Wednesday, April 22, 2026 04:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କେନ୍ଦ୍ରକୁ ବକେୟା ଅର୍ଥ ମାଗିଲେ ବିଜେଡି ସାଂସଦ

by Our Correspondent
19 Dec, 2022- 07:18 PM
in Latest News, News
1 min read
0
କେନ୍ଦ୍ରକୁ ବକେୟା ଅର୍ଥ ମାଗିଲେ ବିଜେଡି ସାଂସଦ
ଭୁବନେଶ୍ୱର: କେନ୍ଦ୍ରଠାରୁ ଓଡ଼ିଶାର ହକ୍ ପ୍ରାପ୍ୟ ମାଗିଛନ୍ତି ବିଜେଡି ସାଂସଦ ଦଳ । ଫୁଡ୍ ସବସିଡି ବାବଦରେ କେନ୍ଦ୍ର ଉପରେ ବକେୟା ଅର୍ଥ ୧୪,୨୯୨.୫୧ କୋଟି ଟଙ୍କା ଏବଂ ଅତିରିକ୍ତ ସୁଧ ବାବଦରେ ୬,୧୮୭ କୋଟି ଟଙ୍କା ଶୀଘ୍ର ଦେଇ ଦେବାକୁ ସେମାନେ ଦାବି କରିଛନ୍ତି । କେନ୍ଦ୍ର ଖାଦ୍ୟ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଭେଟି ଆଲୋଚନା କରିବା ସହ ଏକ ସ୍ମାରକପତ୍ର ଦେଇଛନ୍ତି ।
ସ୍ମାରକପତ୍ରରେ କୁହାଯାଇଛି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ଶସ୍ୟ ଉତ୍ପାଦନରେ ରେକର୍ଡ ସୃଷ୍ଟି କରିଛନ୍ତି । ଦେଶରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇବାରେ ଓଡ଼ିଶା ତୃତୀୟ ବୃହତ୍ତମ ରାଜ୍ୟ । ଏହି ପ୍ରକ୍ରିୟାରେ ଚାଷୀଙ୍କଠାରୁ ଚାଉଳ ସଂଗ୍ରହ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ଚାଷୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାର ଖାଦ୍ୟଶସ୍ୟ ସଂଗ୍ରହ ଦାୟିତ୍ୱ ନେଇଛନ୍ତି । ଏଥିପାଇଁ ଉଭୟଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ଏହିକ୍ରମରେ ଭାରତ ସରକାରଙ୍କ ଉପରେ ଓଡ଼ିଶା ସରକାରଙ୍କ ଫୁଡ୍ ସବସିଡି ବାବଦ ବକେୟା ଅର୍ଥ ୧୪,୨୯୨.୫୧ କୋଟି ଟଙ୍କା ପଡିଛି । ସେଥିରୁ ୧୧,୬୮୯.୨୧ କୋଟି ଟଙ୍କା ପ୍ରୋଭିଜିନାଲ୍ ଫୁଡ ସବସିଡି ହୋଇଥିଲା ବେଳେ ୨୬୦୩.୩୦ କୋଟି ଟଙ୍କା ହେଉଛି ଆଡଭାନ୍ସ ସବସିଡି ।
ଖାଲି ସେତିକି ନୁହେଁ, ସବସିଡି ଅର୍ଥ ଦେବାରେ ବିଳମ୍ବ ହେତୁ ଅତିରିକ୍ତ ସୁଧ ବାବଦକୁ ଓଡିଶା ଯୋଗାଣ ନିଗମ ୬,୧୮୭ କୋଟି ଟଙ୍କା ପାଇବାକୁ ଅଛି ।
ଓଡ଼ିଶା ବିଶେଷ କରି ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ବକେୟା ଅର୍ଥ ଏବଂ ସୁଧ ଟଙ୍କା ତୁରନ୍ତ ଦେବାକୁ ବିଜେଡି ସାଂସଦ ଦଳ ଅନୁରୋଧ କରିଛନ୍ତି ।
Previous Post

ଜାନୁଆରୀ ୨୬ରୁ କଂଗ୍ରେସର ‘ହାତକୁ ହାତ ଯୋଡ଼’ ଅଭିଯାନ

Next Post

ହରିଦାସପୁର-ପାରାଦ୍ୱୀପ ଲାଇନ୍ ରେ ଯାତ୍ରୀବାହୀ ରେଳଗାଡ଼ି କେବେ?

Next Post
ହରିଦାସପୁର-ପାରାଦ୍ୱୀପ ଲାଇନ୍ ରେ ଯାତ୍ରୀବାହୀ ରେଳଗାଡ଼ି କେବେ?

ହରିଦାସପୁର-ପାରାଦ୍ୱୀପ ଲାଇନ୍ ରେ ଯାତ୍ରୀବାହୀ ରେଳଗାଡ଼ି କେବେ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA