Friday, November 14, 2025 11:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

‘ବଣିକ’ରେ ପଶିଲା କ୍ରାଇମବ୍ରାଞ୍ଚ

ପୁଲିସ ଏସଆଇ ନିଯୁକ୍ତି ଘୋଟାଲା

by Our Correspondent
09 Oct, 2025- 09:42 PM
in Crime, Latest News, News
1 min read
0
‘ବଣିକ’ରେ ପଶିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ କୋଚିଂ ସେଣ୍ଟର ‘ବଣିକ’ ଉପରେ କ୍ରାଇମବ୍ରାଞ୍ଚ ରେଡ୍ । ସିଆରପି ଛକରେ ଥିବା ମୁଖ୍ୟ ସେଣ୍ଟରରେ ପଶିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ପୁଲିସ ଏସଆଇ ନିଯୁକ୍ତି ଘୋଟାଲାରେ ‘ବଣିକ’ ର ସଂପୃକ୍ତି ଅଭିଯୋଗରେ ଏହି ଚଢ଼ଉ ହୋଇଛି । ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଯିବା ବାଟରେ ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କିଛି ‘ବଣିକ’ ର ଥିବାରୁ ଚାକିରି ଫିକ୍ସିଂ ରାକେଟ୍ ରେ ଅନୁଷ୍ଠାନର ସଂପୃକ୍ତି ସନ୍ଦେହ କରାଯାଉଛି । ‘ବଣିକ’ ର ବିଗତ ୫ ବର୍ଷର ରେକର୍ଡ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ।

ପୁଲିସ ଏସଆଇ ନିଯୁକ୍ତି କେଳେଙ୍କାରୀରେ ବ ର୍ତ୍ତମାନ ସୁଦ୍ଧା ୧୧୯ ଜଣ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି । କେଳେଙ୍କାରୀର ମୁଖ୍ୟ କୁହାଯାଉଥିବା ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡର ମାଲିକ ଶଙ୍କର ପୃଷ୍ଟି ଫେରାର ଥିବା ବେଳେ ଏହି ରାକେଟ୍ ରେ ବଣିକ କୋଚିଂ ସେଣ୍ଟରର ଭୂମିକା ଉପରେ ମଧ୍ୟ ଅଙ୍ଗୁଳି ଉଠିଛି । ଏହାର ମାଲିକ ବିଜେଡି ନେତା ସୁବ୍ରତ ଛାଟୋଇ ଅନ୍ୟତମ କିଙ୍ଗପିନ୍ ବୋଲି କଂଗ୍ରେସ ଓ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଧରାପଡ଼ିଥିବା ୧୧୪ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବଣିକ ଅନୁଷ୍ଠାନର ୧୪ ଜଣ ଥିବା ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ପାଖରେ ସୂଚନା ଅଛି ।

ଏହି ସୂଚନା ଆଧାରରେ କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଜି ବଣିକ ଉପରେ ଚଢ଼ଉ ହୋଇ କାଗଜପତ୍ର ଯାଞ୍ଚ ହେଉଛି । ଧରାପଡ଼ିଥିବା ଏହି ସଂସ୍ଥାର ପରୀକ୍ଷାର୍ଥୀମାନଙ୍କୁ କିଏ ଯୋଗାଯୋଗ କରିଥିଲା ଏବଂ ସେମାନଙ୍କୁ ଆନ୍ଧ୍ରପ୍ରଦେଶ ନେବା ପଛରେ କାହାର ହାତ ଥିଲା ତାହାର ଖୋଳତାଡ଼ ଚାଲିଛି । ପ୍ରାଥମିକ ଅନୁସନ୍ଧାନ ପରେ ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ବଣିକ ମାଲିକ ଶ୍ରୀ ଛାଟୋଇଙ୍କ ସହ ସମ୍ପର୍କ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି । ତଦନ୍ତ ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବଣିକ ମାଲିକ ସୁବ୍ରତ ଛାଟୋଇ ଅଭିଯୋଗ ସବୁକୁ ଖଣ୍ଡନ କରିଛନ୍ତି । ଏସଆଇ ନିଯୁକ୍ତି କାରବାରରେ ତାଙ୍କ ସଂସ୍ଥାର କୌଣସି ସଂପୃକ୍ତି ନାହିଁ ବୋଲି ସେ ଦୃଢ଼ତାର ସହ କହିଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି । ଯଦି ଧରାପଡ଼ିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨ ଜଣ ‘ବଣିକ’ ର ତେବେ ଅନ୍ୟମାନେ କେଉଁ ଅନୁଷ୍ଠାନର? ସେ ସମ୍ପର୍କରେ ସମସ୍ତେ ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଗଢ଼ିବା ଲକ୍ଷ୍ୟ ନେଇ ଦୀର୍ଘ ୧୨ ବର୍ଷ ଧରି ତାଙ୍କ ଅନୁଷ୍ଠାନ କାମ କରୁଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ସୁନାମଧନ୍ୟ ଅନୁଷ୍ଠାନକୁ ବଦନାମ କରା ନ ଯାଉ ବୋଲି ସେ କହିଛନ୍ତି ।

 

Previous Post

ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖ

Next Post

ବିଜେଡି ଏବେ ଠିକ୍ ଚାଲିବ ତ?

Next Post
ବିଜେଡି ଏବେ ଠିକ୍ ଚାଲିବ ତ?

ବିଜେଡି ଏବେ ଠିକ୍ ଚାଲିବ ତ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19120 shares
    Share 7648 Tweet 4780
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7293 shares
    Share 2917 Tweet 1823
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5804 shares
    Share 2322 Tweet 1451
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA