Monday, August 17, 2026 01:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଂଗ୍ରେସର ୩ ଲୋକସଭା,୧୬ ବିଧାନସଭା ପ୍ରାର୍ଥୀ ଘୋଷଣା

୧ ଲୋକସଭା, ୩ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଲେ

by Our Correspondent
20 Apr, 2024- 09:24 PM
in Latest News, News, Politics
1 min read
0
କଂଗ୍ରେସର ୩ ଲୋକସଭା,୧୬ ବିଧାନସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା ଆଜି ଘୋଷଣା ହୋଇଛି । ଏଥିରେ ୩ ଲୋକସଭା ଆସନ ଏବଂ ୧୬ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାଁ ରହିଛି । କେନ୍ଦୁଝର ଲୋକସଭା ଆସନ ସମେତ କଣ୍ଟାମାଳ, ଜୟଦେବ, କବିସୂର୍ଯ୍ୟନଗର ବିଧାନସଭା ଆସନର ପ୍ରାର୍ଥୀ ବଦଳିଛନ୍ତି । ପୂର୍ବରୁ ଘୋଷିତ କେନ୍ଦୁଝର ଲୋକସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ଜାଗାରେ ବିନୋଦ ବିହାରୀ ନାୟକ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି କଣ୍ଟାମାଳ ବିଧାନସଭା ଆସନରେ ମନୋଜ କୁମାର ଆଚାର୍ଯ୍ୟଙ୍କ ଜାଗାରେ ଶରତ ପ୍ରଧାନ, ଜୟଦେବ ଆସନରେ ଜୟନ୍ତ କୁମାର ଭୋଇଙ୍କ ଜାଗାରେ କୃଷ୍ଣ ସାଗରିଆ, କବିସୂର୍ଯ୍ୟନଗରରେ ବିପିନ ବିହାରୀ ସ୍ୱାଇଁଙ୍କ ଜାଗାରେ ସଞ୍ଜୟ କୁମାର ମଣ୍ଡଳଙ୍କୁ ପ୍ରାର୍ଥୀ କରାଯାଇଛି । କେନ୍ଦ୍ରାପଡ଼ାରୁ ଶ୍ରୀମତୀ ସିପ୍ରା ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ନିମାପଡ଼ାରୁ ସୁର ରାଉତରାୟଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରାଯାଇଛି । ଝାରସୁଗୁଡ଼ାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ, ଜୟଦେବରୁ କୃଷ୍ଣ ସାଗରିଆ, ଖୋର୍ଦ୍ଧାରୁ ସୋନାଲି ସାହୁ ପାଇଛନ୍ତି ଟିକେଟ୍ ।

ଲୋକସଭା ପ୍ରାର୍ଥୀ

ସମ୍ବଲପୁର- ଦୁଲାଲ ଚନ୍ଦ୍ର ପ୍ରଧାନ
କେନ୍ଦୁଝର- ବିନୋଦ ବିହାରୀ ନାୟକ
ଆସ୍କା- ଦେବକାନ୍ତ ଶର୍ମା

ବିଧାନସଭା ପ୍ରାର୍ଥୀ

ଝାରସୁଗୁଡ଼ା- ଅମିତା ବିଶ୍ୱାଳ
ବଡ଼ସାହି- କ୍ଷୀରୋଦ ଚନ୍ଦ୍ର ପାତ୍ର
ସୁକିନ୍ଦା- ବିଭୁ ଭୂଷଣ ରାଉତ
କଣ୍ଟାମାଳ- ସୁରତ କୁମାର ପ୍ରଧାନ
କେନ୍ଦ୍ରାପଡ଼ା- ସିପ୍ରା ମଲ୍ଲିକ
ରାଜନଗର- ଅଶୋକ ପ୍ରତିହାରୀ
ମହାକାଳପଡ଼ା- ଲୋକନାଥ ମହାରଥୀ
ନିମାପଡ଼ା- ସିଦ୍ଧାର୍ଥ ରାଉତରାୟ
ପିପିଲି- ଜ୍ଞାନ ରଞ୍ଜନ ପଟ୍ଟନାୟକ
ଜୟଦେବ-କୃଷ୍ଣ ସାଗରିଆ
ଖୋର୍ଦ୍ଧା- ସୋନାଲି ସାହୁ
ଚିଲିକା- ପ୍ରଦୀପ କୁମାର ସ୍ୱାଇଁ
ଖଣ୍ଡପଡ଼ା- ମନୋଜ କୁମାର ପ୍ରଧାନ
ଦଶପଲ୍ଲା- ନକୂଳ ନାୟକ
କବିସୂର୍ଯ୍ୟନଗର- ସଞ୍ଜୟ କୁମାର ମଣ୍ଡଳ
ଗୋପାଳପୁର- ଶ୍ୟାମ ସୁନ୍ଦରଗଡ଼ ସାହୁ

Previous Post

ବଡ଼ଚଣାରୁ ବର୍ଷା, କେନ୍ଦ୍ରାପଡ଼ାରୁ ଗଣେଶ୍ୱର

Next Post

ମୁଖ୍ୟ ଷ୍ଟାର୍ ନବୀନ, ଫିଲ୍ମ ଷ୍ଟାର୍ ନାହାନ୍ତି

Next Post
ମୁଖ୍ୟ ଷ୍ଟାର୍ ନବୀନ, ଫିଲ୍ମ ଷ୍ଟାର୍ ନାହାନ୍ତି

ମୁଖ୍ୟ ଷ୍ଟାର୍ ନବୀନ, ଫିଲ୍ମ ଷ୍ଟାର୍ ନାହାନ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA