Saturday, April 25, 2026 12:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜାପାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

by Our Correspondent
04 Apr, 2023- 11:39 AM
in Latest News, News
1 min read
0
ଜାପାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଜାପାନରେ ପହଞ୍ଚିଛନ୍ତି । ଟୋକିଓ ବିମାନବନ୍ଦରରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ଏବଂ ଦୂତାବାସର ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଓଡିଶାକୁ ପୁଞ୍ଜି ନିବେଶକକାରୀଙ୍କୁ ଆକୃଷ୍ଟ କରିବା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ । ତାଙ୍କର ଏହି ଗସ୍ତ ଓଡିଶା ଏବଂ ଜାପାନ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି । ଜାପାନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମ୍ବର୍ଦ୍ଧନାରେ ମୁଖ୍ୟମନ୍ତ୍ରୀ ଅଭିଭୂତ ହୋଇଛନ୍ତି ।

ଆଜି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀଙ୍କର ନିପ୍ପନ ଷ୍ଟିଲ୍ ର ସଭାପତି ତଥା ରିପ୍ରେଜେଣ୍ଟଟିଭ୍ ଡାଇରେକ୍ଟରଙ୍କ ସହିତ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି(ବୁଧବାର) ଓଡିଶା ବିଜିନେସ୍ ମିଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରମୁଖ ଜାପାନୀ ଉଦ୍ୟୋଗୀଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଶିଳ୍ପପତି ଏବଂ ଉଦ୍ୟୋଗୀ ଯୋଗଦେବେ । ସଂଧ୍ୟାରେ ଜାପାନରେ ବସବାସ କରୁଥିବା ଓଡିଆମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବେ ଏବଂ ସେମାନଙ୍କ ସହ ରାତ୍ରିଭୋଜନ କରିବେ ।

ଏହାପରେ ପ୍ରତିନିଧି ଦଳ କ୍ୟୋଟୋ ଓ ଓସାକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଗୁରୁବାର ଦିନ ନିପ୍ପନ୍ ଷ୍ଟିଲ୍ କର୍ପୋରେସନ୍ ର ଷ୍ଟିଲ୍ କାର୍ଯ୍ୟ ଏବଂ ଆର ଆଣ୍ଡ ଡି ସେଣ୍ଟର ପରିଦର୍ଶନ କରିବେ । ପରବର୍ତ୍ତୀ ସମୟରେ ଜାପାନ ଏବଂ ଓଡିଶା ମଧ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ରାଉଣ୍ଡ ଟେବୁଲ ବୈଠକ ଏବଂ ସ୍ପୋର୍ଟସ୍ ଇକୋସିଷ୍ଟମ୍ ବିକାଶ ସମ୍ପର୍କିତ ଆଲୋଚନା ହେବ ।

ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଯାଇଥିବା ସରକାରୀ ପ୍ରତିନିଧି ଦଳରେ ଅଛନ୍ତି- ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, ସ୍ୱତନ୍ତ୍ର ସଚିବ ଭିନୀଲ୍ କ୍ରିଷ୍ଣା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକଟ୍ରୋନିକ୍ସ, ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ଇପିକଲ୍ ଏମଡି ଭୁପେନ୍ଦର ପୁନିଆ । ସେହିଭଳି ବାଣିଜ୍ୟିକ ପ୍ରତିନିଧି ଦଳରେ ଷ୍ଟିଲ୍, ଆଲୁମିନିୟମ୍, ଟେକ୍ସଟାଇଲ୍ସ, ଫୁଡ୍ ଆଣ୍ଡ ସି-ଫୁଡ୍ ପ୍ରସେସିଂ, ଗ୍ରାନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ସେକ୍ଟରର ପ୍ରତିନିଧିମାନେ ସାମିଲ ହୋଇଛନ୍ତି ।

 

Previous Post

‘କୋଟିଆ’ ରାଜନୀତି: ଧର୍ମେନ୍ଦ୍ରଙ୍କ ପାଇଁ ବାହାରିଲେ ବିଧାୟକ

Next Post

୩ ବରିଷ୍ଠ ନେତାଙ୍କୁ ଝାରସୁଗୁଡ଼ା ଦାୟିତ୍ୱ

Next Post
୩ ବରିଷ୍ଠ ନେତାଙ୍କୁ ଝାରସୁଗୁଡ଼ା ଦାୟିତ୍ୱ

୩ ବରିଷ୍ଠ ନେତାଙ୍କୁ ଝାରସୁଗୁଡ଼ା ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA