Friday, April 17, 2026 06:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜିତିବା ଅପେକ୍ଷା ଶିଖିବା ଜରୁରୀ: ପାଣ୍ଡିଆନ୍

ଗଜପତି ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ

by Our Correspondent
23 Jan, 2024- 09:37 PM
in Latest News, News
1 min read
0
ଜିତିବା ଅପେକ୍ଷା ଶିଖିବା ଜରୁରୀ: ପାଣ୍ଡିଆନ୍

ଭୁବନେଶ୍ୱର: ସୋସିଆଲ ମିଡିଆ ଦୁଇ ପଟ ଧାର ଥିବା ଖଣ୍ଡା ପରି । ନିଜର ସ୍ୱପ୍ନ ପୂରଣ କରିବାରେ ଏହା ସହାୟକ ହୋଇପାରିବ । କିନ୍ତୁ ଏଥିରେ ଅଧିକ ସମୟ ନଷ୍ଟ କରିବା ଉଚିତ୍ ନୁହେଁ ।

ଆଜି ଗଜପତି ଜିଲ୍ଲାରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେବାକୁ ଯାଇ ଏକଥା କହିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭ. କାର୍ତ୍ତିକ ପାଣ୍ଡିଆନ୍ । ସେ କହିଛନ୍ତି, ଜୀବନରେ ସଫଳତା ପାଇବାକୁ ହେଲେ ପାଠପଢ଼ା ଯେତିକି ଗୁରୁତ୍ୱପୂର୍ଣ୍ଣ ନିଜର ବ୍ୟକ୍ତିତ୍ୱର ବିକାଶ ମଧ୍ୟ ସେତିକି ଜରୁରୀ । ବ୍ଲକ୍, ଜିଲ୍ଲା କିମ୍ବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଜିତିବା ଅପେକ୍ଷା ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ । କାରଣ ପ୍ରତିଯୋଗିତାରେ ଜିତିଲେ ଖୁସି ଲାଗେ । ମାତ୍ର ଭାଗ ନେଲେ ଅନେକ କିଛି ଶିକ୍ଷା ମିଳିଥାଏ । ଏହି ଶିକ୍ଷା ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବ ।

ବଡ଼ ବଡ଼ ସହରର ବଡ଼ ବଡ଼ କଲେଜରେ ପାଠ ପଢ଼ୁଥିବା ପିଲାଙ୍କ ପରି ଗଜପତିର ଛାତ୍ରଛାତ୍ରୀଙ୍କୁ ଆଧୁନିକ ଓ ଉନ୍ନତ ଶିକ୍ଷାଦାନର ସୁଯୋଗ ଦେବାକୁ ସବୁ କଲେଜର ରୂପାନ୍ତରଣ କାର୍ଯ୍ୟ ଚାଲିଛି । ଗଜପତିର ସମସ୍ତ ୧୭ଟି କଲେଜ ୫-ଟି ରୂପାନ୍ତରଣରେ ସାମିଲ ହୋଇଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ରୂପାନ୍ତରଣ କାର୍ଯ୍ୟ ସରିବ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ, ସ୍ମାର୍ଟ ଲାବ୍ ସୁବିଧା ପାଇବେ । ସେମାନେ ବି ବଡ଼ ବଡ଼ କଲେଜର ପିଲାଙ୍କ ପରି ସ୍ୱପ୍ନ ଦେଖିପାରିବେ ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ପାଇଁ ଏକ ମାଧ୍ୟମ । ଏହା ପ୍ରତିବର୍ଷ ଆୟୋଜନ କରାଯିବ । ଶିକ୍ଷାର୍ଥୀମାନେ ନିଜର ଆଭ୍ୟନ୍ତରୀଣ ପ୍ରତିଭାର ବିକାଶ ପାଇଁ ସବୁବେଳେ ଉଦ୍ୟମ କରିବା ଉଚିତ୍ । କାରଣ ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ବୋଲି କହିଥିଲେ ଶ୍ରୀ ପାଣ୍ଡିଆନ୍ ।

ମୁଖ୍ୟମନ୍ତ୍ରୀଙ୍କ କଥା କମ୍, କାମ ବେଶୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା କମ୍, କାମରେ ଅଧିକ ବିଶ୍ୱାସ କରନ୍ତି । ଯେଉଁଥିପାଇଁ ଗତ ୭ ମାସରେ କେବଳ ଗଜପତି ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପାଇଁ ମିଳିଛି ୨୭୯ କୋଟି ଟଙ୍କା । ଆଜି ଗଜପତି ଗସ୍ତରେ ଯାଇଥିବା ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ମୋହନା ନିର୍ବାଚନମଣ୍ଡଳୀର ରାମଗିରିଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏହା କହିଛନ୍ତି ।

ମୋହନା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ବିଭିନ୍ନ ପ୍ରକଳ୍ପର ହିସାବ ଦେଇଥିଲେ । ଗତ ମେ ମାସରେ ତାଙ୍କର ଗସ୍ତ ବେଳେ ୪୨୫ ଟି ଦରଖାସ୍ତ ମିଳିଥିଲା । ସେଥିମଧ୍ୟରୁ ୩୮୦ ଟି ଦରଖାସ୍ତର ସମାଧାନ ହୋଇଛି ବୋଲି ପାଣ୍ଡିଆନ୍ ସୂଚନା ଦେଇଥିଲେ । ମହେନ୍ଦ୍ରତନୟା ଉପରେ କରଡ଼ାସିଙ୍ଗିଠାରେ ସେତୁ ପାଇଁ ୧୯ କୋଟି ଟଙ୍କା ମଞ୍ଜୁର ହୋଇଛି । ୭ଟି ଜଳପ୍ରପାତର ଉନ୍ନତିକରଣ ପାଇଁ ଅର୍ଥ ମଞ୍ଜୁର ହୋଇଛି । ୫ଟି ସ୍କୁଲରେ ହଷ୍ଟେଲ ନିର୍ମାଣ ପାଇଁ ୧୮ କୋଟି ମଞ୍ଜର ହୋଇଛି ।

ଏହି ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ ।

 

 

 

Previous Post

ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

Next Post

୪୧ ମାସରେ ୪ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ

Next Post
୪୧ ମାସରେ ୪ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ

୪୧ ମାସରେ ୪ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA