Monday, August 17, 2026 02:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟ ଷ୍ଟାର୍ ନବୀନ, ଫିଲ୍ମ ଷ୍ଟାର୍ ନାହାନ୍ତି

ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପନର୍ ତାଲିକା

by Our Correspondent
20 Apr, 2024- 10:13 PM
in Latest News, News, Politics
1 min read
0
ମୁଖ୍ୟ ଷ୍ଟାର୍ ନବୀନ, ଫିଲ୍ମ ଷ୍ଟାର୍ ନାହାନ୍ତି

ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜେଡି ତା’ର ଷ୍ଟାର୍ କ୍ୟାମ୍ପନର୍ ତାଲିକା ପ୍ରକାଶ କରିଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ଶୀର୍ଷରେ ଅଛନ୍ତି । ଅର୍ଥାତ୍ ସବୁଥର ଭଳି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ନମ୍ବର ଷ୍ଟାର୍ କ୍ୟାମ୍ପନର୍ ଭାବେ ସାରା ରାଜ୍ୟ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ତାଲିକାର ଦ୍ୱିତୀୟରେ କାର୍ତ୍ତିକ ପାଣ୍ଡିଆନ୍ ଏବଂ ତୃତୀୟରେ ପ୍ରଣବ ପ୍ରକାଶ ଦାସ(ବବି) ଅଛନ୍ତି । ଏହି ତାଲିକାରେ ବରିଷ୍ଠ ନେତାଙ୍କ ସମେତ ଛାମୁଆ ସଂଗଠନ ଓ ସବୁ ବର୍ଗର ପ୍ରତିନିଧିଙ୍କୁ ଗୁରୁତ୍ୱ ଦିଆଯାଇଛି । ତେବେ ଦଳରେ ଥିବା ଫିଲ୍ମଷ୍ଟାର୍ ମାନଙ୍କୁ ଏହି ତାଲିକାରେ ସ୍ଥାନ ଦେଇନାହିଁ ବିଜେଡି । ଚେହେରା କି ଡାଇଲଗ୍ ଜରିଆରେ ଭୋଟ ମାଗିବାକୁ ଦଳ ବୋଧହୁଏ ଉଚିତ୍ ମଣିନାହିଁ । ଷ୍ଟାର୍ କ୍ୟାମ୍ପନର୍ ଭାବେ କେବଳ ଅଭିଜ୍ଞ ନେତାଙ୍କୁ ଭୋଟରଙ୍କ ସହ ଯୋଡିବାକୁ ରଣନୀତି କରାଯାଇଥିବା ଜଣାପଡୁଛି ।

୧.ନବୀନ ପଟ୍ଟନାୟକ
୨. କାର୍ତ୍ତିକ ପାଣ୍ଡିଆନ୍
୩.ପ୍ରଣବ ପ୍ରକାଶ ଦାସ
୪.ଦେବୀ ପ୍ରସାଦ ମିଶ୍ର
୫. ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୬.ଚନ୍ଦ୍ରଶେଖର ସାହୁ
୭.ଅଶୋକ ପଣ୍ଡା
୮.ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ
୯.ନିରଞ୍ଜନ ପୂଜାରୀ
୧୦.ପ୍ରତାପ ଜେନା
୧୧.ପ୍ରତାପ କେଶରୀ ଦେବ
୧୨. ଅତନୁ ସବ୍ୟସାଚୀ ନାୟକ
୧୩.ଡ. ଅରୁଣ କୁମାର ସାହୁ
୧୪.ସଞ୍ଜୟ କୁମାର ଦାସବର୍ମା
୧୫.ପଦ୍ମନାଭ ବେହେରା
୧୬.ପ୍ରଦୀପ କୁମାର ଅମାତ
୧୭.ଏନ. ଭାସ୍କର ରାଓ
୧୮.ସୁବାସ ସିଂହ
୧୯.ଡ. ସସ୍ମିତ୍ ପାତ୍ର
୨୦.ମାନସ ରଞ୍ଜନ ମଙ୍ଗରାଜ
୨୧.ନିରଞ୍ଜନ ବିଶି
୨୨.ଶ୍ରୀମତୀ ମମତା ମହାନ୍ତ
୨୩.ମୁଜିବୁଲ୍ଲା ଖାନ୍(ମୁନ୍ନା)
୨୪.ଶ୍ରୀମତୀ ସୁଲତା ଦେଓ
୨୫.ରବୀନ୍ଦ୍ର କୁମାର ଜେନା
୨୬.ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍
୨୭.ସୁଶାନ୍ତ ସିଂହ
୨୮.ପ୍ରୀତିରଞ୍ଜନ ଘଡ଼ାଇ
୨୯.ପ୍ରଣବ କୁମାର ବଳବନ୍ତରାୟ
୩୦.ଚିରଞ୍ଜୀବ ବିଶ୍ୱାଳ
୩୧.ରମେଶ ଚନ୍ଦ୍ର ମାଝୀ
୩୨.ସୁଧୀର କୁମାର ସାମଲ
୩୩.ଡ. ବ୍ୟୋମକେଶ ରାୟ
୩୪.ଦେବୀ ରଞ୍ଜନ ତ୍ରିପାଠୀ
୩୫.ବିଜୟ ନାୟକ
୩୬.ଶ୍ରୀମତୀ ଶ୍ରୀମୟୀ ମିଶ୍ର
୩୭.ଶେଖ୍ ମୁଜାମୁଦ୍ଦିନ୍
୩୮.ଇଶ୍ୱର ପାଣିଗ୍ରାହୀ
୩୯.ଅମରେଶ ଜେନା
୪୦. ଶ୍ରୀମତୀ ଏଲିନା ଦାସ

 

Previous Post

କଂଗ୍ରେସର ୩ ଲୋକସଭା,୧୬ ବିଧାନସଭା ପ୍ରାର୍ଥୀ ଘୋଷଣା

Next Post

୨୫ ରୁ ଖରାଛୁଟି

Next Post
୨୫ ରୁ ଖରାଛୁଟି

୨୫ ରୁ ଖରାଛୁଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA