Saturday, April 18, 2026 01:00 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମହାପ୍ରଭୁଙ୍କ ଜମି ବିକ୍ରୀ ଖବର ସମ୍ପୂର୍ଣ୍ଣ ମିଛ, ମନଗଢ଼ା

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସ୍ପଷ୍ଟୀକରଣ

by Our Correspondent
18 Mar, 2021- 11:31 PM
in Latest News, News
1 min read
0
ମହାପ୍ରଭୁଙ୍କ ଜମି ବିକ୍ରୀ ଖବର ସମ୍ପୂର୍ଣ୍ଣ ମିଛ, ମନଗଢ଼ା

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ୩୫ ହଜାର ଏକର ଜମି ବିକ୍ରୀ କରାଯାଉଥିବା ଖବର ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର । ଏହା ସମ୍ପୂର୍ଣ୍ଣ ମିଥ୍ୟା, ମନଗଢ଼ା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଏକ ସ୍ପଷ୍ଟୀକରଣରେ କହିଛନ୍ତି ।

ଦୀର୍ଘ ବର୍ଷ ଧରି ଘରୋଇ ଦଖଲରେ ଥିବା ଶ୍ରୀ ଜଗନ୍ନାଥଙ୍କ ଜମିକୁ ୨୦୦୩ ନୀତି( ୟୁନିଫାଇଡ୍ ପଲିସି) ଅନୁଯାୟୀ ମନ୍ଦିର କମିଟି ଦ୍ୱାରା ସମାଧାନ କରାଯାଉଛି । ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଏହି ନୀତି ଉଦ୍ଦିଷ୍ଟ । ଏଥିରେ କାହାପ୍ରତି ଅନୁକମ୍ପା କିମ୍ବା ଭେଦଭାବର ପ୍ରଶ୍ନ ନାହିଁ । ଏହି ନ୍ୟାୟରେ ୨୦୦୧ ରୁ ୨୦୧୦ ମସିହା ମଧ୍ୟରେ ୨୯୧ ଏକର ଜମିର ଫଇସଲା ହୋଇଥିଲା ବେଳେ ୨୦୧୧ ରୁ ୨୦୨୧ ମଧ୍ୟରେ ୯୬ ଏକର ଜମିର ଫଇସଲା ହୋଇଛି ।

ମୋଟାମୋଟି ଭାବେ ଘରୋଇ ମାଲିକାନାରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କର ଜମିଗୁଡ଼ିକୁ ସ୍କୁଲ, କଲେଜ, ଡାକ୍ତରଖାନା, ରାସ୍ତା ଭଳି ବିଭିନ୍ନ ସାଧାରଣ ଉପଯୋଗୀ ଓ ଜନ ହିତକର କାର୍ଯ୍ୟରେ ବ୍ୟବହାର କରାଯାଇଛି । ଯାହା ଜଗନ୍ନାଥ ମନ୍ଦିର କମିଟି ଅନୁମୋଦିତ । ଏହି ପରିପ୍ରେକ୍ଷୀରେ ଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରୀ ଯୋଜନା ଡାହା ମିଛ ଏବଂ ମନଗଢ଼ା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଏଭଳି ମିଥ୍ୟା ଓ ଅବାଂଛିତ ଖବର ଉପରେ ଓଡ଼ିଶାବାସୀ ତଥା ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀ ଭଳି ନ ଯିବାକୁ ଡ. କ୍ରିଷନ୍ କୁମାର ଅନୁରୋଧ କରିଛନ୍ତି ।

ସେପଟେ ବିଜେପି ନେତ୍ରୀଙ୍କ ଦ୍ୱାରା ଏହି ମିଛ ପ୍ରଚାରର କଡ଼ା ଜବାବ ଦେଇଛି ବିଜେଡ଼ି । ମହାପ୍ରଭୁଙ୍କ କ୍ଷେତ୍ରରେ ଏଭଳି ମିଛ ଓ ରାଜନୈତିକ ଅଭିସନ୍ଧି ମୂଳକ ଖବରକୁ ଦଳର ମୁଖପାତ୍ର ନିନ୍ଦା କରିବା ସହ ଜଗନ୍ନାଥଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ।

ବିଜେଡ଼ି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ କରି ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଏହି ମିଛ ପ୍ରଚାର ବିରୋଧରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Previous Post

ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ୧ କୋଟି ସହାୟତା

Next Post

ନବୀନଙ୍କ ସାନ୍ନିଧ୍ୟ ଖୁସି ମିଳେଇଗଲା !

Next Post
ନବୀନଙ୍କ ସାନ୍ନିଧ୍ୟ ଖୁସି ମିଳେଇଗଲା !

ନବୀନଙ୍କ ସାନ୍ନିଧ୍ୟ ଖୁସି ମିଳେଇଗଲା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA