Tuesday, April 21, 2026 09:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଉପନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ବିଜେପି

ବାଲେଶ୍ୱରରୁ ମାନସ, ତିର୍ତ୍ତୋଲରୁ ରାଜକିଶୋର

by Our Correspondent
11 Oct, 2020- 04:17 PM
in Latest News, Politics
1 min read
0
ଉପନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର: ବାଲେଶ୍ୱର ସଦର ଆସନରୁ ମାନସ ଦତ୍ତ ଏବଂ ଓ ତିର୍ତ୍ତୋଲ ଆସନରୁ ରାଜକିଶୋର ବେହେରା ବିଜେପି ଟିକେଟରେ ଉପନିର୍ବାଚନ ଲଢ଼ିବେ । ଆଜି ଦଳର କେନ୍ଦ୍ରୀୟ ମହାସଚିବ ଅରୁଣ ସିଂ ଦୁହିଁଙ୍କ ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି । ନାମାଙ୍କନ ଦାଖଲ ପାଇଁ ହାତରେ ଆଉ ମାତ୍ର ୫ ଦିନ ଥିବା ବେଳେ ପ୍ରଥମ ଦଳ ଭାବେ ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିଛି ।

ବାଲେଶ୍ୱର ସଦର ଆସନରୁ ବିଜେପି ପ୍ରାର୍ଥୀ ଘୋଷିତ ମାନସ ହେଉଛନ୍ତି ପରଲୋକଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ସୁପୁତ୍ର । ଉପନିର୍ବାଚନ ପାଇଁ ତାଙ୍କୁ ନିର୍ବାଚନମଣ୍ଡଳୀର ସଂଯୋଜକ ଭାବେ ପୂର୍ବରୁ ନିଯୁକ୍ତି ଦିଆଯାଇଥିଲା । ବିଜେପି ପ୍ରାର୍ଥୀ ଭାବେ ସେ ପ୍ରଥମରୁ ଦାବିଦାର ଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗୋଷ୍ଠୀ ତାଙ୍କୁ ବିରୋଧ କରୁଥିବା ଚର୍ଚ୍ଚା ହେଉଥିଲା ।

କେନ୍ଦ୍ରମନ୍ତ୍ରୀଙ୍କ ଖାସ୍ ଅନୁଗତ ବିଜେପି ବ୍ଲକ ଅଧ୍ୟକ୍ଷ ଉମାକାନ୍ତ ମହାପାତ୍ରଙ୍କ ନାଁ ପ୍ରଥମେ ଚର୍ଚ୍ଚାକୁ ଆସିଥିଲା । ତେବେ ୪ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ବାଲେଶ୍ୱର ସଦର ବ୍ଲକ୍ ଅଧ୍ୟକ୍ଷ ନାରାୟଣ ପ୍ରଧାନ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେବା ପରେ କାହାଣୀ ବଦଳିଯାଇଥିଲା । ମାତ୍ର ତାହା ବେଶୀ ଦିନ ରହିଲା ନାହିଁ । ବିଜେପିରେ ଯୋଗଦେବାର ଦୁଇଦିନ ନ ପୂରୁଣୁ ନାରାୟଣ ବିଜେଡ଼ିକୁ ଫେରିଯାଇଥିଲେ । ଏଥିସହ ମାନସଙ୍କ ପ୍ରାର୍ଥୀତ୍ୱକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦର ଅବସାନ ଘଟିଥିଲା ।

ସେପଟେ ତିର୍ତ୍ତୋଲରେ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ । ୨୦୦୯ ଏବଂ ୨୦୧୪ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ଦ୍ୱିତୀୟ ସ୍ଥାନରେ ଥିଲେ । ସେ ବିଜେପିକୁ ଆସିବା ପରେ ଗତଥର ସେଠାରୁ ପ୍ରାର୍ଥୀ ଥିବା ରମାକାନ୍ତ ଭୋଇ ବିଜେପି ଛାଡ଼ିଦେଇଛନ୍ତି ।

ସେପଟେ ଅଙ୍କ ଛିଣ୍ଡି ନ ଥିବାରୁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ପଛରେ ପଡିଛନ୍ତି । ଆସନ୍ତାକାଲି ସୁଦ୍ଧା ଉଭୟ ଦଳର ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି ସୂଚନା ମିଳିଛି ।

Previous Post

RCB beat CSK by 37 Runs

Next Post

କୋଭିଡ କଟକଣା ପୁଣି ଭାଙ୍ଗିଲେ

Next Post
କୋଭିଡ କଟକଣା ପୁଣି ଭାଙ୍ଗିଲେ

କୋଭିଡ କଟକଣା ପୁଣି ଭାଙ୍ଗିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA