Tuesday, May 19, 2026 06:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଣି ଚିଟଫଣ୍ଡ ଡ୍ରାମା; ଦେବୀ ମିଶ୍ର ଙ୍କ ଘରେ ପଶିଲା ସିବିଆଇ

by Our Correspondent
18 Sep, 2020- 01:08 PM
in Latest News
1 min read
0
ପୁଣି ଚିଟଫଣ୍ଡ ଡ୍ରାମା; ଦେବୀ ମିଶ୍ର ଙ୍କ ଘରେ ପଶିଲା ସିବିଆଇ

ଭୁବନେଶ୍ବର: ଦୀର୍ଘ ଦିନର ନୀରବତା ପରେ ସିବିଆଇ ପୁଣି ଚଞ୍ଚଳ। ଚିଟଫଣ୍ଡ ମାମଲାରେ ସକ୍ରିୟତା ଦେଖାଇ ଆଜି ଏକ ଛଅ ଜଣିଆ ଟିମ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଙ୍କ ୟୁନିଟ୍-୧ ସ୍ଥିତ ସରକାରୀ ବାସଭବନ ରେ ଚଡ଼ାଉ କରିଛି। କଟକ ଜିଲ୍ଲା ନରସିଂହପୁର ସ୍ଥିତ ତାଙ୍କ ପୈତୃକ ଘରେ ବି ଚଢ଼ାଉ କରିଛି ସିବିଆଇ।  ଚିଟଫଣ୍ଡ ମାମଲାରେ ସିବିଆଇ ପୁଣି ଚେଇଁ ବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।

ମାମଲା ୨୦୧୩ ମସିହାର। ଦେବୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବାବେଳେ ସିସୋର କମ୍ପାନୀ କୁ ଘଟେଶ୍ୱର ଘାଟ ନୌବିହାର ବୋଟିଂ ପ୍ରକଳ୍ପ ର ଲିଜ ଦିଆ ଯାଇଥିଲା। ଶ୍ରୀ ମିଶ୍ର ସିସୋର କମ୍ପାନୀ କୁ ଅନୁଗ୍ରହ ଦେଖାଇ ଥିଲେ ବୋଲି ଅଭିଯୋଗ ହୋଇଥିଲା। ଏନେଇ ସିବିଆଇ ପୂର୍ବରୁ ତାଙ୍କୁ ନୋଟିସ ଜାରି କରି ପଚରା ଉଚୁରା କରିଥିଲା। ମାତ୍ର ଦୀର୍ଘ ବର୍ଷ ଧରି ନିରବ ରହିବା ପରେ ଆଜି ସକାଳ ୮ ରେ ସିବିଆଇ ଟିମ ଶ୍ରୀ ମିଶ୍ର ଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ପଶି ଦୀର୍ଘ ପ୍ରାୟ ୪ ଘଣ୍ଟା ଧରି ଖୋଳତାଡ଼ କରିଥିଲା। ଏକା ସମୟରେ ସିବିଆଇ ର ଅନ୍ୟ ଏକ ଟିମ ଶ୍ରୀ ମିଶ୍ର ଙ୍କ ନରସିଂହପୁରସ୍ଥିତ ପୈତୃକ ବସଭବନରେ ଚଢାଉ କରିଥିଲା।

ନିଜ ବାସଭବନରେ ଆଇସୋଲସନ ରେ ଥିବା ଦେବୀ ମିଶ୍ର ସିବିଆଇ ର ଏଭଳି ଚଢାଉକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସିବିଆଇ ତଦନ୍ତରେ ସେ ସବୁବେଳେ ସହଯୋଗ କରିଛନ୍ତି। ସିବିଆଇ ଯାହା ର କାଗଜପତ୍ର ଚାହୁଁଛି ତାହା ପର୍ଯ୍ୟଟନ ବିଭାଗରେ ଅଛି। ତାହା ତାଙ୍କ ଘରେ କେମିତି ରହିବ ଶ୍ରୀ ମିଶ୍ର ବୁଝିପାରିନାହାନ୍ତି।  ତେବେ ତାଙ୍କ ଅନୁମତି ନେଇ ସିବିଆଇ ତାଙ୍କ ଘରକୁ ଆସିଥିଲା ବୋଲି କହିଛନ୍ତି।

ସେପଟେ ସିବିଆଇ ର ଏହି ଚଢ଼ାଉ ଏକ ଫାର୍ସ ବୋଲି କଂଗ୍ରେସ ଆକ୍ଷେପ କରିଛି। ଆଗକୁ ଉପନିର୍ବାଚନ ଥିବାରୁ ବିଜେପି ଡ୍ରାମା କରୁଛି ବୋଲି ବିଧାୟକ ତାରା ବାହିନୀପତି କଟାକ୍ଷ କରିଛନ୍ତି। ଏଥିରେ କିଛି ଲାଭ ନାହିଁ ବୋଲି ସେ କହିଛନ୍ତି।

Previous Post

36-hour quarantine for England, Australia players

Next Post

ନାବାଳିକା ଗଣଦୁଷ୍କର୍ମ: ଓଟିଭି ଏଚଆର ମୁଖ୍ୟଙ୍କୁ ଜେରା, ଏମଡିଙ୍କ ପାଳି କେବେ?

Next Post
ନାବାଳିକା ଗଣଦୁଷ୍କର୍ମ: ଓଟିଭି ଏଚଆର ମୁଖ୍ୟଙ୍କୁ ଜେରା, ଏମଡିଙ୍କ ପାଳି କେବେ?

ନାବାଳିକା ଗଣଦୁଷ୍କର୍ମ: ଓଟିଭି ଏଚଆର ମୁଖ୍ୟଙ୍କୁ ଜେରା, ଏମଡିଙ୍କ ପାଳି କେବେ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA