Tuesday, May 26, 2026 05:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏସ୍ଆଇ ନିଯୁକ୍ତି ମାମଲା: ବଡ଼ ମୁଣ୍ଡମାନଙ୍କୁ ଖସାଇ ଦେବାକୁ 
ଉଦ୍ୟମ

ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଅଭିଯୋଗ

by Our Correspondent
06 Jan, 2026- 07:50 PM
in Latest News, News
1 min read
0
ଏସ୍ଆଇ ନିଯୁକ୍ତି ମାମଲା: ବଡ଼ ମୁଣ୍ଡମାନଙ୍କୁ ଖସାଇ ଦେବାକୁ 
ଉଦ୍ୟମ

ଭୁବନେଶ୍ୱର: ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ସିବିଆଇ ପ୍ରାଥମିକ ଚାର୍ଜସିଟ ଦାଖଲ କରିଥିବା ବେଳେ, ଉପରେ ପ୍ରତିକ୍ରିୟା ଦେଇ, ବଡ଼ ମୁଣ୍ଡ ମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରାଯାଉଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ସିବିଆଇ ଏହାର ପ୍ରାଥମିକ ଆରୋପପତ୍ରରେ, ଯେତିକି ପଦାକୁ ଆଣିଛି ତାଠାରୁ ଅଧିକ ଲୁଚାଇବାକୁ ଉଦ୍ୟମ କରିଛି ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ଯଦିଓ ସିବିଆଇର ଏହା ପ୍ରାଥମିକ ଆରୋପପତ୍ର ଦାଖଲ କରିଛି, ପ୍ରଥମରୁ ହିଁ ସିବିଆଇର ଆଭିମୁଖ୍ୟ ବଡ଼ ବଡ଼ିଆଙ୍କୁ ଖସାଇ ଦେବା ପାଇଁ ରହିଛି ବୋଲି ସ୍ପଷ୍ଟ ଜଣାପଡୁଛି । ସିବିଆଇର ଆରୋପପତ୍ରରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଓପିଆରବି ଏହି ପୋଲିସ ଏସଆଇ ନିଯୁକ୍ତି ଦାୟିତ୍ୱରେ ଥିଲାବେଳେ, ଏହାଦ୍ୱାରା ଭାରତ ସରକାରଙ୍କ ସଂସ୍ଥା ଆଇଟିଆଇକୁ ୨୦୨୪ ମସିହା ଡିସେମ୍ୱର ୩୧ ତାରିଖ ଦିନ ଦିଆଯାଇଥିଲା । ଏହାପରେ ଆଇଟିଆଇ ଏହି କାମକୁ ରିଚ୍ ମାଇଣ୍ଡକୁ ପ୍ରଦାନ କରିଥିଲା, ଯାହାକୁ ମେ’ ମାସ ୨୦୨୫ରେ ବାତିଲ କରି ଦିଆଯାଇଥିଲା । ଏହାର ପ୍ରାୟ ୪୦ ଦିନ ପରେ ଅର୍ଥାତ ଜୁଲାଇ ୯ ତାରିଖରେ ସିଲିକନ ଟେକ୍ଲାବ୍କୁ ଏହି କାମ ଦିଆଯାଇଥିଲା । ଏହାପରେ ସିଲିକନ ଏହି କାମ ପଞ୍ଚସଫ୍ଟ ଟେକ୍ନୋଲୋଜିକୁ ଓପିଆରବି ଓ ଆଇଟିଆଇର ବିନା ଅନୁମୋଦନରେ ଦିଆଯାଇଥିଲା ବୋଲି କୁହାଯାଇଛି । ଏଥିରେ ସିଲିକନ ଟେକ୍ଲାବ୍ର ମାଲିକ ସୁରେଶ ନାୟକକୁ ମୁଖ୍ୟ ଅଭିଯୁକ୍ତ କୁହାଯାଇଥିବା ବେଳେ ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟି ଓ ଅନ୍ୟ ୧୪ ଜଣଙ୍କୁ ସେମାନଙ୍କ ସହଯୋଗୀ ବୋଲି କୁହାଯାଇଛି । ସମସ୍ତ ଅଭିଯୁକ୍ତ ମାନେ ସିଲିକନ ଓ ପଞ୍ଚସଫ୍ଟ କମ୍ପାନୀ ସହିତ ସମ୍ପୃକ୍ତ ।

ଡ଼ ମହାନ୍ତି କହିଥିଲେ, ନିଯୁକ୍ତି ପରୀକ୍ଷା ରାଜ୍ୟ ସରକାରଙ୍କ ଗୃହ ବିଭାଗର ଅଂଶ ହୋଇଥିବା ବେଳେ, ଏହି ଆରୋପପତ୍ରରେ ଓପିଆରବି, ଆଇଟିଆଇ ଓ ଗୃହ ବିଭାଗର କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି କଥା କୁହାଯାଇନାହିଁ । ଆରୋପପତ୍ରରେ ଓପିଆରବି ଓ ଆଇଟିଆଇର ବିନା ଅନୁମୋଦନରେ ସିଲିକନ ପଞ୍ଚସଫ୍ଟ କମ୍ପାନୀକୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲା ବୋଲି କୁହାଯାଇଛି । କିନ୍ତୁ ଓପିଆରବି ଓ ଗୃହ ବିଭାଗର ବିଫଳତା କାରଣରୁ ଏପରି ଏକ ବଡ଼ ଦୁର୍ନୀତି ହୋଇପାରିଲା, ତେଣୁ ଏହି ଦୁଇ ସଂସ୍ଥାର ଅଧିକାରୀ ମାନେ ଏଥିପାଇଁ ଦାୟୀ । ସିବିଆଇ ଏହି ଅଧିକାରୀ ମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଛି ବୋଲି ମଧ୍ୟ ସ୍ପଷ୍ଟ ହେଉଛି । ଏହାଛଡା କେଉଁ ଆଧାରରେ ବା କାହାର ଅନୁମୋଦନରେ ଓପିଆରବି ଆଇଟିଆଇ ଓ ପରେ ସିଲିକନ ଭଳି କମ୍ପାନୀକୁ ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିଥିଲା, ସେ ବିଷୟରେ ସିବିଆଇ ନିରବ ରହିଛି । ବଡ଼ବଡିଆଙ୍କ ନିଦେ୍ର୍ଦଶରେ ଏହି କାମକୁ ଆଉଟସୋର୍ସିଂ କରାଯିବା ସହିତ ଏଥିପାଇଁ ମୋଟା ଅଙ୍କର ଅର୍ଥ ନେଣଦେଣ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି । ତେଣୁ ଏସବୁ ଦିଗକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରି ସମ୍ପୃକ୍ତ ବଡ଼ ମୁଣ୍ଡ ମାନଙ୍କୁ ଦଣ୍ଡିତ କରିବାକୁ ବିଜୁ ଜନତା ଦଳ ଦାବି କରୁଛି ।

Previous Post

ବିକଶିତ ଭାରତ ଗଠନ ‘ଭିବି ଜି ରାମ ଜି’ ବିଲ୍‌ର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

Next Post

‘ସରକାର ଜାଣିଶୁଣି ଚାଷୀମାନଙ୍କ ପାଖରୁ ଧାନ କିଣୁନାହାନ୍ତି’

Next Post
‘ସରକାର ଜାଣିଶୁଣି ଚାଷୀମାନଙ୍କ ପାଖରୁ ଧାନ କିଣୁନାହାନ୍ତି’

'ସରକାର ଜାଣିଶୁଣି ଚାଷୀମାନଙ୍କ ପାଖରୁ ଧାନ କିଣୁନାହାନ୍ତି'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA