Friday, November 20, 2026 02:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନ୍ତ୍ରୀଙ୍କ ଉପରୁ ଭରସା ତୁଟାଇଲେ

ଆଇଏଏସ୍ ଙ୍କୁ ବାତ୍ୟା ମୁକାବିଲା ଦାୟିତ୍ୱ

by Our Correspondent
19 Nov, 2026- 11:17 PM
in Latest News, News
1 min read
0
ମନ୍ତ୍ରୀଙ୍କ ଉପରୁ ଭରସା ତୁଟାଇଲେ

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ମୁକାବିଲାରେ ପାଇଥିବା ବିଫଳତାରୁ ଶିଖିଛନ୍ତି ରାଜ୍ୟ ସରକାର । ମନ୍ତ୍ରୀ ଓ ବିଧାୟକମାନଙ୍କ ଉପରୁ ଭରସା ତୁଟାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥର ବାତ୍ୟା ‘ଅକଭାନ୍’ ମୁକାବିଲା ଦାୟିତ୍ୱ ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି । ବାତ୍ୟା ଦ୍ୱାରା ବେଶୀ ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲାକୁ ୭ ଜଣ ବରିଷ୍ଠ ଆଇଏଏସ୍ ଙ୍କୁ ପଠାଯାଇଛି । ସେଠାରେ ରହି ବାତ୍ୟା ମୁକାବିଲା ପ୍ରସ୍ତୁତି, ପରିଚାଳନା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିବେ ।

କେବଳ ସେତିକି ନୁହେଁ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନରଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏଭଳି ପ୍ରାୟ ୧୧ ଜଣ ବରିଷ୍ଠ ଅଧିକାରୀ ପୂରା ୨୪ ଘଣ୍ଟିଆ ଦାୟିତ୍ୱ ସମ୍ଭାଳିଛନ୍ତି ।

ଗତ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ଓ ପରିଚାଳନା ପାଇଁ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ମନ୍ତ୍ରୀଙ୍କୁ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପଠାଯାଇଥିଲା । ସେମାନଙ୍କ ସାଙ୍ଗରେ ବିଧାୟକମାନେ ମଧ୍ୟ ରହିଥିଲେ । ୫ ବରିଷ୍ଠ ଆଇଏଏସ୍ ଙ୍କୁ ଜିଲ୍ଲା ଦାୟିତ୍ୱ ଦେଇ ପଠାଯାଇଥିଲେ ମଧ୍ୟ ମନ୍ତ୍ରୀମାନଙ୍କର ମାମଲତି ଯୋଗୁଁ ଯାବତୀୟ ବିଭ୍ରାଟ ଘଟିଥିଲା । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ରାଜନୀତି ପଶିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ଦୁର୍ଦ୍ଦଶାଗ୍ରସ୍ତ ଲୋକେ ବିଭିନ୍ନ ସ୍ଥାନରେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ବିରୋଧ କରିଥିଲେ । ଏପରିକି ଖଲିକୋଟ ବିଧାୟକଙ୍କ ବେକରେ ଲୋକେ ଗାମୁଛା ପକାଇ ଦେଇଥିଲେ । ସରକାର ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ଓ ବୁଝାମଣା ଅଭାବରୁ ଗଞ୍ଜାମରେ ପ୍ରଳୟଙ୍କରୀ ବନ୍ୟା ବିତ୍ପାତ ଘଟିଲା । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ଜିରୋ କାଜୁଆଲିଟି କେବଳ ଭାଷଣରେ ରହିଗଲା । ସମ୍ଭବତଃ ରାଜ୍ୟ ସରକାର ଏଥିରୁ କିଛି ଶିକ୍ଷାଲାଭ କରିଛନ୍ତି ।

Previous Post

ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA