Thursday, June 25, 2026 04:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାରେ ମିଶି ଭୁଲ୍ କରିଦେଲୁ

ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ

by Our Correspondent
08 Mar, 2025- 08:20 PM
in Latest News, News
1 min read
0
ଓଡ଼ିଶାରେ ମିଶି ଭୁଲ୍ କରିଦେଲୁ

ଭୁବନେଶ୍ୱର: ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆଜି ଅତି ସାଂଘାତିକ ଏବଂ ବିବାଦୀୟ ବୟାନ ଦେଇଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମ୍ବଲପୁରରେ ଆୟୋଜିତ ସୁଭଦ୍ରା କିସ୍ତି ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଓଡ଼ିଶାକୁ ନିଜର ଭାବେ ଗ୍ରହଣ କରି ପାରିନାହାନ୍ତି । ଆମେ ଓଡ଼ିଶାରେ ମିଶି ଭୁଲ୍ କରିଦେଇଛୁ । ଏହା ଏକ ଐତିହାସିକ ଭୁଲ୍ ଥିଲା ବୋଲି ସେ ନିର୍ବିକାର କଣ୍ଠରେ କହିଛନ୍ତି ।

ଶ୍ରୀ ମିଶ୍ର ତାଙ୍କ ଭାଷଣରେ ଏମିତି କହିଥିଲେ..

ଜାଣି ରଖିବା କଥା ଆମର ସମ୍ବଲପୁର ଅଞ୍ଚଳର ଲୋକମାନଙ୍କୁ ଯେ ଉକ୍ରଳ କହିଲେ କଟକ, ପୁରୀ ଓ ବାଲେଶ୍ୱର । ଉକ୍ରଳ, କୋଶଳ ଓ କଳିଙ୍ଗ ମିଶିକି ଓଡ଼ିଶା ଗଠନ ହୋଇଛି । କେବଳ ଉକ୍ରଳର ଜୟଗାନ ଗାଇବା, ଅଥଚ କଳିଙ୍ଗ ଓ କୋଶଳର ଜୟଗାନ କରିବାନି । କ’ଣ ପାଇଁ? ଏଇଟା ଗୋଟେ ମାନସିକତା । ଆମକୁ ତମେ ଶୋଷଣ କରୁଛ । ଆମର ଅର୍ଥ, ଆମର ଖଣି, ଆମର ଜଙ୍ଗଲ, ଆମର ଚାଷ ସବୁଥିରେ ଆମକୁ ଶୋଷଣ କଲ । କଲଚରାଲି ବି ଆମକୁ ଏକ୍ସପ୍ଲଏଟ କରିବାକୁ ଚାହୁଁଛ । ଏଇଟା କି କଥା? ଆମେ ଓଡ଼ିଶା ପ୍ରଦେଶରେ ମିଶିବା ପାଇଁ ଆନ୍ଦୋଳନନରେ ସାମିଲ ହୋଇଥିଲୁ । କିନ୍ତୁ ଓଡ଼ିଶାରେ ମିଶି ଆମର ସବୁଠୁ ବଡ଼ ଭୁଲ୍ ହେଲା । ଆମର ଗୋଟେ ଐତିହାସିକ ଭୁଲ ।

ଜୟନାରାୟଣଙ୍କ ମନ୍ତବ୍ୟକୁ ସେଠାରେ ଉପସ୍ଥିତ ମହିଳା ଓ ସମର୍ଥକମାନେ ତାଳି ମାରି ସମର୍ଥନ କରିଥିବାରୁ ଆଗକୁ ଏହା ଭୟଙ୍କର ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଏଥିସହ କୋଶଳ ବିବାଦ ପୁଣି ମୁଣ୍ଡ ଟେକିବାର ଆଶଙ୍କା ସୃଷ୍ଟି ହୋଇଛି । ଓଡ଼ିଶାକୁ ଭାଗ ଭାଗ କରିବା ପାଇଁ ଏହା ଏକ ହୀନ ଉଦ୍ୟମ ବୋଲି ବିରୋଧୀ ଶିବିରରୁ ସମାଲୋଚନା କରାଯାଇଛି । ଜୟନାରାୟଣ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଛି । ତେବେ ବିଜେପି ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ ।

Previous Post

ମା ମାନଙ୍କୁ ବିଭ୍ରାନ୍ତ କରିବାକୁ ବିଜେପି ଅପଚେଷ୍ଟାର ଜବାବ ଦିଅ: ନବୀନ

Next Post

ମହିଳା ସଶକ୍ତ ହେଲେ ସମାଜ ଆଗକୁ ବଢ଼ିବ: ସୋଆ ଉପସଭାପତି

Next Post
ମହିଳା ସଶକ୍ତ ହେଲେ ସମାଜ ଆଗକୁ ବଢ଼ିବ: ସୋଆ ଉପସଭାପତି

ମହିଳା ସଶକ୍ତ ହେଲେ ସମାଜ ଆଗକୁ ବଢ଼ିବ: ସୋଆ ଉପସଭାପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA