ରଙ୍କୁ ମରଣ ମୁଁହରୁ ଉଦ୍ଧାର କଲା ଓଡିଶା ମୋ ପରିବାର

Next Post

ଆହୁରି ବ୍ୟାପକ ହେବ ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମ

Next Post
ଆହୁରି ବ୍ୟାପକ ହେବ ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମ

ଆହୁରି ବ୍ୟାପକ ହେବ 'ଓଡିଶା ମୋ ପରିବାର' କାର୍ଯ୍ୟକ୍ରମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA