Thursday, December 11, 2025 09:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୋଦୀ ସରକାରଙ୍କ ସମର୍ଥନରେ ବିଜେଡି

ଅନାସ୍ଥା ପ୍ରସ୍ତାବକୁ ବିରୋଧ, ଦିଲ୍ଲୀ ବିଲ୍ କୁ ସମର୍ଥନ

by Our Correspondent
01 Aug, 2023- 06:57 PM
in Latest News, National, News
1 min read
0
ମୋଦୀ ସରକାରଙ୍କ ସମର୍ଥନରେ ବିଜେଡି

ଭୁବନେଶ୍ୱର: ନରେନ୍ଦ୍ର ମୋଦୀ ସରକାରଙ୍କୁ ବିଜେଡିର ଖୋଲା ସମର୍ଥନ । ମଣିପୁର ହିଂସା ଘଟଣାରେ ମିଳିତ ବିରୋଧୀ ଦଳ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ବିରୋଧରେ ଦଳ ଭୋଟ ଦେବ । ସେହିଭଳି ସଂସଦରେ ଦିଲ୍ଲୀ ସର୍ଭିସେସ୍ ବିଲ୍ କୁ ମଧ୍ୟ ସମର୍ଥନ କରିବ । ଜାତୀୟ ରାଜନୀତିରେ ସମ୍ପ୍ରତ୍ତିତ ବହୁ ଚର୍ଚ୍ଚିତ ଏହି ଦୁଇ ପ୍ରସଙ୍ଗରେ ବିଜେଡି ତା’ର ଆଭିମୁଖ୍ୟ ଆଜି ସ୍ପଷ୍ଟ କରିଛି ।

ଦଳର ଜାତୀୟ ମୁଖପାତ୍ର ତଥା ସାଂସଦ ଡ. ସସ୍ମିତ ପାତ୍ର ଜାତୀୟ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ବିଜେଡିର ଏହି ନିଷ୍ପତ୍ତି ଜଣାଇଛନ୍ତି । ଏନଡିଏ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଏବଂ ଦିଲ୍ଲୀ ସର୍ଭିସେସ୍ ବିଲ୍ ଆଲୋଚନା ଦିନ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡିର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରାଯାଇଥିବା ସେ କହିଛନ୍ତି ।

ମଣିପୁର ହିଂସା ଘଟଣାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଟାର୍ଗେଟ୍ କରିଛନ୍ତି ୨୬ ଟି ବିରୋଧୀ ଦଳକୁ ନେଇ ଗଠି ଇ-ଣ୍ଡି-ଆ ମେଣ୍ଟ । ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତି ଦାବିରେ ସେମାନେ ଅଟଳ ଥିବାରୁ ଗୃହକାର୍ଯ୍ୟ ଚାଲି ପାରୁନାହିଁ । ମୋଦୀ ସରକାରଙ୍କ ବିରୋଧରେ ସେମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଆଲୋଚନା ପାଇଁ ଗ୍ରହଣ କରିଛନ୍ତି । ଏହି ପ୍ରସଙ୍ଗରେ ବିଜେଡିର ଭୂମିକା କ’ଣ ହେବ ତାହାକୁ ସମସ୍ତେ ଅପେକ୍ଷା କରିଥିଲେ । କାରଣ ବିଜେପି ଓ କଂଗ୍ରେସଠାରୁ ବିଜେଡି ସମଦୂରତା କଥା କହି ଆସୁଛି । ଅବଶ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏନଡିଏ ସରକାରଙ୍କ ନିଷ୍ପତ୍ତି କୁ ବିଜେଡି ସମର୍ଥନ ଦେବା ନୂଆ କଥା ନୁହେଁ ।

ସୂଚନାଥାଉକି, ନରେନ୍ଦ୍ର ମୋଦୀ ସରକାରଙ୍କୁ ସମର୍ଥନ କରି ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଦେବାକୁ ଜଗନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପୂର୍ବରୁ ନିଷ୍ପତ୍ତି ନେଇସାରିଛି । ଦିଲ୍ଲୀ ସର୍ଭିସେସ୍ ବିଲ୍ କୁ ମଧ୍ୟ ଦଳ ସମର୍ଥନ କରିବ । ଲୋକସଭାରେ ୱାଇଏସଆର କଂଗ୍ରେସର ୨୨ ଜଣ ସାଂସଦ ଥିବା ବେଳେ ରାଜ୍ୟସଭାରେ ୯ ଜଣ ସାଂସଦ ଅଛନ୍ତି ।

Previous Post

ଓଏଏସ୍ ପାଇଲେ କିସ୍‍ର ୩ ଛାତ୍ର

Next Post

୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ନିଯୁକ୍ତ

Next Post
୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ନିଯୁକ୍ତ

୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ନିଯୁକ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19125 shares
    Share 7650 Tweet 4781
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5806 shares
    Share 2322 Tweet 1452
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA