Friday, May 8, 2026 08:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦଳ ସାଥୀରେ ଅଛି: ସୁବାସିନୀ

by Our Correspondent
12 Mar, 2026- 11:50 PM
in Latest News, News, Politics
1 min read
0
ଦଳ ସାଥୀରେ ଅଛି: ସୁବାସିନୀ

ଭୁବନେଶ୍ୱର: ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡିରୁ ଇସ୍ତଫା ଦେଲା ପରେ ତାଙ୍କର ବିଧାୟିକା ପତ୍ନୀ ସୁବାସିନୀ ଜେନାଙ୍କ ରାଜ୍ୟସଭା ଭୋଟ ଉପରକୁ ସମସ୍ତଙ୍କ ନଜର ଚାଲିଯାଇଛି । ସ୍ୱାମୀଙ୍କ ପକ୍ଷ ନେଇ ସେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ଚର୍ଚ୍ଚା ହେଉଥିଲା ବେଳେ ଆଜି ଏହାକୁ ସେ ଖଣ୍ଡନ କରିଛନ୍ତି । ସେ ସଫା ସଫା କହିଛନ୍ତି ଯେ ନବୀନ ବାବୁ ମୋର ନେତା । ମୁଁ ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ । ଦଳୀୟ ଶୃଙ୍ଖଳାରେ ବନ୍ଧା । ଦଳ ନିଷ୍ପତ୍ତି ସାଥୀରେ ଅଛି । ଦଳ ମୋତେ ଯାହା ନିର୍ଦ୍ଦେଶ ଦେବ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବି ।

ଆପଣ କାହାକୁ ଭୋଟ ଦେବେ ବୋଲି ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାରୁ ଶ୍ରୀମତୀ ଜେନା ସମାନ କଥା କହିଥିଲେ । ମୋତେ ବାରମ୍ବାର ଭୋଟ କଥା କାହିଁକି ପଚାରୁଛନ୍ତି । ରାଜ୍ୟସଭା ନିର୍ବାଚନ ଏମିତି ଗୋଟେ ପ୍ରକ୍ରିୟା, ବାଲେଟ୍ ପେପର୍ ଦେଖାଇବାକୁ ପଡ଼ିବ । ମୁଁ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳର ନେତା ଯାହା ନିଦେ୍ର୍ଦଶ ଦେବେ ସେହି କାମ କରିବି । ମୁଁ କାହାକୁ ଭୋଟ ଦେବି ଏବେଠୁ କାହିଁକି କହିବି? ଏକଥା ବାରମ୍ବାର କାହିଁକି ପଚାରୁଛନ୍ତି? ସ୍ୱାମୀଙ୍କ ବିଷୟରେ ସାମ୍ବାଦିକମାନେ ପଚାରିବାରୁ ସେ କହିଥିଲେ, ରବି ଜେନା ବିଜେପିକୁ କାହିଁକି ଗଲେ ରବି ଜେନାଙ୍କୁ ପଚାରିବେ । ଆମେ ସ୍ୱାଧୀନ ଦେଶର ନାଗରିକ । ସମସ୍ତଙ୍କର ସ୍ୱତନ୍ତ୍ର ମତ ରହିଛି । ମୁଁ ବିଜେଡିରେ ଅଛି । ଦଳୀୟ ଶୃଙ୍ଖଳାରେ ବାନ୍ଧି ହୋଇ ଅଛି । ତାଙ୍କୁ ସଂତୃପ୍ତ ମିଶ୍ର ଭେଟ ହୋଇ ଭୋଟ ମାଗିଛନ୍ତି । ଦତ୍ତେଶ୍ୱର ହୋତା ଫୋନ୍ ରେ କଥା ହୋଇଛନ୍ତି । ମାତ୍ର ଦିଲ୍ଲୀପ ରାୟ ତାଙ୍କ ସହ ଯୋଗାଯୋଗ କରିନାହାନ୍ତି ବୋଲି ଶ୍ରୀମତୀ ଜେନା କହିଛନ୍ତି । ସଂଧ୍ୟାରେ ଶ୍ରୀମତୀ ଜେନା ନବୀନ ନିବାସ ଆସି ସଭାପତିଙ୍କୁ ଭେଟିଛନ୍ତି । ଆଲୋଚନା ବେଳେ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ ।

Previous Post

ରୋଚକ ସ୍ଥିତିରେ ରାଜ୍ୟସଭା ନିର୍ବାଚନ

Next Post

ଭୁବନେଶ୍ୱରରେ ବାୱାନକୁଲେ

Next Post
ଭୁବନେଶ୍ୱରରେ ବାୱାନକୁଲେ

ଭୁବନେଶ୍ୱରରେ ବାୱାନକୁଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA