ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ କରିଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁ ଏଥିରେ ସ୍ଥାନ ପାଇଛନ୍ତି । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ବିଜୟପାଲ ସିଂହ ମଧ୍ୟ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିବେ ।
ବିଜେପି ଷ୍ଟାର ପ୍ରଚାରକ ତାଲିକା
୧. ମନମୋହନ ସାମଲ
୨. ଜୁଏଲ୍ ଓରାମ
୩. ଧର୍ମେନ୍ଦ୍ର ପ୍ରଧାନ
୪. ବୈଜୟନ୍ତ ପଣ୍ଡା
୫. ଅଶ୍ୱିନୀ ବୈଷ୍ଣବ
୬. ଜୟନାରାୟଣ ମିଶ୍ର
୭. ବିଶ୍ୱେଶ୍ୱର ଟୁଡୁ
୮. ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
୯. ସୁନୀଲ ବଂଶଲ
୧୦. ଡି.ପୁରନ୍ଦେଶ୍ୱରୀ
୧୧. ବିଜୟପାଲ ସିଂହ ତୋମାର
୧୨. ସମୀର ମହାନ୍ତି
୧୩. ସୁରେଶ ପୂଜାରୀ
୧୪. ବସନ୍ତ ପଣ୍ଡା
୧୫. କନକ ବର୍ଦ୍ଧନ ସିଂହଦେଓ
୧୬. ସଙ୍ଗୀତା ସିଂହଦେଓ
୧୭. ଅପରାଜିତା ଷଡ଼ଙ୍ଗୀ
୧୮. ନୀତେଶ ଗଙ୍ଗଦେବ
୧୯. ମୋହନ ଚରଣ ମାଝୀ
୨୦. ନାଉରୀ ନାୟକ
୨୧. ସମ୍ବିତ ପାତ୍ର
୨୨. ଖାରବେଳ ସ୍ୱାଇଁ
୨୩. ସୁରମା ପାଢ଼ୀ
୨୪. ରବି ନାରାୟଣ ନାଏକ
୨୫. ମାନସ କୁମାର ମହାନ୍ତି
୨୬. ପୃଥ୍ୱୀରାଜ ହରିଚନ୍ଦନ
୨୭. ଗୋଲକ ମହାପାତ୍ର
୨୮. ଲେଖାଶ୍ରୀ ସାମନ୍ତସିଂହାର
୨୯. ସୁବାସ ପାଣିଗ୍ରାହୀ
୩୦. ଶଙ୍କର ଓରାମ୍
୩୧. ରାଧାରାଣୀ ପଣ୍ଡା
୩୨. ପ୍ରଦୀପ ପୁରୋହିତ
୩୩. ଭବାନୀ ଶଙ୍କର ଭୋଇ
୩୪. ନିତ୍ୟାନନ୍ଦ ଗଣ୍ଡ
୩୫. ମୁକେଶ ମହାଲିଙ୍ଗ
୩୬. କୁସୁମ ଟେଟେ
୩୭. ସୁରଜ ସୁର୍ଯ୍ୟବଂଶୀ
୩୮. ମଙ୍ଗଳ ସାହୁ
୩୯. ଦିନେଶ ଜୈନ
୪୦. ତ୍ରିନାଥ ଗୁଆଲ