Sunday, April 19, 2026 12:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପିପିଲିରୁ ଆଶ୍ରିତ ପଟ୍ଟନାୟକ ବିଜେପି ପ୍ରାର୍ଥୀ

by Our Correspondent
25 Mar, 2021- 10:43 PM
in Latest News, News
1 min read
0
ପିପିଲିରୁ ଆଶ୍ରିତ ପଟ୍ଟନାୟକ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଜେପି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି । ଗତଥର ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି । ଆଶ୍ରିତଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳରେ କୌଣସି ବିବାଦ ନ ଥିଲା । ପ୍ରଥମରୁ ହିଁ ତାଙ୍କ ପ୍ରାର୍ଥୀତ୍ୱ ସ୍ପଷ୍ଟ ହୋଇସାରିଥିଲା । ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଆଜି ଆଶ୍ରିତଙ୍କ ନାଁ ଘୋଷଣା କରିଛନ୍ତି ।

ବିଜେଡ଼ି ଗଡ଼ ଭାବେ ପରିଚିତ ପିପିଲିରୁ ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବିଜେଡ଼ିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ସହ ଲଢ଼ି ମାତ୍ର ୧୫ ହଜାର ୭୮୭ ଭୋଟ ବ୍ୟବଧାନରେ ହାରିଥିଲେ । ମହାରଥୀ ୮୮,୫୧୮ ଭୋଟ ପାଇଥିଲା ବେଳେ ଆଶ୍ରିତ ପାଇଥିଲେ ୭୨,୭୩୧ ଭୋଟ । କଂଗ୍ରେସର ଅଜିତ ମଙ୍ଗରାଜ ମାତ୍ର ୯,୮୩୦ ଖଣ୍ଡ ଭୋଟ ପାଇଥିଲେ ।
ଆଜି ପ୍ରାର୍ଥୀତ୍ୱ ଘୋଷଣା ପରେ ଆଶ୍ରିତ ନିଜର ବିଜୟ ନେଇ ଦୃଢ଼ତା ଦେଖାଇଛନ୍ତି । ପିପିଲିରେ ଏଥର ଇତିହାସ ସୃଷ୍ଟି ହେବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ସେପଟେ ବିଜେଡ଼ି ପକ୍ଷରୁ ଆସନ୍ତାକାଲି ପ୍ରାର୍ଥୀ ଘୋଷଣା ହେବାର ସମ୍ଭାବନା ଅଛି । ଟିକେଟ ଦୌଡ଼ରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ଏବଂ ପୁଅ ରୁଦ୍ର ଅଛନ୍ତି । ମାଆ-ପୁଅଙ୍କ ମଧ୍ୟରୁ ଜଣଙ୍କୁ ଟିକେଟ ମିଳିବ ବୋଲି କୁହାଯାଉଥିଲା ବେଳେ ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ମାଆ-ପୁଅ କଳିରୁ ତୃତୀୟ ବ୍ୟକ୍ତିଙ୍କୁ ଯେ ଫାଇଦା ନ ମିଳିବ ତାହା ବି କହିହେବ ନାହିଁ । ନିକଟରେ ବାଲେଶ୍ୱର ଉପନିର୍ବାଚନ ପ୍ରାର୍ଥୀ ଚୟନ ବେଳେ ନବୀନଙ୍କ ନିଷ୍ପତ୍ତି ପରିପ୍ରେକ୍ଷୀରେ ପିପିଲି ସମସ୍ତଙ୍କ ଉକ୍ରଣ୍ଠା ବଢ଼ାଇଛି ।

କଂଗ୍ରେସର ପ୍ରାର୍ଥୀତ୍ୱ ବି ଝୁଲି ରହିଛି । ପିସିସି ପକ୍ଷରୁ ୩ ଜଣଙ୍କ ନାଁ ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି । ସେମାନେ ହେଲେ ଅଜିତ୍ ମଙ୍ଗରାଜ, ନିଶିକାନ୍ତ ମିଶ୍ର ଏବଂ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ଏହି ୩ ଜଣଙ୍କ ମଧ୍ୟରୁ ନିଶିକାନ୍ତଙ୍କ ନାଁକୁ ନେଇ ବେଶୀ ଚର୍ଚ୍ଚା ହେଉଛି । ତେବେ ଦିନେ ଦୁଇଦିନ ମଧ୍ୟରେ ଦିଲ୍ଲୀରୁ ଚୂଡ଼ାନ୍ତ ନାଁ ଘୋଷଣା ହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ମାର୍ଚ୍ଚ ୩୦ ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । ୩୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଏପ୍ରିଲ୍ ୧୭ ତାରିଖରେ ଭୋଟ ହୋଇ ମେ ୨ ତାରିଖରେ ଗଣତି ହେବ ।

Previous Post

ବକେୟା କେନ୍ଦ୍ରୀୟ ଯୋଜନା ଅର୍ଥ ମାଗିଲେ

Next Post

ରୁଦ୍ର ମହାରଥୀ ପିପିଲି ବିଜେଡ଼ି ପ୍ରାର୍ଥୀ

Next Post
ରୁଦ୍ର ମହାରଥୀ ପିପିଲି ବିଜେଡ଼ି ପ୍ରାର୍ଥୀ

ରୁଦ୍ର ମହାରଥୀ ପିପିଲି ବିଜେଡ଼ି ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA