Tuesday, April 21, 2026 08:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘କଟାକ୍ଷ’ କିଶୋର ରଥ ଆଉ ନାହାନ୍ତି

by Our Correspondent
08 Nov, 2021- 08:30 AM
in Latest News, News
1 min read
0
‘କଟାକ୍ଷ’ କିଶୋର ରଥ ଆଉ ନାହାନ୍ତି

ଭୁୁବନେଶ୍ୱର: ‘ସମ୍ବାଦ’ ପ୍ରଥମ ପୃଷ୍ଠାର ପ୍ରିୟ କାର୍ଟୁନ୍ ସ୍ତମ୍ଭ ‘କଟାକ୍ଷ’ ର କିଶୋର ଆଉ ନାହାନ୍ତି । ଓଡ଼ିଶାର ପୁରପଲ୍ଲୀରେ କଟାକ୍ଷ କିଶୋର ଭାବେ ଜଣାଶୁଣା ଏହି ପ୍ରଖ୍ୟାତ କାର୍ଟୁନିଷ୍ଟ କିଶୋର ରଥ ସମସ୍ତଙ୍କୁ ଛାଡ଼ି ଚିରଦିନ ପାଇଁ ବିଦାୟ ନେଇଛନ୍ତି । ଶୋଇବା ଅବସ୍ଥାରେ ଆଜି ବଡ଼ି ସକାଳୁ ସେ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ଅଣାଯାଇଥିଲା । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କୁ ୫୮ ବର୍ଷ ହୋଇଥିଲା ।

ସମସ୍ତଙ୍କର ପ୍ରିୟ କିଶୋର ରଥଙ୍କର ଅଚାନକ ଏହି ଦାରୁଣ ଖବର ବିଭିନ୍ନ ମହଲକୁ ସ୍ତବ୍ଧ କରିଦେଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ବରମୁଣ୍ଡାସ୍ଥିତ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି ।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ଜନ୍ମ ଗ୍ରହଣ କରିଥିବା କିଶୋରଙ୍କର ପିଲାଦିନରୁ କାର୍ଟୁନ୍ ପ୍ରତି ବିଶେଷ ଝୁଙ୍କ୍ ଥିଲା । ପାଠପଢ଼ା ସରିବା ପରେ ପରବର୍ତ୍ତୀ ସମୟରେ ସେ ସମ୍ବାଦରେ କ୍ୟାରିୟର୍ ଆରମ୍ଭ କରିଥିଲେ । ତାଙ୍କର କୃତିତ୍ୱ ପାଇଁ ସାରା ରାଜ୍ୟବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲେ ।

ଦୈନିକ ‘ସମ୍ବାଦ’ର କଟାକ୍ଷ ଓ ସ୍ପୋର୍ଟାକ୍ଷ ସ୍ତମ୍ଭରେ ତାଙ୍କର ବ୍ୟଙ୍ଗଚିତ୍ର ଓ ୫/ ୬ ଧାଡ଼ିର କବିତା ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । କଟାକ୍ଷରେ ସାହିତ୍ୟଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସମାଜର ପ୍ରତିଟି ନିଚ୍ଛକ ଘଟଣାକୁ ଖୁବ୍ ସୁନ୍ଦର ଢ଼ଙ୍ଗରେ ବ୍ୟଙ୍ଗିତ କରି ବାସ୍ତବତା ଉପରକୁ ସରକାରଙ୍କ ନଜର ଆଣୁଥିଲେ । ପ୍ରତିଦିନ ସକାଳୁ ସକାଳୁ ପାଠକ ଏହି ‘କଟାକ୍ଷ’ ସ୍ତମ୍ଭକୁ ଚାହିଁ ବସୁଥିଲେ ।

କେବଳ କାର୍ଟୁନ୍ ନୁହେଁ, ସେ ଥିଲେ ବିଚକ୍ଷଣ ସଙ୍ଗୀତଜ୍ଞ । ଖଣ୍ଡପଡ଼ାର ଲୁକକାୟତ ଲୋକସଙ୍ଗୀତ ଢୁମ୍ଫା ସଙ୍ଗୀତକୁ ସେ ଘରେ ଘରେ ପରିଚିତ କରାଇଥିଲେ । ପୁଅ ଦେବଦଳନକୁ ମଧ୍ୟ ଏହା କଳା ଆହରଣ କରାଇ ସାଧନା ଜାରି ରଖିଥିଲେ । ଢୁମ୍ଫା ସଙ୍ଗୀତକୁ ନେଇ ତାଙ୍କର ଅନେକ ଯୋଜନା ଥିଲା ।

ସ୍ୱର୍ଗତ ରଥଙ୍କର ପତ୍ନୀ ଏବଂ ଦୁଇଟି ପୁଅ ଅଛନ୍ତି ।

କିଶୋର ରଥଙ୍କ ବିୟୋଗ ଖବର ଜାଣିବା ପରେ ଖଣ୍ଡପଡ଼ାରେ ଶୋକର ଛାୟା ଖେଳିଯାଇଛି । ଜନ୍ମମାଟିରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି ।

Previous Post

କଳିଙ୍ଗ ସେନାର ଏକବିଂଶ ପ୍ରତିଷ୍ଠା ଦିବସ

Next Post

ଦିବ୍ୟଶଙ୍କରଙ୍କୁ ସାଙ୍ଗରେ ରଖିଲେ ମୁଖ୍ୟମନ୍ତ୍ରୀ

Next Post
ଦିବ୍ୟଶଙ୍କରଙ୍କୁ ସାଙ୍ଗରେ ରଖିଲେ ମୁଖ୍ୟମନ୍ତ୍ରୀ

ଦିବ୍ୟଶଙ୍କରଙ୍କୁ ସାଙ୍ଗରେ ରଖିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA