ଭୁବନେଶ୍ୱର: ବିଜେଡିର ନିର୍ବାଚନ ଇସ୍ତାହାର କମିଠି ଗଠିତ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ଗଠନ କରିଛନ୍ତି । ବରିଷ୍ଠ ନେତା ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ହୋଇଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ଆବାହକ ଏବଂ ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ରଙ୍କୁ ସହ ଆବାହକ ନିଯୁକ୍ତ କରାଯାଇଛି । ଏହି କମିଟିରେ ୬ ଜଣ ସହ ଅଧ୍ୟକ୍ଷ ଏବଂ ୨୯ ଜଣ ସଦସ୍ୟ ଅଛନ୍ତି ।
ଅଧ୍ୟକ୍ଷ: ଚନ୍ଦ୍ରଶେଖର ସାହୁ
ସହ-ଅଧ୍ୟକ୍ଷ: ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡିଂ, ମଙ୍ଗଳା କିଷାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର
ଆବାହକ: ଡ. ଅମର ପଟ୍ଟନାୟକ
ସହ-ଆବାହକ: ଡ. ସସ୍ମିତ୍ ପାତ୍ର
ସଦସ୍ୟ(ଆବାସିକ ଓଡ଼ିଶା ବିଶେଷଜ୍ଞ): ଡ. ସୁକାନ୍ତ କୁମାର ମହାପାତ୍ର, ସୋପନେନ୍ଦୁ ମହାନ୍ତି, ଅମୀୟ ମିଶ୍ର
ସଦସ୍ୟ: ଅତନୁ ସବ୍ୟସାଚୀ ନାୟକ, ଡ. ଅଚ୍ୟୁତ ସାମନ୍ତ, ଡ. ଅରୁଣ କୁମାର ସାହୁ, ସଂତୃପ୍ତ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର, ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଚିରଞ୍ଜୀବ ବିଶ୍ୱାଳ, ସୁବାସ ସିଂହ, ବ୍ୟୋମକେଶ ରାୟ, ଦେବୀ ରଂଜନ ତ୍ରିପାଠୀ, ରମେଶ ଚନ୍ଦ୍ର ମାଝୀ, ଦିଲ୍ଲୀପ ତିର୍କୀ, ରବି ନାରାୟଣ ନନ୍ଦ, ଅମରେଶ ପତ୍ରୀ, ଶେଖ୍ ନିଜାମୁଦ୍ଦିନ୍, ତନ୍ମୟ ସ୍ୱାଇଁ, ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଶ୍ରୀମତୀ ବିଷ୍ଣୁପ୍ରିୟା ଦାସ, ସଞ୍ଜିତ୍ ମହାନ୍ତି, ଶ୍ରୀମତୀ ପଙ୍କଜିନୀ ମଙ୍ଗରାଜ, ଶ୍ରୀମତୀ ମାମିନା ନାୟକ, କିଶୋର ଦେବତା ।