Tuesday, May 13, 2025 09:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ରକ୍ତଦାନ ପାଇଁ ଉତ୍ସାହିତ କଲେ ସୌରି ସଚିନ୍

'ଜୟ ଓଡ଼ିଶା' ପକ୍ଷରୁ ରକ୍ତଦାନ ଶିବିର

by Our Correspondent
04 May, 2025- 11:36 PM
in News
1 min read
0
ରକ୍ତଦାନ ପାଇଁ ଉତ୍ସାହିତ କଲେ ସୌରି ସଚିନ୍

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସଂଗଠନ ‘ଜୟ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଅଭିଯାନର ଦ୍ୱିତୀୟ ପ୍ରୟାସରେ ଆଜି ସ୍ଥାନୀୟ ରେଡକ୍ରସ ଭବନରେ ଆୟୋଜିତ ହୋଇଥିଲା ବିଶାଳ ରକ୍ତଦାନ ଶିବିର । ଡି.ସି.ସି କ୍ଲବ୍ ର ସଦସ୍ୟ ବିକ୍ରମ ଦାସ(ବିକୁନ୍) ଙ୍କର ଜନ୍ମଦିନ ଉପଲକ୍ଷେ ଏହାର ଆୟୋଜନ କରାଯାଇଥିଲା । ଗ୍ରୀଷ୍ଣ ଋତୁରେ ରକ୍ତର ଅଭାବକୁ ଦୂର କରିବାରେ ଏହା ସହାୟକ ହୋଇପାରିବ ବୋଲି ଆୟୋଜକମାନେ ଆଶା କରିଥିଲେ ।

ରକ୍ତଦାନ ଶିବିରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୌରି ସଚିନ୍ ସେନାପତି । ସ୍ୱଇଚ୍ଛାରେ ରକ୍ତଦାନ କରିବା ସହ ଅନ୍ୟମାନେ ରକ୍ତଦାନ କରିବାକୁ ପ୍ରବର୍ତ୍ତାଇ ସାମାଜିକ ଦାୟିତ୍ୱର ସଚେତନତା ସୃଷ୍ଟି କରିଥିଲେ । ସମସ୍ତେ ମିଳିତ ହୋଇ ରକ୍ତଦାନ କଲେ ଏହି ଗ୍ରୀଷ୍ଣ ଋତୁରେ ରକ୍ତର ଅଭାବ ଦୂର କରିବାରେ ସାହାଯ୍ୟ କରିପାରିବା । ସେଥିପାଇଁ ସେ ସମସ୍ତଙ୍କୁ ରକ୍ତଦାନ କରିବା ପାଇଁ ହାତଯୋଡି ଅନୁରୋଧ କରିଥିଲେ ।

ଏହି ଅବସରରେ ଜୟ ଓଡ଼ିଶାର ସଂସ୍ଥାପକ ଓ ଅଧ୍ୟକ୍ଷ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି, ଜୟ ଓଡ଼ିଶା ପକ୍ଷରୁ ଆମେ ପୂର୍ବରୁ ଯେପରି ରକ୍ତଦାନ ଶିବିର ଆୟୋଜନ କରୁଥିଲୁ, ସେପରି ଭବିଷ୍ୟତ ରେ ମଧ୍ୟ ରକ୍ତଦାନ ଉଦ୍ୟମ ଅଧୀନରେ ଏହି ପବିତ୍ର ଅଭିଯାନକୁ ଜାରି ରଖିବୁ । ଏହି ରକ୍ତଦାନ ଶିବିର ନିଜର ଜନ୍ମଦିନ, ଶୁଭ ଦିନ କିମ୍ବା ପୂଣ୍ୟ ପର୍ବରେ ଆୟୋଜନ ମଧ୍ୟ କରିପାରିବେ।  ବାପୁଜୀ କ୍ଲବ୍ ର ବିଜୁ ବର୍ଦ୍ଧନ ,ମାଆ ମଙ୍ଗଳା ପୂଜା କମିଟିର ସୌମ୍ୟ ପଣ୍ଡା, ବିନାୟକ ୟୁଥ୍ ଆସୋସିଏସନ୍ ର ଦେବବ୍ରତ ନାୟକ ଓ ଶ୍ରୀ ଗଣେଶ ପୂଜା କମିଟିର ବିକି ଭବିଷ୍ୟତରେ ଆମ ସହ ଯୋଡ଼ି ହୋଇ ରକ୍ତଦାନ ଶିବିରର ଆୟୋଜନ କରିବେ ବୋଲି ନିଷ୍ପତ୍ତି ନେଇନେଇଥିବା ସେ ସୂଚନା ଦେଇଥିଲେ ।

Previous Post

ଲଗାତାର ୧୮ବର୍ଷ ଧରି କିସ୍‌ର ଶତ ପ୍ରତିଶତ ସଫଳତା

Next Post

ବିଜେଡି ପୁର୍ନଗଠନରେ ପାଣ୍ଡିଆନ୍ ଛାପ

Next Post
ବିଜେଡି ପୁର୍ନଗଠନରେ ପାଣ୍ଡିଆନ୍ ଛାପ

ବିଜେଡି ପୁର୍ନଗଠନରେ ପାଣ୍ଡିଆନ୍ ଛାପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA