Friday, August 7, 2026 02:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଏସକେୱାଇରେ ଚିକିତ୍ସା ସାଙ୍ଗକୁ ଜରୁରୀ ରକ୍ତ ପାଇଲେ ଭାଗିରଥି

by Our Correspondent
20 Apr, 2023- 08:32 PM
in Latest News, News
1 min read
0
ବିଏସକେୱାଇରେ ଚିକିତ୍ସା ସାଙ୍ଗକୁ ଜରୁରୀ ରକ୍ତ ପାଇଲେ ଭାଗିରଥି

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ଅଞ୍ଚଳର ଭାଗୀରଥୀ ହରିଜନ ନାମକ ଜଣେ ବ୍ୟକ୍ତି ଗତ ପାଞ୍ଚ ମାସ ତଳେ ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଆର୍ଥିକ ପରିସ୍ଥିତି ତାଙ୍କର ଶୋଚନୀୟ ଥିବାରୁ ସେ ହସ୍ପିଟାଲ ନଯାଇ ଦେଶୀ ଚିକିତ୍ସାକୁ ଆପଣାଇଥିଲେ କିନ୍ତୁ ଯନ୍ତ୍ରଣାରୁ ଉପଶମ ପାଇନଥିଲେ । ଅସହାୟ ହୋଇ ସେ ଉମରକୋଟ ଅଞ୍ଚଳର, ବିଜୁ ଜନତା ଦଳର ସ୍ଥାନୀୟ ନେତା ରମେଶ ଜେନାଙ୍କର ସହଯୋଗ ଲୋଡିଥିଲେ ।

ଶ୍ରୀ ଜେନା, ଏହି ଖବର ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ବୈକୁଣ୍ଠ ମଣ୍ଡଳଙ୍କୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ, ବୈକୁଣ୍ଠ ତୁରନ୍ତ ତାଙ୍କୁ ଯୋଗାଯୋଗ କରି କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲକୁ ଆସିବାକୁ କହିଥିଲେ । ସେ ପରଦିନ ହସ୍ପିଟାଲ ଆସିବା ପରେ, ବୈକୁଣ୍ଠ ତାଙ୍କୁ ଅସ୍ଥିଶଲ୍ୟ ବିଭାଗରେ ଆଡ଼ମିଶନ କରାଇଥିଲେ । ଭାଗିରଥି, ଆଦୌ ଯନ୍ତ୍ରଣା ସହ୍ୟ କରି ପାରୁନଥିଲେ ଏବଂ ସେଠାରେ ଚିକିତ୍ସା ପ୍ରକ୍ରିୟାରେ ବିଳମ୍ବ ହେବାରୁ ବୈକୁଣ୍ଠ, ତାଙ୍କୁ ସ୍ଥାନୀୟ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଅସ୍ତ୍ରୋପଚାର କରିବା ପାଇଁ ଆବଶ୍ୟକୀୟ କାଗଜପତ୍ର ପୂରଣ ପ୍ରକ୍ରିୟାରେ ସାହାଯ୍ୟ କରିଥିଲେ ।

ଡାକ୍ତର ଅସ୍ତ୍ରୋପଚାର ପାଇଁ ଏକ ତାରିଖ ଧାର୍ଯ୍ୟ କରିଥିଲେ । ଅସ୍ତ୍ରୋପଚାର ହେବା ସମୟରେ ୨ୟୁନିଟ୍ ବିରଳ A-ve ରକ୍ତର ଜରୁରୀ ଆବଶ୍ୟକତା ଥିଲା ଏବଂ ବୈକୁଣ୍ଠ ତାଙ୍କ ପାଇଁ ରକ୍ତ ଯୋଗାଡ କରି ଦେଇଥିଲେ । ଶେଷରେ ଅସ୍ତ୍ରୋପଚାର ସଫଳ ହୋଇଥିଲା, ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଏବଂ ଅତିଶୀଘ୍ର ସେ ଡିଶ୍ଚାର୍ଜ ହୋଇ ଘରକୁ ଫେରିବେ ବୋଲି ଡାକ୍ତର କହିଛନ୍ତି ।

ଏଭଳି ସାହାଯ୍ୟ ଓ ସହଯୋଗ ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ।

Previous Post

ନବୀନ ଯିବେ ଝାରସୁଗୁଡ଼ା !

Next Post

ବିଜେପି ଷ୍ଟାର୍ ପ୍ରଚାରକ ତାଲିକାରେ ୩ କେନ୍ଦ୍ରମନ୍ତ୍ରୀ

Next Post
ବିଜେପି ଷ୍ଟାର୍ ପ୍ରଚାରକ ତାଲିକାରେ ୩ କେନ୍ଦ୍ରମନ୍ତ୍ରୀ

ବିଜେପି ଷ୍ଟାର୍ ପ୍ରଚାରକ ତାଲିକାରେ ୩ କେନ୍ଦ୍ରମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA