Monday, June 22, 2026 09:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବ୍ୟାଟେରୀ ନୁହେଁ, କ୍ୟାପାଟେରୀ ବଦଳାଇବ ମୋବାଇଲ୍‌ ବ୍ୟବହାରକାରୀଙ୍କ ଦୁଃଖ

by Our Correspondent
09 Oct, 2020- 01:45 PM
in News, Shopping
1 min read
0
ବ୍ୟାଟେରୀ ନୁହେଁ, କ୍ୟାପାଟେରୀ ବଦଳାଇବ ମୋବାଇଲ୍‌ ବ୍ୟବହାରକାରୀଙ୍କ ଦୁଃଖ

ଭୁବନେଶ୍ବର: ମୋବାଇଲ୍‌ର ବ୍ୟାଟେରୀ ଶୀଘ୍ର ଶେଷ ହୋଇଯିବା ବ୍ୟବହାରକାରୀଙ୍କ ପାଇଁ ସବୁଠରୁ ବଡ଼ ଦୁଃଖ ଆଣିଥାଏ। ଏଥିଲାଗି ଅନେକ ଜରୁରୀ ଯୋଗାଯୋଗ ମଧ୍ୟ ମଝିରେ ଅଟକିଯିବାର ଆଶଙ୍କା ରହିଛି। ସେଥିଲାଗି ମୋବାଇଲଠାରୁ .ଅନେକଗୁଣ ଭାରୀ ପାୱାରବ୍ୟାଙ୍କ୍‌କୁ କିଛି ଲୋକ ସାଙ୍ଗରେ ଧରି ବୁଲନ୍ତି ନହେଲେ ଚାର୍ଜର ଧରି କେଉଁଠି ବିଜୁଳି ସଂଯୁକ୍ତ ସକେଟ୍‌ ରହିଛି ଖୋଜନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ଯୁବ ବିଜ୍ଞାନୀ ତଥା ଗବେଷକ ସୁଶାନ୍ତ ପଟ୍ଟନାୟକ ଏକ ଅଭିନବ ଉଦ୍ୟମ କରିଛନ୍ତି। ଏହାଦ୍ବାରା ସେ ତିଆରି କରିପାିଛନ୍ତି ‘କ୍ୟାପାଟେରୀ’। ଏହି କ୍ୟାପାଟେରୀ ହେଉଛି ଏମିତି ଏକ ବ୍ୟାଟେରୀ ଯାହାକୁ ଚାର୍ଜ କରିବା ପାଇଁ ମାତ୍ର କିଛି କ୍ଷଣ ଲାଗେ ଏବଂ ଏହା ବ୍ୟାଟେରୀ ତୁଳନାରେ ଯଥେଷ୍ଟ ଲମ୍ବା ସମୟ ଚାଲିପାରେ।

କ୍ୟାପାଟେରୀ ସମ୍ପର୍କରେ ନିଜର ବୟାନ ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି କ୍ୟାପାଟେରୀ ଅନେକ ଲୋକଙ୍କୁ ମୋବାଇଲ୍‌ ଫୋନ୍‌ ବଦଳାଇବା ସମସ୍ୟାରୁ ବଞ୍ଚାଇପାରିବ। କାରଣ ସାଧାରଣ ବ୍ୟାଟେରୀ ବଦଳରେ ଲୋକେ ଏହି କାପାଟେରୀ ବ୍ୟବହାର କରିପାରିବେ।

ଏହି କ୍ୟାପାଟେରୀ ହେଉଛି ଏକ ଅଭିନବ ଟେକ୍ନୋଲୋଜି ସମ୍ପନ୍ନ ବ୍ୟାଟେରୀ ଯେଉଁଥିରେ ଉଚ୍ଚ କ୍ଷମତାସମ୍ପନ୍ନ ସୁପର କ୍ୟାପାସିଟର, ଗ୍ରାଫିନ୍‌ ଲବଂ ଲିଥିୟମ୍‌ ପଲିମର ବ୍ୟବହାର କରାଯାଇଛି। ୭ଟି ଭିନ୍ନ ଭିନ୍ନ ଭାଗରେ ଏହା କାର୍ଯ୍ୟ କରିଥାଏ। ଏହା ଖୁବ୍‌ ଶୀଘ୍ର ଚାର୍ଜ ହୁଏ ଏବଂ ସାଧାରଣ ବ୍ୟାଟେରୀ ଭଳି କାର୍ଯ୍ୟ କରେ। ବୋଲି ସେ କହିଛନ୍ତି। ।

ଗ୍ରାହକ ଭୋଗୁଥିବା ସମସ୍ୟାକୁ ଦୂର କରିବବା ଲାଗି ବ୍ୟାଟେରୀ ନିର୍ମାତାମାନେ ବ୍ୟାଟେରୀର ଭୋଲ୍‌ଟେଜ୍‌ ବୃଦ୍ଧି କରୁଛନ୍ତି ହେଲେ ଏହା ସମସ୍ୟା ସମାଧାନ କରିପାରିବ ନାହିଁ ବୋଲି ସେ କହିଛନ୍ତି। ଏଣୁ କ୍ୟାପାଟେରୀ ଭଳି ଅଭିନବ ଚିନ୍ତା କରାଯାଇଛି।
ସୁଶାନ୍ତ ଏ ଭିତରେ ନିଜର ଅଭିନବ ଜ୍ଞାନ କୌଶଳ ପ୍ରୟା ଓ ନିର୍ମାଣ ଲାଗି ୬ ଥର ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି। ନାସା ଦ୍ବାରା ସମ୍ମନିତ ହେବା ସହ ଗୋ.ଲ୍‌ଡେନ୍‌ ବୁକ୍‌ ଅଫ୍‌ ୱଲ୍ଡ ପୁରସ୍କାର ପାଇଛନ୍ତି। ତାଙ୍କ ନାଁରେ ୩ଟି ଟେକ୍ନୋଲୋଜି ପ୍ୟାଟେଣ୍ଟ ବି ରହିଛି। ଏହି କ୍ୟାପାଟେରୀକୁ ବ୍ୟାଟେରୀ ନିର୍ମାତାମାନେ ଗ୍ରହଣ କରି ଆବଶ୍ୟକ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୟାସ ଚାଲିଛି। ଏହାଦ୍ବାରା ଗ୍ରାହକଙ୍କ ସମସ୍ୟା ଦୂର ଦେବା ସହଜ ହୋଇପାରିବ ବୋଳି ସେ ଆଶା ବ୍ୟକ୍ତ କରିଛନ୍ତି।

Previous Post

୨୪ଘଣ୍ଟାରେ ଡେଲିଭରୀ ସହ ଡେମୋ ଦେଖାଉଛି ‘ଡେମୋ ଅନ୍‌ ଡେଲିଭରୀ’

Next Post

RM Business Conclave –“Abhivyakti” on 10th & 11th oct.

Next Post
RM Business Conclave –“Abhivyakti” on 10th & 11th oct.

RM Business Conclave –“Abhivyakti” on 10th & 11th oct.

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA