Saturday, June 27, 2026 12:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିର ‘ମହା ଜନସମ୍ପର୍କ ଅଭିଯାନ’ ଆରମ୍ଭ

ଓଡ଼ିଶା ଆସିବେ ମୋଦୀ, ଶାହ

by Our Correspondent
31 May, 2023- 10:32 PM
in Latest News, News, Politics
1 min read
0
ବିଜେପିର ‘ମହା ଜନସମ୍ପର୍କ ଅଭିଯାନ’ ଆରମ୍ଭ

ଭୁବନେଶ୍ୱର: ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଆଜିଠୁ ଓଡ଼ିଶା ସମେତ ଦେଶବ୍ୟାପୀ ବିଜେପିର ‘ମହା ଜନସମ୍ପର୍କ ଅଭିଯାନ’ ଆରମ୍ଭ ହୋଇଛି । ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ଏହି ଅଭିଯାନରେ ଓଡ଼ିଶାର ପ୍ରାୟ ୧ କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ରାଜ୍ୟ ବିଜେପି ଲକ୍ଷ୍ୟ ରଖିଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଆସି ଜନସଭାରେ ଯୋଗଦେବେ ।

ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ଏହି ମାସେ ବ୍ୟାପୀ କାର୍ଯ୍ୟକ୍ରମରେ ୩୭ ହଜାର ୬୦୬ ବୁଥ୍ ର ୫ ଲକ୍ଷ କର୍ମକର୍ତ୍ତା ରାଜ୍ୟର ୧ କୋଟି ପରିବାର ପାଖରେ ପହଞ୍ଚିବେ । ମୋଦୀ ସରକାରଙ୍କ ୯ ବର୍ଷର ସଫଳତା ଏବଂ ରାଜ୍ୟରେ ନବୀନ ସରକାରଙ୍କ ୨୩ ବର୍ଷର ବିଫଳତା ବିଷୟରେ ସେମାନେ ଆଲୋଚନା କରିବେ ।

ସମଗ୍ର ଦେଶରେ ୫୧ ଟି ମହା ସମାବେଶର ଆୟୋଜନ କରାଯାଇଛି । କେନ୍ଦ୍ରର ଶୀର୍ଷ ନେତୃତ୍ୱ ଏହି ଅଭିଯାନରେ ସାମିଲ ହେବେ । ଏହିକ୍ରମରେ ଓଡ଼ିଶାରେ ୪ ଟି ମହା ଜନସଭା ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅମିତ୍ ଶାହ, ରାଜନାଥ ସିଂ ପ୍ରମୁଖ ଯୋଗଦେବେ । ରାଜ୍ୟରେ ଏହି ଅଭିଯାନକୁ ସଫଳ କରିବା ପାଇଁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଆବାହକତ୍ୱରେ ଏକ କମିଟି ଗଠନ କରାଯାଇଛି ।

ରାଜ୍ୟର ୨୧ଟି ଲୋକସଭା କ୍ଷେତ୍ରକୁ ମୋଟ ୬ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟଙ୍କ ସମେତ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଏହି ମହା ଜନ ସମ୍ପର୍କ ଅଭିଯାନରେ ସାମିଲ ହେବେ ।

ଜୁନ୍ ୨୩ ତାରିଖ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ମୋଦୀ ଡିଜିଟାଲ ର୍ୟାଲି ମାଧ୍ୟମରେ ଦେଶର ୧୦ ଲକ୍ଷ ବୁଥ୍ ରେ ସମର୍ଥକ, ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବେ ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ମହା ଜନସମ୍ପର୍କ ଅଭିଯାନର ରାଜ୍ୟ ସଂଯୋଜକ ଶ୍ରୀ ଷଡ଼ଙ୍ଗୀଙ୍କ ସମେତ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଅନୀତା ଶୁଭଦର୍ଶିନୀ, ସୁଦୀପ୍ତ ରାୟ, ସାରଦା ଶତପଥୀ ଓ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‌ର ଶତ ପ୍ରତିଶତ ସଫଳତା

Next Post

ଏଭଳି ଲୋକ ପ୍ରତିନିଧି ଥାଇ ଲାଭ କ’ଣ?

Next Post
ଏଭଳି ଲୋକ ପ୍ରତିନିଧି ଥାଇ ଲାଭ କ’ଣ?

ଏଭଳି ଲୋକ ପ୍ରତିନିଧି ଥାଇ ଲାଭ କ'ଣ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA