Tuesday, April 21, 2026 04:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଧାୟକଙ୍କ ନାଁରେ ମାମଲା, ମନ୍ତ୍ରୀ ଖସିଗଲେ

ପଜିଟିଭ ଚିହ୍ନଟ ଥାଇ ମହାରଥୀଙ୍କ ଅନ୍ତେଷ୍ଟିରେ ସାମିଲ ହୋଇଥିଲେ

by Our Correspondent
10 Oct, 2020- 12:17 AM
in Latest News
1 min read
0
ବିଧାୟକଙ୍କ ନାଁରେ ମାମଲା, ମନ୍ତ୍ରୀ ଖସିଗଲେ

ପୁରୀ: ବିଳମ୍ବରେ ପୁଲିସ ଆକ୍ସନ୍ ମୁଡ୍ କୁ ଆସିଲା । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ପୁରୀ ପୁଲିସ ଶୁକ୍ରବାର ରାତିରେ ଏପିଡେମିକ୍ ଆକ୍ଟରେ ମାମଲା ରୁଜୁ କରିଛି । ତାଙ୍କ ବିରୋଧରେ ଆଇପିସି ଧାରା ୨୬୯ ଏବଂ ୨୭୦ ଦଫା ଲଗାଯାଇଛି । ଗତ ୨୭ ତାରିଖରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ୪ ତାରିଖରେ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟିକ୍ରିୟାରେ ଉମା ଯୋଗଦେଇଥିଲେ ।

ସେହି ୨୭ ତାରିଖରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବି ଅନ୍ତେଷ୍ଟିକ୍ରିୟାରେ ଯୋଗଦେଇଥିଲେ । ମାତ୍ର ମନ୍ତ୍ରୀଙ୍କ କୋଭିଡ ଥିଓରୀକୁ ପୁଲିସ ଗ୍ରହଣ କରି ତାଙ୍କୁ ଛାଡ଼ିଦେଇଛି । ମନ୍ତ୍ରୀ କହିଥିଲେ ଯେ ସେ ବହୁ ପୂର୍ବରୁ କୋଭିଡ ପଜିଟିଭ ଚିହ୍ନଟ ହୋଇ ଅଶ୍ୱିନୀ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଥିଲେ । ସେଠୁ ସୁସ୍ଥ ହୋଇ ଫେରିଲା ପରେ ଘରେ ରହିଥିଲେ । କୋଭିଡ୍ ଆକ୍ରାନ୍ତ ହେବାର ୨୨ ଦିନ ପରେ ଯାଇ ଘରୁ ବାହାରିଥିଲେ । ବିଧାନସଭା ପୂର୍ବରୁ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲେ ମଧ୍ୟ ତାହା ମାଇଲଡ୍ ବୋଲି ମନ୍ତ୍ରୀ ସଫେଇ ଦେଇଥିଲେ । ତଦନ୍ତ ବେଳେ ଏହା ସତ୍ୟ ବୋଲି କୁଆଡ଼େ ପୁଲିସର ହୃଦୟଙ୍ଗମ ହୋଇଛି ।

ପଜିଟିଭ୍ ଥିବା ସତ୍ତ୍ୱେ ସମୀର ଦାଶ ଓ ଉମା ସାମନ୍ତରାୟ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗଦେଇ କରୋନା ରୋଗ ବାଣ୍ଟିଥିବାରୁ ଦୁହିଁଙ୍କ ବିରୋଧରେ ଜଗନ୍ନାଥ ସେନା ଓ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଗତ ୫ ତାରିଖରେ ସମୁଦ୍ରକୂଳ ଥାନାରେ ଏତଲା ଦିଆଯାଇଥିଲା । ଉଭୟ ନେତାଙ୍କର ଏତାଦୃଶ ଆଚରଣକୁ ସବୁ ମହଲରୁ ନିନ୍ଦା କରାଯାଇଥିଲା ।

ସୂଚନାଥାଉକି, କୋଭିଡ ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ଜନ୍ମଦିନରେ ସମର୍ଥକଙ୍କ ଗହଣରେ ନାଚ କରି ଫସିବା ପରେ ସମୀର ଦାଶ ଓ ଉମା ସାମନ୍ତରାୟଙ୍କ ନାଁ ଉଠାଇ ନିଜେ ଖସିଯିବାକୁ ଚାହିଁଥିଲେ । ସାଂସଦଙ୍କ ଆଚରଣ ଉପରେ ଆପତ୍ତି ଉଠାଇ କେନ୍ଦ୍ରକୁ ଚିଠି ଲେଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସେ ଡବଲ୍ ଷ୍ଟାଣ୍ଡାର୍ଡ କହି ପ୍ରଶ୍ନ କରିଥିଲେ ।

Previous Post

ଅମାନିଆ ଅପରାଜିତାଙ୍କ ନାଚ ଭାଇରାଲ୍

Next Post

DC beat RR by 46 Runs

Next Post
DC beat KKR by 18 Runs

DC beat RR by 46 Runs

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA