Wednesday, July 9, 2025 07:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ୧୦୦% ରେଜଲ୍ଟ

by Our Correspondent
07 Aug, 2021- 08:46 PM
in News
1 min read
0
ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ୧୦୦% ରେଜଲ୍ଟ

ଭୁବନେଶ୍ୱର : ଚଳିତବର୍ଷର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଖଣ୍ଡସାହି ସ୍ଥିତ ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନେ ବେଶ ସଫଳତା ପାଇଛନ୍ତି । ସ୍କୁଲର ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଯାହା ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ଅନ୍ୟ ସିବିଏସ୍‌ଇ ସ୍କୁଲ ମାନଙ୍କ ତୁଳନାରେ ରେକର୍ଡ । ପାସ୍ କରିଥିବା ୨୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୦% ଛାତ୍ରଛାତ୍ରୀ ୯୦% ରୁ ଅଧିକ ନମ୍ବର ରଖିଥିବା ବେଳେ ପାଖାପାଖି ୫୦%ରୁ ଅଧିକ ଛାତ୍ରଛାତ୍ରୀ ୮୦% ରୁ ଅଧିକ ନମ୍ବର ରଖିଛନ୍ତି ।

ଗ୍ରାମାଞ୍ଚଳର  ଏହି ଛାତ୍ରଛାତ୍ରୀ ମାନେ ସିବିଏସଇ ପରୀକ୍ଷାରେ ଏଭଳି ରେଜଲ୍ଟ କରିବା ପଛରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡକ୍ଟର ଦେବ ମହାନ୍ତିଙ୍କ ମାର୍ଗ ଦର୍ଶନ ଓ ଗାଁ ପରିବେଶରେ ଜାତୀୟ ସ୍ତରର ସ୍କୁଲର ଭିତ୍ତିଭୂମି ଓ ଗୁରୁକୂଳ ଭଳି ପରିବେଶ ତଥା ସ୍ତୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପରିଶ୍ରମ ରହିଛି ବୋଲି ଅବିଭାବକ ମାନେ ପ୍ରକାଶ କରିଛନ୍ତି । କୋଭିଡ କଟକଣା ଭିତରେ ପାଠ ପଢା ସମସ୍ୟା ଥିଲା । ହେଲେ ସ୍କୁଲ ପକ୍ଷରୁ ଅଫଲାଇନ ପରୀକ୍ଷା ଲାଗି ଛାତ୍ର ଛାତ୍ରୀଙ୍କୁ ପୁରା ପ୍ରସ୍ତୁତ କରାଯାଇଥିଲା । ଅଫଲାଇନ ପରୀକ୍ଷା ହୋଇଥିଲେ ଆମ ପିଲାମାନେ ଆହୁରି ଭଲ ରେଜଲ୍ଟ କରିଥାନ୍ତେ ବୋଲି ଅବିଭାବକମାନେ କହିଛନ୍ତି ।

ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡକ୍ଟର ଦେବ୍ ମହାନ୍ତି କହିଛନ୍ତି, କରୋନା କଟକଣା ରହିଥିଲା । ଏସବୁ ଭିତ୍ତରେ ବି ଅନଲାଇନରେ ଛାତ୍ରଛାତ୍ରୀ ମାନେ କିପରି ପାଠ ପଢିପାରିବେ ତାର ଉତ୍ତମ ବ୍ୟବସ୍ଥା ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସବୁବେଳେ ଯୋଗାଯୋଗରେ ରହୁଥିଲେ । ସେମାନଙ୍କର ଡାଉଟ କ୍ଲିଅର ଉପରେ ସବୁବେଳେ ଗୁରୁତ୍ୱ ଦିଆଯାଉଥିଲା । ପରୀକ୍ଷା ହୋଇଥିଲେ ଅନେକ ଛାତ୍ର ଛାତ୍ରୀ ଆହୁରି ଭଲ କରିଥାନ୍ତେ । ଆମ ପିଲାମାନଙ୍କ ଭିତରେ ଆତ୍ମ ବିିଶ୍ୱାସ ଥିଲା ଓ ସେମାନେ ଅଫଲାଇନ ପରୀକ୍ଷା ଲାଗି ପୁରା ପ୍ରସ୍ତୁତ ଥିଲେ ବୋଲି ଡକ୍ଟର ମହାନ୍ତି କହିଛନ୍ତି। ଶତପ୍ରତିଶତ ରେଜଲ୍ଟ ଲାଗି ସମସ୍ତ ଛାତ୍ର ଛାତ୍ରୀ, ଅଭିବାବକ, ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା ପରିଷଦକୁ ସେ ଧନ୍ୟବାଦ ଦେଇଛନ୍ତି ।

ସୂଚନାଥାଉକି, ଉକ୍ତ ସ୍କୁଲର ଜାତୀୟ ସ୍ତରୀୟ ଭିତ୍ତିଭୂମି ସହ ଶୈକ୍ଷିକ ପରିବେଶକୁ ଦେଖି ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ସିବିଏସଇ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଛନ୍ତି। ଚଳିତ ବର୍ଷ  ସ୍କୁଲରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀଲାଗି ନାମଲେଖା ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Previous Post

ଇତିହାସ ରଚିଲେ ନୀରଜ ଚୋପ୍ରା

Next Post

ସୁନ୍ଦରଗଡ଼ରେ ଟିମ୍ ନବୀନ

Next Post
ସୁନ୍ଦରଗଡ଼ରେ ଟିମ୍ ନବୀନ

ସୁନ୍ଦରଗଡ଼ରେ ଟିମ୍ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA