Thursday, November 19, 2026 02:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହେଲିକପ୍ଟର୍ କ୍ରାସ୍: ଜଳିଗଲେ ସିଡ଼ିଏସ୍ ବିପିନ୍ ରାୱତ୍, ପତ୍ନୀ ମଧୁଲିକା

by Our Correspondent
08 Dec, 2021- 06:19 PM
in Latest News, News
1 min read
0
ହେଲିକପ୍ଟର୍ କ୍ରାସ୍: ଜଳିଗଲେ ସିଡ଼ିଏସ୍ ବିପିନ୍ ରାୱତ୍, ପତ୍ନୀ ମଧୁଲିକା

ନୂଆଦିଲ୍ଲୀ: ଚୋପର୍ କ୍ରାସ୍ ରୁ ବଞ୍ଚି ନାହାନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତ୍ । ପତ୍ନୀ ମଧୁଲିକା ଏବଂ ଅନ୍ୟ ସହଯୋଗୀଙ୍କ ସହ ଜଳି ଯାଇଛନ୍ତି । ହେଲିକପ୍ଟରରେ ରାୱତ୍ ଦମ୍ପତ୍ତିଙ୍କ ସମେତ ୭ ଅଫିସିଆଲ୍ ଏବଂ ୫ ଜଣ ବିମାନ କର୍ମଚାରୀ ଥିଲେ । ଦୁର୍ଘଟଣାରେ ଜଣେ ପାଇଲଟ୍ ଙ୍କ ଛଡ଼ା ସମସ୍ତେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ଦୁଃଖଦ ଖବର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । 

ସିଡିଏସ୍ ରାୱତ୍ ଙ୍କୁ ନେଇଯାଉଥିବା ଏୟାରଫୋର୍ସର ମିଗ୍ ୧୭ ଭି୫ ହେଲିକପ୍ଟରଟି ତାମିଲନାଡୁର ନୀଳଗିରି ଜିଲ୍ଲା କୁନୁରୁଠାରୁ ୭ କିମି ଦୂର ଜଙ୍ଗଲ ଉପରେ ଉଡୁଥିବା ବେଳେ କ୍ରାସ୍ ହୋଇଥିଲା । ଏଥିରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇ ଖଣ୍ଡ ଖଣ୍ଡ ଅବସ୍ଥାରେ ଜଙ୍ଗଲ ମଝିରେ ପଡ଼ିଥିଲା । ପାଖ ଗାଁ ଲୋକେ ପ୍ରଥମେ ଏହା ଦେଖିଲା ପରେ ପୁଲିସକୁ ଖବର ଦେଇଥିଲେ । ନୀଳଗିରି ଜିଲ୍ଲା ପ୍ରଶାସନ ଏବଂ ପୁଲିସ ସେଠାରେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । 

ସିଡିଏସ୍ ରାୱତ୍ ୱେଲିଂଟନ୍ ଡିଫେନସ୍ ସର୍ଭିସ୍ ଷ୍ଟାଫ୍ କଲେଜରେ ଆୟୋଜିତ ଏକ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ଆଜି ସକାଳ ୯ଟା ବେଳେ ସେ ଦିଲ୍ଲୀ ବାସଭବନ ଛାଡ଼ିଥିଲେ । ତାଙ୍କର ବାୟୁସେନା ବିମାନଟି ୧୧ଟା ବେଳେ ସୁଲୁରୁ ଏୟାରବେସ୍ ରେ ପହଞ୍ଚିଥିଲା । ମାତ୍ର ୱେଲିଂଟନ୍ ଅଭିମୁଖେ ହେଲିକପ୍ଟର୍ ଏୟାରବେସ୍ ଛାଡ଼ିବାର କିଛି ସମୟ ପରେ ଦୁର୍ଘଟଣା ଘଟିଥିଲା । ଦିନ ୧୨.୨୦ ରେ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ହେଲିକପ୍ଟରରେ ବିପିନ୍ ରାୱତ୍, ପତ୍ନୀ ମଧୁଲିକା ରାୱତ୍, ବ୍ରିଗେଡିୟର ଏଲଏସ ଲିଡେର୍, ଲେଫଟନାଣ୍ଟ କର୍ନେଲ୍ ହରଜିନ୍ଦର ସିଂ, ଲାନ୍ସ ନାଏକ ଗୁରୁସେୱକ୍ ସିଂ, , ଜିତେନ୍ଦ୍ର କୁମାର, ବିବେକ କୁମାର, ବି. ସାଇ ଏବଂ ହାବିଲଦାର ସତପାଲ୍ ଥିଲେ ।

ସୂଚନାଥାଉକି, ଜେନେରାଲ୍ ରାୱତ୍ ଭାରତୀୟ ଆର୍ମିର ୨୬ତମ ସେନାଧ୍ୟକ୍ଷ ଥିଲେ । ୨୦୧୯ ମସିହା ଡିସେମ୍ବର ମାସରେ ତାଙ୍କୁ ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ନିଯୁକ୍ତି ମିଳିଥିଲା ।

Previous Post

ଗୋବିନ୍ଦ ସାହୁର ରକ୍ଷାକର୍ତ୍ତା କିଏ ?

Next Post

ବିଜେପି ଯୁବମୋର୍ଚ୍ଚା ରାଲିରେ ଗୁଣ୍ଡାଗର୍ଦ୍ଦି

Next Post
ବିଜେପି ଯୁବମୋର୍ଚ୍ଚା ରାଲିରେ ଗୁଣ୍ଡାଗର୍ଦ୍ଦି

ବିଜେପି ଯୁବମୋର୍ଚ୍ଚା ରାଲିରେ ଗୁଣ୍ଡାଗର୍ଦ୍ଦି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA