Sunday, April 19, 2026 09:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କ୍ରିଷନ୍ କୁମାରଙ୍କ ମହାନତା !

by Our Correspondent
28 Mar, 2021- 04:37 PM
in Latest News, News
1 min read
0
କ୍ରିଷନ୍ କୁମାରଙ୍କ ମହାନତା !

ପୁରୀ: ଶ୍ରୀମନ୍ଦିରରେ ପଥର ପଡ଼ି ଆହତ ହୋଇଥିବା ଜଣେ ସେବକଙ୍କ ପ୍ରତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଦରଦୀ ଭାବ ଆଜି ପୁରୀରେ ଚର୍ଚ୍ଚାର ବିଷୟ ହୋଇଛି । ମୁଖ୍ୟ ପ୍ରଶାସକ ନିଜେ ଆହତ ସେବକଙ୍କୁ ତାଙ୍କ ଘରେ ଯାଇ ଭେଟିବା ସହ ଭୁବନେଶ୍ୱରରେ ତାଙ୍କ ଚିକିତ୍ସାର ସମସ୍ତ ବନ୍ଦୋବସ୍ତ କରିଥିବାରୁ ସେବାୟତ ମହଲରେ ଭୁରି ଭୁରି ପ୍ରଶଂସା କରାଯାଇଛି ।

ଆଜି ସକାଳୁ ସକାଳୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଥିବା ଉଗ୍ର ନୃସିଂହ ମନ୍ଦିରର ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସିପଡ଼ିଥିଲା । ସେବକ କୁନୁ ଓରଫ୍ ଜମ୍ବେଶ୍ୱର ମହାପାତ୍ରଙ୍କ ଉପରେ ପଥର ଖସିପଡ଼ିବାରୁ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା । ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଏକ୍ସରେରୁ ଗୋଡ ଭାଙ୍ଗିଥିବା ଜଣାପଡ଼ିବା ପରେ ଡାକ୍ତରମାନେ ତାଙ୍କୁ ଭୁବନେଶ୍ୱର ରେଫର୍ କରିଥିଲେ । ମାତ୍ର କୌଣସି କାରଣରୁ ଶ୍ରୀ ମହାପାତ୍ର ଘରକୁ ପଳାଇ ଆସିଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ତୁରନ୍ତ ଶ୍ରୀ ମହାପାତ୍ରଙ୍କ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ । ଏଥିସହ ଭୁବନେଶ୍ୱରର ଶ୍ରୀ ହସ୍ପିଟାଲ୍ ରେ ଚିକିତ୍ସା ପାଇଁ ବନ୍ଦୋବସ୍ତ କରିଥିଲେ । ସେଠାରେ ଚିକିତ୍ସା ବ୍ୟବସ୍ଥା ବୁଝିବା ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ଶ୍ରୀ ମହାପାତ୍ରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିବ ବୋଲି ଡ. କ୍ରିଷନ୍ କୁମାର ପ୍ରତିଶ୍ରୁତି ଦେଇଛନ୍ତି ।

କେବଳ ଏଇ ଗୋଟିଏ ନୁହେଁ, ମୁଖ୍ୟ ପ୍ରଶାସକ ଭାବେ ଡ. କ୍ରିଷନ୍ କୁମାରଙ୍କ କାର୍ଯ୍ୟକାଳ ସମୟରେ ମାନବିକତାର ଏଭଳି ଅନେକ ଉଦାହରଣ ରହିଥିବା ବହୁ ବରିଷ୍ଠ ସେବାୟତ କହିଛନ୍ତି ।

Previous Post

ନବୀନ ନିବାସରେ ଭଉଣୀ, ଭିଣୋଇଙ୍କ ସହ ରୁଦ୍ର

Next Post

ପିପିଲି: ଅଜିତ୍ ମଙ୍ଗରାଜଙ୍କୁ ପୁଣି ପ୍ରାର୍ଥୀ କଲା କଂଗ୍ରେସ

Next Post
ପିପିଲି: ଅଜିତ୍ ମଙ୍ଗରାଜଙ୍କୁ ପୁଣି ପ୍ରାର୍ଥୀ କଲା କଂଗ୍ରେସ

ପିପିଲି: ଅଜିତ୍ ମଙ୍ଗରାଜଙ୍କୁ ପୁଣି ପ୍ରାର୍ଥୀ କଲା କଂଗ୍ରେସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA