Saturday, April 18, 2026 10:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବକେୟା କେନ୍ଦ୍ରୀୟ ଯୋଜନା ଅର୍ଥ ମାଗିଲେ

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡ଼ି ସାଂସଦ ପ୍ରତିନିଧି ଦଳ

by Our Correspondent
25 Mar, 2021- 06:58 PM
in Latest News, News
1 min read
0
ବକେୟା କେନ୍ଦ୍ରୀୟ ଯୋଜନା ଅର୍ଥ ମାଗିଲେ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୫ ଦିନ ବାକି ଥିବା ବେଳେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶାକୁ ପ୍ରାପ୍ୟ ଅର୍ଥ ମିଳିନାହିଁ । କୃଷି ଓ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚାଲୁ ରହିଥିବା କେନ୍ଦ୍ରୀୟ ଯୋଜନା ଅର୍ଥରୁ ଅଧା ବି ମିଳିନାହିଁ । ବକେୟା ଅନୁଦାନ ତୁରନ୍ତ ଦେବା ପାଇଁ ଆଜି ବିଜେଡ଼ି ସାଂସଦ ପ୍ରତିନିଧି ଦଳ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ପରଷୋତ୍ତମ ରୁପାଲା ଏବଂ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ଙ୍କୁ ପୃଥକ୍ ଭେଟି ଦାବିପତ୍ର ଦେଇଛନ୍ତି ।

ଦାବିପତ୍ର ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅଧୀନସ୍ଥ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ୮୭୪.୧୩ କୋଟି ଟଙ୍କାର ଅନୁଦାନ ମିଳିବାକୁ ଥିଲା । ତେବେ ଏ ପର୍ଯ୍ୟନ୍ତ ଅଧା ଟଙ୍କା ବି ମିଳିନାହିଁ । ସମୁଦାୟ ୧୦ଟି ଯୋଜନା ପାଇଁ ମିଳିଛି ମାତ୍ର ୩୦୬.୦୭ କୋଟି ଟଙ୍କା । ଓଡ଼ିଶାକୁ ପୁଣି ପାଇବାର ଅଛି ୫୬୮.୦୬ କୋଟି ଟଙ୍କା ।

ସେହିଭଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟକାରୀ ହେଉଛି ୩ଟି କେନ୍ଦ୍ରୀୟ ଯୋଜନା । ମଧ୍ୟାହ୍ନ ଭୋଜନ ବାବଦ କେନ୍ଦ୍ରୀୟ କୋଟାରୁ ଓଡ଼ିଶା ଅଧିକ ୫୮.୬୪ କୋଟି ଟଙ୍କା ପାଇଥିଲେ ମଧ୍ୟ “ସମଗ୍ର ଶିକ୍ଷା’ ଯୋଜନାରେ ୧୮୯୩.୯୫ କୋଟିରୁ ମିଳିଛି ୧୨୪୬.୪୧ କୋଟି । ସାମଗ୍ରିକ ଭାବେ ଏହି ବିଭାଗ ଅଧୀନସ୍ଥ ଯୋଜନା ବାବଦରେ ଓଡ଼ିଶା ୨୩୮୫.୯୫ କୋଟି ପାଇବାକୁ ଥିବା ବେଳେ ମିଳିଛି ୧୭୮୭.୮୯ କୋଟି । ଅର୍ଥାତ ୫୯୮.୦୬ କୋଟି ଟଙ୍କା ପାଇବାକୁ ଅଛି ।

ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟକାରୀ ହେଉଥିବା ରୁସା ଯୋଜନାରେ କେନ୍ଦ୍ରୀୟ ଭାଗ ୧୩୫ କୋଟିରୁ ଏ ପର୍ଯ୍ୟନ୍ତ ମିଳିଛି ମାତ୍ର ୫.୦୪ କୋଟି । ଓଡ଼ିଶାକୁ ପୁଣି ମିଳିବାର ଅଛି ୧୨୯.୯୬ କୋଟି ଟଙ୍କା ।
ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ବସିଥିବା ବେଳେ ବକେୟା ଅନୁଦାନ ଅର୍ଥକୁ ଅବିଳମ୍ବେ ଦେବା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।

Previous Post

କରୋନା ଡିଆଁ: ଦିନକରେ ରାଜ୍ୟରୁ ୨୧୪, ଦେଶରୁ ୫୩ ହଜାର ଆକ୍ରାନ୍ତ

Next Post

ପିପିଲିରୁ ଆଶ୍ରିତ ପଟ୍ଟନାୟକ ବିଜେପି ପ୍ରାର୍ଥୀ

Next Post
ପିପିଲିରୁ ଆଶ୍ରିତ ପଟ୍ଟନାୟକ ବିଜେପି ପ୍ରାର୍ଥୀ

ପିପିଲିରୁ ଆଶ୍ରିତ ପଟ୍ଟନାୟକ ବିଜେପି ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA