Friday, August 19, 2022 04:51 PM
  • About
  • Advertise
  • Careers
  • Contact
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଅର୍ଗସ୍’ ପାଇଁ ପ୍ରଚାର କଲେ ବିଜେପି ନେତ୍ରୀ !

by Our Correspondent
15 May, 2021- 09:16 AM
in Latest News, Media, News
1 min read
0
‘ଅର୍ଗସ୍’ ପାଇଁ ପ୍ରଚାର କଲେ ବିଜେପି ନେତ୍ରୀ !

ଭୁୁବନେଶ୍ୱର: ଡିଜିଟାଲ୍ ୱେବ୍ ଚାନେଲ ଅର୍ଗସ୍ ନ୍ୟୁଜ୍ ଆଜିଠାରୁ ଟିଭି ପରଦାରେ ସାଟେଲାଇଟ୍ ଚାନେଲ୍ ରୂପରେ ଆତ୍ମପ୍ରକାଶ କରୁଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ କରକମଳରେ ଏହା ଲୋକାର୍ପିତ ହେବ । ଅର୍ଗସ୍ ସାଟେଲାଇଟ୍ ଚାନେଲ୍ ର ଆବିର୍ଭାବ ଓଡ଼ିଶା ଗଣମାଧ୍ୟମ ଜଗତରେ ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଦ୍ୱାରା ଏହାର ପ୍ରଚାର କୌତୁହଳ ସୃଷ୍ଟି କରିଛି ।

ସୋସିଆଲ୍ ମିଡ଼ିଆରେ ସଦାସର୍ବଦା ନିଜକୁ ଚର୍ଚ୍ଚାରେ ରଖିବାକୁ ପସନ୍ଦ କରୁଥିବା ଲେଖାଶ୍ରୀ ଗତକାଲି ତାଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଅର୍ଗସ୍ ନ୍ୟୁଜ୍ ସାଟେଲାଇଟ୍ ଚାନେଲ୍ ର ଭର୍ଚୁଆଲ୍ ଲଞ୍ଚ କାର୍ଯ୍ୟକ୍ରମର ନିୟନ୍ତ୍ରଣ ପତ୍ର ପୋଷ୍ଟ କରିଥିଲେ । କେବଳ ସତ୍ୟର ଉନ୍ମୋଚନ କରିବାର ସଂକଳ୍ପ ନେଇ ଓଡ଼ିଶାବାସୀଙ୍କ ସମ୍ମୁଖକୁ ଏହି ସତେଲାଇଟ୍(ଲେଖାଶ୍ରୀଙ୍କ ଭାଷାରେ) ଟିଭି ଚାନେଲ୍ ଆସୁଥିବା ସେ ଦାବି କରିଥିଲେ । ତେବେ ଚାନେଲ୍ କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାରେ ସେ ନିଜକୁ ସୀମିତ ରଖିନାହାନ୍ତି । ଭର୍ଚୁଆଲ୍ ଲୋକାର୍ପଣ କାର୍ଯ୍ୟକ୍ରମର ଲିଙ୍କ୍ ବି ସେୟାର୍ କରିଛନ୍ତି ।

ଜନସାଧାରଣଙ୍କ ନିମନ୍ତେ ଏହି ଲିଙ୍କ୍ କୁ ସଂସ୍ଥାର କର୍ମକର୍ତ୍ତାମାନେ ସେୟାର କରିବା ପୂର୍ବରୁ ଲେଖାଶ୍ରୀ ଏହାକୁ ପବ୍ଲିକ୍ ରେ ସେୟାର୍ କରିବା ଭୃକୁଞ୍ଚନ ସୃଷ୍ଟି କରିଛି । ଅର୍ଗସ୍ ରେ ଏହି ବିଜେପି ନେତ୍ରୀଙ୍କ କିଭଳି ସଂପୃକ୍ତି ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଲୁଚିଛି ନା ଗୋଡ ଦିଇଟି ଦିଶୁଛି ବୋଲି କିଛି ଲୋକ ମନ୍ତବ୍ୟ ଦେଇଥିବା ବେଳେ ଟିଭିରେ ନାଗୁଆ ମୁହଁ ଦେଖାଇବା ଖୁସିରେ ଏହି ନେତ୍ରୀ ବିଭୋର ବୋଲି କଟାକ୍ଷ କରାଯାଇଛି ।

Previous Post

ଇଡକୋ ଦାୟିତ୍ୱ ନେଲେ କ୍ରିଷନ୍ କୁମାର

Next Post

କୋଭିଡ ମୁକାବିଲା: ଦୁଇପାଦ ଆଗକୁ ବଢ଼ିଲେ ରାଜ୍ୟ ସରକାର

Next Post
କୋଭିଡ ମୁକାବିଲା: ଦୁଇପାଦ ଆଗକୁ ବଢ଼ିଲେ ରାଜ୍ୟ ସରକାର

କୋଭିଡ ମୁକାବିଲା: ଦୁଇପାଦ ଆଗକୁ ବଢ଼ିଲେ ରାଜ୍ୟ ସରକାର

Leave a Reply Cancel reply

Your email address will not be published. Required fields are marked *

RECOMMENDED NEWS

ସରିଲା ପାଟକୁରା ନିର୍ବାଚନ, ଅପରାହ୍ନ ୫ଟା ସୁଦ୍ଧା ୬୭% ଭୋଟ

ସରିଲା ପାଟକୁରା ନିର୍ବାଚନ, ଅପରାହ୍ନ ୫ଟା ସୁଦ୍ଧା ୬୭% ଭୋଟ

3 years ago
ତୃତୀୟ ଲହର ଆରମ୍ଭରୁ ସ୍ଥିତି ଅସମ୍ଭାଳ !

ତୃତୀୟ ଲହର ଆରମ୍ଭରୁ ସ୍ଥିତି ଅସମ୍ଭାଳ !

8 months ago
କ’ଣ ଟଙ୍କା ପାଇଁ ମା’ ନିଜ ନାବାଳିକା ଝିଅକୁ ଧର୍ଷିତା ସଜାଇଦେଲା?

କ’ଣ ଟଙ୍କା ପାଇଁ ମା’ ନିଜ ନାବାଳିକା ଝିଅକୁ ଧର୍ଷିତା ସଜାଇଦେଲା?

2 years ago
ଅନୁଭବଙ୍କ ଛାଡ଼ପତ୍ର ପିଟିସନ୍; ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଅନୁଭବଙ୍କ ଛାଡ଼ପତ୍ର ପିଟିସନ୍; ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

2 years ago
  • 1.3k Fans

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week

BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3181 shares
    Share 1272 Tweet 795
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2163 shares
    Share 865 Tweet 541
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2015 shares
    Share 806 Tweet 504
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1903 shares
    Share 761 Tweet 476
  • ଅର୍ଗସ୍ ରୁ ତଡା ଖାଇଲେ ବିଭୂ ରଥ

    1757 shares
    Share 703 Tweet 439
Mid Day Odisha

MiddayOdisha fills a gap in local media for the numerous speakers living and visiting Odisha and outside Odisha.

Follow us on social media:

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020 MIDDAY ODISHA